Latest Odisha News

BREAKING NEWS

ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ୟାସ ଟାଙ୍କି ଫାଟି ଜଣେ ମୃତ

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ସାନକିରାସିରା ଗାଁରେ ଗ୍ୟାସ ଟାଙ୍କି ଫାଟି ଜଣଙ୍କର ମୃତ୍ୟୁ ଘଟିବା ସହ ୨ ବଖରା ଘର ଭସ୍ମ ହୋଇଛି । ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ସାନକିରାସିରା ଗାଁର ସିନୁ ପ୍ରଧାନ ଘରେ ଏକା ଥିବାବେଳେ ଗ୍ୟାସ ଯୋଗେ…

କରୋନା ଅପଡେଟ: ଓଡ଼ିଶା ସମେତ, ଭାରତ ଓ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ବିଶ୍ଵବ୍ୟାପୀ ଏବେ ସାମ୍ନାକୁ ଆସୁଛି କରୋନାର କରୁଣ ଚିତ୍ର । ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ଦିନ ୨ ଟା ସୁଦ୍ଧା ୨୭, ୨୫,୪୮୭ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧, ୯୧, ୦୫୭ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୭,୪୫,୮୨୪ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ…

ଚିନ୍ତା ବଢ଼ାଉଛି କରୋନା: ନ୍ୟୁୟର୍କ ଚିଡିଆଖାନାରେ ପଜିଟିଭ ଚିହ୍ନଟ ହେଲେ ଆଉ ୭ ଜନ୍ତୁ

ନ୍ୟୁୟର୍କ: କରୋନାରେ କବଳିତ ସାରା ବିଶ୍ୱ। ସାରା ମାନବ ଜାତି ଏହି ସଙ୍କଟ ସମୟକୁ ସାମ୍ନା କରିଥିବା ବେଳେ ପଶୁ ମଧ୍ୟ ଏଥିରୁ ବାଦ୍ ପଡି ନାହାଁନ୍ତି । ନ୍ୟୁୟର୍କର ବ୍ରୋନକ୍ସ ଚିଡିଆଖାନାରେ ପୁଣି ୭ ଟି ଜନ୍ତୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛି ୪ ବାଘ ଓ ୩ ସିଂହ…

ପଞ୍ଚାୟତ ଦିବସ ଅବସରରେ ‘ଇ-ଗ୍ରାମସ୍ୱରାଜ ପୋର୍ଟାଲ’ ଓ ମୋବାଇଲ ଆପ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପଞ୍ଚାୟତ ରାଜ ଦିବସ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସରପଞ୍ଚଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇ-ଗ୍ରାମସ୍ୱରାଜ ପୋର୍ଟାଲ (ପଞ୍ଚାୟତିରାଜ ପାଇଁ ସରଳୀକୃତ କାର୍ଯ୍ୟ ଭିତ୍ତିକ ଆକାଉଣ୍ଟିଂ ଆବେଦନ)…

କରୋନା ସଂକ୍ରମିତଙ୍କ ଉପରେ ପ୍ଲାଜ୍‌ମା ଥେରାପି ପରୀକ୍ଷଣ କଲା ଦିଲ୍ଲୀ ସରକାର !

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ରୋକିବା ଲାଗି ଅହରହ ଉଦ୍ୟମ ଚଳାଇଛନ୍ତି ସମସ୍ତ ରାଜ୍ୟ ସରକାର । କିଏ ଲକ୍‌-ଡାଉନ୍ ଅବଧିକୁ ବଢାଇଛି ତ କିଏ ଚିକିତ୍ସାର ମାନ ବଢାଇବା ସହ କୋଭିଡ୍‌-୧୯ ହସ୍ପିଟାଲ ସ୍ଥାପନ କରିବାରେ ଲାଗିଛନ୍ତି । ଦିନ ବଢିବା ସହ ଅନେକ ରାଜ୍ୟ କରୋନା ସଂକ୍ରମିତଙ୍କ ଉପରେ ନୂତନ…

ଗୋଆ ପରେ କରୋନା ମୁକ୍ତ ହେଲା ଭାରତର ଏହି ଦୁଇ ରାଜ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତରେ କରୋନା ଧୀରେ ଧୀରେ କାୟା ବିସ୍ତାର କରୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଏକ ଆଶ୍ବସ୍ତି ଜନକ ଖବର ସାମ୍ନାକୁ ଆସିଛି । ପୂର୍ବରୁ କରୋନାର କଳା ଛାୟାକୁ ଗୋଆ ନିଜ ଉପରୁ ହଟାଇବାରେ ସକ୍ଷମ ହୋଇଥିବା ବେକେ ବର୍ତ୍ତମାନ ଏହି ତାଲିକାରେ ସାମିଲ ହୋଇଛନ୍ତି ଭାରତର…

ବିପର୍ଯ୍ୟୟ ପରିଚାଳନାରେ ଅଗ୍ରଣୀ ଓଡ଼ିଶା, ନବୀନ ସରକାରଙ୍କ ଅଭିନନ୍ଦନୀୟ ଭୂମିକା

ଦୂରଦର୍ଶୀ ତଥା ପ୍ରଗତିଶୀଳ ଚିନ୍ତାଧାରା ନବୀନବାବୁଙ୍କ ଶାସନର ବଡ଼ ଲକ୍ଷଣ ବୋଲି ନିସଙ୍କୋଚରେ କୁହାଯାଇପାରିବ| ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଙ୍ଘୀୟ ବିଚାରକୁ ସଠିକ୍ ଭାବେ ପ୍ରୟୋଗକରିବା ହେଉ ଏବଂ  ଅସ୍ବଛଳବର୍ଗର ଜୀବନଜୀବୀକାକୁ ସୁନିଶ୍ଚିତକରିବା କିମ୍ବା ବିପର୍ଯ୍ୟୟକୁ ପରିଚାଳନାକରିବା…

ସଚିନ @୪୭: ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର: ୪୭ ବର୍ଷରେ ପାଦ ଦେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। କ୍ରିକେଟର ଭଗବାନ ଭାବେ ବିବେଚନା କରାଯାଉଥିବା ସଚିନଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଜଣା ଅଜଣା କଥା... ସଚିନଙ୍କ ସମ୍ପୂର୍ଣ୍ଣ ନାମ, ସଚିନ ରମେଶ ତେନ୍ଦୁଲକର । ପୂର୍ବତନ ଭାରତୀୟ…

୪୭ ବର୍ଷରେ ସଚିନ, କରୋନା ପାଇଁ ପାଳିବେନି ଜନ୍ମଦିନ

ଭୁବନେଶ୍ୱର : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଆଜି ୪୭ ତମ ଜନ୍ମଦିନ । କରୋନା ମହାମାରୀର ରୂପ ନେଇଥିବାରୁ ଚଳିତ ବର୍ଷ ସେ ଜନ୍ମଦିନ ପାଳିବେ ନାହିଁ ବୋଲି ଆଗୁଆ ଘୋଷଣା କରିଥିଲେ । କରୋନା ଯୁଦ୍ଧରେ ଲଢେଇ କରୁତିବା ଡାକ୍ତର, ନର୍ସଙ୍କ , ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀଙ୍କୁ…

ଓଡ଼ିଶାରେ ୯୦ ଛୁଇଁଲା କରୋନା ମାମଲା: କେଉଁ ଜିଲ୍ଲାରେ କେତେ, ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ସତ୍ତ୍ୱେ ମଧ୍ୟ ଏହି ଭୂତାଣୁ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ସହ ଏହି ସଂଖ୍ୟା ୯୦ ଛୁଇଁଛି । ତେବେ…