ଜାଲି ଖବର ଉପରେ ଗାଇଡଲାଇନ ଉନ୍ମୋଚିତ
ଢେଙ୍କାନାଳ: ଜାଲି ଖବର ସାରା ପୃଥିବୀରେ ଭୟାନକ ବିପଦ ଭାବେ ଉଭା ହୋଇଛି । ଫଳରେ କେଉଁଟି ସତ, କେଉଁଟି ମିଛ ଲୋକମାନେ ଜାଣିପାରୁ ନାହାନ୍ତି । ଆଉ କ୍ରମଶଃ ଏହା ଆମର ଖବର ପଠନର ଶୈଳୀକୁ ବି କବଜା କରିବାକୁ ବସିଲାଣି । ତେଣୁ ଜାଲି ଖବରକୁ କିପରି ଯାଞ୍ଚ କରାଯାଇ ପାରିବ, ସେ ସଂପର୍କରେ ଭାରତୀୟ…