Latest Odisha News

BREAKING NEWS

ଭାରତରେ କୋଭିଡ ୧୯ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୦୦ ଜଣ ୧୨ବର୍ଷରୁ କମ୍ ପିଲା

ନୂଆଦିଲ୍ଲୀ : ଭାରତରେ କୋଭିଡ ୧୯ ସଂକ୍ରମଣର ଶିକାର ହେଉଛନ୍ତି ୧୨ ବର୍ଷରୁ କମ୍ ପିଲା । ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ୧୨ ବର୍ଷରୁ କମ ପ୍ରାୟ ୧୦୦ଜଣ ପିଲା ସଂକ୍ରମିତ ହୋଇଥିବା ଜଣାପଡିଛି । ପିଲାମାନେ ସଂକ୍ରମିତ ହେଲେ ସେମାନଙ୍କଠାରେ…

ଆମେରିକାରେ ୨୪ ଘଣ୍ଟାରେ କରୋନା ନେଲା ୧୮ ଶହରୁ ଅଧିକ ମୁଣ୍ଡ; ବିଶ୍ୱରେ କେତେ ଛୁଇଁଲା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପ୍ରଭାବ ସର୍ବାଧିକ ଆମେରିକାରେ ହିଁ ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ରେକର୍ଡ ସଂଖ୍ୟକ ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟାରେ ୧,୮୯୧ ଜଣଙ୍କ ମୃତ୍ୟୁ ସହ…

କରୋନା ମୁକାବିଲା: ଦୂରଦୂରାନ୍ତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛି ଡାକ ବିଭାଗ

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣ କାଳରେ ଭାରତୀୟ ଡାକ ବିଭାଗ ଏହାର ବିଶାଳ ସଂଗଠନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ସହାୟତା ଯୋଗାଇ ଦେଉଛି । ଯୋଗାଯୋଗ, ଆଇନ, ନ୍ୟାୟ, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ପ୍ରତ୍ୟେକ ରାଜ୍ୟର ମୁଖ୍ୟ…

ଓଡ଼ିଶାର କରୋନା ଅପଡେଟ; କେତେ ଆକ୍ରାନ୍ତ, କେତେ ସୁସ୍ଥ ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ତତ୍ପରତା ଦେଖାଉଛି ସ୍ୱାସ୍ଥ୍ୟ ବିଭାଗ । ଏହା ସତ୍ତ୍ୱେ ମଧ୍ୟ ଏହି ଭୂତାଣୁ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଯଦିଓ ଆମ ରାଜ୍ୟ ଅନ୍ୟ ରାଜ୍ୟଗୁଡିକ ତୁଳନାରେ କରୋନ ମୁକବିଲାରେ ଭଲ ପ୍ରଦର୍ଶନ କରୁଛି ତଥାପି…

ସରିଲା ରାମାୟଣ; ଏବେ କ’ଣ ପ୍ରସାରଣ କରିବ ଦୂରଦର୍ଶନ, ଜାଣନ୍ତୁ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରାଦେଶରେ ଲକଡାଉନ । ସମସ୍ତ ଲୋକ ଘରେ ବନ୍ଦ ହୋଇ ରହୁଥିବା ବେଳେ ଡିଡି ନ୍ୟାସନାଲ ପକ୍ଷରୁ ଅନେକ ପୁରୁଣା ତଥା ପ୍ରସିଦ୍ଧ ସିରିଏଲ ମାନ ପ୍ରସାରଣ ଆରମ୍ଭ ହୋଇଥିଲା। ଏହା ମଧ୍ୟରୁ ରାମାନନ୍ଦ ସାଗରଙ୍କ ରାମାୟଣ ହେଉଛି ଅନ୍ୟତମ । ସେ ସମୟରେ ଲୋକାଦୃତ ପାଇଥିବା…

ଅଘଟଣ ଘଟାଇବା ନେଇ ନକ୍ସଲଙ୍କର ଯୋଜନା ପଣ୍ଡ

ଦାନ୍ତେୱାଡା: ଲକ୍‌ଡାଉନ ସମୟରେ ନକ୍ସଲମାନେ କିଛି ଗୋଟେ ବଡ ଅଘଟଣ ଘଟାଇବା ନେଇ ଯୋଜନା କରୁଥିବା ବେଳେ ଏହାର ପର୍ଦ୍ଦାପାଶ ହୋଇଛି । ଦାନ୍ତେୱାଡା-କଟେକଲ୍ୟାଣ ମାର୍ଗର ଗାଟମ ନିକଟବର୍ତ୍ତୀ ନକ୍ସଲମାନେ ଏକ ସୁଡଙ୍ଗ ଖୋଳିଥିବା ନେଇ ସୂଚନା ମିଳିଥିଲା । ଡିଆରଜି ଯବାନମାନେ ଘଟଣା ସ୍ଥଳରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୯-୦୪-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅପ୍ରେଲ  ମାସ ତା ୧୯ ରିଖ ରବିବାର  ମୀନ ୭ ଦିନ  ବୈଶାଖ ମାସ  କୃଷ୍ଣ ପକ୍ଷ  ଦ୍ବାଦଶୀ ତିଥି   ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର   ଘାତ ବାର :- ମେଷ  ରାଶିର  ଘାତ ଚନ୍ଦ୍ର :- ମିଥୁନ ରାଶି…

ଟିମ୍ ଇଣ୍ଡିଆ ଏବେ ଟିମ୍ ମାସ୍କ ଫୋର୍ସ; ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇ ଶେୟାର କରିଛି ଟିମ୍ ମାସ୍କ ଫୋର୍ସ ର ଭିଡିଓ । ଏଥିରେ ସଚ୍ଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଭଳି ମହାନ କ୍ରିକେଟର ଭାରତୀୟ ଜନତାଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବାକୁ ସଚେତନ କରିଛନ୍ତି ।…

ମୁଁ ନୁହେଁ ଜାଇରା ୱାସିମ୍ , ତୁମ ଧମକରେ ଡରିବି କେମିତି ?

ନୂଆଦିଲ୍ଲୀ: ଫିଲ୍ମ ଦଙ୍ଗଲରେ ଅଭିନୟ କରିଥିବା ଜାଇରା ୱାସିମ୍ ଧମକ ପାଇବା ପରେ ବଲିଉଡ ଛାଡିଥିଲେ । ତାଙ୍କୁ ଉଦାହରଣ ସ୍ୱରୂପ ନେଇ ନିନ୍ଦୁକଙ୍କୁ କଡା ତାଗିଦ କରିଛନ୍ତି ରେସଲର୍ ବବିତା ଫୋଗଟ୍ । ତାବଲିଗି ଜମାତିଙ୍କ ବିଷୟରେ ଟୁଇଟ୍ କରିବା ପରେ ବବିତାଙ୍କୁ କ୍ରମାଗତ ମିଳିଆସୁଛି ହତ୍ୟା ଧମକ ।…

କଣ୍ଟିଲୋ ନୀଳମାଧଵ ମନ୍ଦିର ସେବାୟତଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି

ଭୁବନେଶ୍ୱର : କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରର ସେବାୟତମାନଙ୍କୁ ରାଜ୍ୟ ସରକାର ୫୦୦୦ ଟଙ୍କା ଆର୍ଥିକ ସହାୟତା ଦେବା ନେଇ ନିଷ୍ପତି ନେଇଛନ୍ତି । ପୁରୀ ସେବାୟତଙ୍କ ଭଳି କଣ୍ଟିଲୋ ନୀଳମାଧଵ ମନ୍ଦିରର ସେବାୟତମାନଙ୍କୁ ମଧ୍ୟ ଅନୁରୂପ ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ…