Latest Odisha News

BREAKING NEWS

ମିଶନ ଶକ୍ତିର ମା’ ମାନଙ୍କୁ ପ୍ରତି ମିଲ୍ ପିଛା ମିଳିବ ୨ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏଭଳି କଠିନ ପରିସ୍ଥିତିରେ ମିଶନ ଶକ୍ତିର ମା’ମାନେ ଜଣେ ଜଣେ କରୋନା ଯୋଦ୍ଧା ସାଜିଛନ୍ତି । ସେମାନେ ସାରା ରାଜ୍ୟରେ ଏକ କୋଟିରୁ ଅଧିକ ମିଲ ଯୋଗାଇ ସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେମାନେ…

ଏବେ ଓଡ଼ିଶାରେ ବାତ୍ୟା ଆଶଙ୍କା ନାହିଁ: ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡ଼ିଶାକୁ ଏବେ ବାତ୍ୟା ଭୟ ନାହିଁ । ଗତ କିଛି ଦିନଧରି ଓଡ଼ିଶାରେ ଝଡ଼ବର୍ଷା ଲାଗି ରହିଥିବା ବେଳେ ବାତ୍ୟା ସମ୍ଭାବନାକୁ ନେଇ କଳ୍ପନା ଚାଲିଥିଲା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୪/୫ ଦିନ ମଧ୍ୟରେ ଓଡ଼ିଶାରେ ବାତ୍ୟା ଆଶଙ୍କା ନାହିଁ । ଭୁବନେଶ୍ୱରସ୍ଥିତ…

ଦୈନିକ ନମୂନା ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରାଯିବ: ନବୀନ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ହେବ କରୋନା ପରୀକ୍ଷଣ । ଏହା ଦୈନିକ ୧୫ ହଜାରକୁ ବୃଦ୍ଧି କରାଯିବ । ଏନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁଖାବିଲାର ସ୍ଥିତି ସମୀକ୍ଷା କରି କହିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ…

ବସ୍ ନୁହେଁ ଟ୍ରେନ୍‌ରେ ଫେରିବେ ପ୍ରବାସୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆ ଆଉ ବସ୍‌ରେ ଫେରିପାରିବେ ନାହିଁ । ସେମାନେ କେବଳ ଟ୍ରେନ୍ ଯୋଗେ ଫେରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି, ସୁରତରୁ ଓଡ଼ିଶାକୁ ଦୀର୍ଘ ପଥ ବସ୍‌ରେ ଆସିବା ବେଳେ ପ୍ରବାସୀମାନେ ନାହିଁ ନଥିବା…

ଲକ୍‌ଡାଉନ ଡାଏରୀ : ଶିଶୁ ସାହିତ୍ୟିକ ଦାଶ ବେନହୂରଙ୍କ ପାଇଁ ଏହା ଡବଲ ଲକ୍‌ଡାଉନ

ଲକ୍ ଡାଉନ କାହା ପାଇଁ କେମିତି । କାହାକୁ ପରିବାର ସାଥୀରେ ରଖିଛି ତ କାହାକୁ ପରିବାର ଲୋକଙ୍କଠାରୁ ଦୂରେଇ ରଖିଛି । କିନ୍ତୁ ଏହା ସତ କଥା ଯେ ଏହା ସମସ୍ତଙ୍କୁ କିଛି ନା କିଛି ଶିକ୍ଷା ଦେଇଛି । ତେବେ ଏହି ଲକ୍ ଡାଉନ ସମୟକୁ କିଏ କେମିତି କାଟୁଛନ୍ତି ତାହାକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ…

ଆସନ୍ତା ଶିକ୍ଷାବର୍ଷରୁ ସଡକ ସୁରକ୍ଷା ବିଷୟ ପଢିବେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ !

ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷାବର୍ଷରୁ ଓଡିଶାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ପାଠ୍ୟକ୍ରମରେ ସଡକ ସୁରକ୍ଷା ବିଷୟ ଅନ୍ତର୍ଭୂକ୍ତ ହେବାର ସମ୍ଭାବନା ନାହିଁ। ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ କୋଭିଡ-୧୯ର ମୁକାବିଲା ଲାଗି…

କୌଳିକବୃତ୍ତି ବଞ୍ଚାଇ ରଖିବାକୁ କୁମ୍ଭକାରଙ୍କ ସଂଘର୍ଷ ଜାରି

ସୃଷ୍ଟି ଆରମ୍ଭରୁ ମାଟି ଥିଲା, ଅଛି ଓ ସୃଷ୍ଟିର ବିନାଶ ପର୍ୟ୍ୟନ୍ତ ରହିବ । ମାଟି ମା’ ହିଁ ଆମକୁ ଦେଇଛି ସବୁକିଛି । ତେଣୁ ମାଟି ସହିତ ମାଟି ହୋଇ ଏହି ସାମଗ୍ରୀ ଯୋଗାଉଥିବା କୁମ୍ଭକାର ପରିବାର ଆଜି ଦୁର୍ଦ୍ଧଶାଗ୍ରସ୍ତ ଜୀବନ ଜିଇଁଛି । ତଥାପି କୌଳିକ ବୃତ୍ତି ବଂଚାଇବାକୁ କୁମ୍ଭକାର ତା’ର…

ଏବେ ଖୋଲିବନି ମଦ ଦୋକାନ

ଭୁବନେଶ୍ୱର: ରାଜ୍ୟର କୌଣସି ଅଂଚଳରେ ଏବେ ଖୋଲିବନି ମଦ ଦୋକାନ । ବାହାର ରାଜ୍ୟରେ ମଦ ଦୋକାନ ଖୋଲିବା ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ଖୁବଶୀଘ୍ର ଅବକାରୀ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହେବ ବୋଲି ଖୋଦ୍ ଅବକାରୀ ବିଭାଗ ସୂଚନା ଦେଇଛି। ଆସନ୍ତା ଦିନେ କି ଦୁଇ ଦିନ ଭିତରେ…

ନିର୍ଦ୍ଦେଶ ସତ୍ତ୍ୱେ ଗଡିବନି ଘରୋଇ ବସ୍‌

ଭୁବନେଶ୍ୱର: ରାଜ୍ୟରେ ଗଡିବନି ଘରୋଇ ବସ୍ । ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଜିଦରେ ଅଟଳ ରହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ୫୦ ପ୍ରତିଶତ ଯାତ୍ରୀରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଥିବାରୁ ଏହି ସର୍ତ୍ତରେ ରାଜି ହେଉ ନାହାନ୍ତି ବସ୍ ମାଲିକ । ବସ ଚଳାଚଳ ପାଇଁ ଅନୁମତି ମିଳିଥିଲେ ହେଁ ଏହା…

ଜୁଲାଇରେ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ: ଜେଇଇ ମେନ୍ ଓ ନିଟ୍ ପ୍ରବେଶିକା ପରୀକ୍ଷା ଲାଗି ଘୋଷଣା ହୋଇଛି ତାରିଖ । ଜୁଲାଇ ୧୮ରୁ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ଜୁଲାଇ ୧୮ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହା ୨୩ ପର‌୍ୟ୍ୟନ୍ତ ଚାଲିବ । ସେହିଭଳି ଜୁଲାଇ ୨୬ରୁ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ମାନବ…