ଦେଶର ୧୭୦ଟି ଜିଲ୍ଲା ହଟସ୍ପଟ କିନ୍ତୁ ହୋଇନି ଗୋଷ୍ଠୀ ସଂକ୍ରମଣ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ: ଦେଶରେ ଏବେ ୧୭୦ଟି ଜିଲ୍ଲାକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି । ସେହିପରି ୨୦୭ଟି ଜିଲ୍ଲା ସମ୍ଭାବ୍ୟ ହଟସ୍ପଟ ଭାବେ ଚିହ୍ନଟ ହୋଇଛି । ଏସବୁ ଜିଲ୍ଲା ଗୁଡିକ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ତେବେ ଏସବୁ ବାଦ୍ ମଧ୍ୟ ଦେଶରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇ…