ମନଇଚ୍ଛା ହାଇଡ୍ରୋକ୍ସିକ୍ଲୋରୋକୁଇନ ଖାଆନ୍ତୁ ନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଏପର୍ଯ୍ୟନ୍ତ ବାହାରିନି କୌଣସି ଭ୍ୟାକସିନ୍ । ତେବେ କରୋନାର ଗେମ୍ ଚେଂଜର ଭାବେ ଉଭା ହୋଇଛି ଆଣ୍ଟି ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ । ଏହି ମେଡିସିନ୍କୁ ଭାରତଠାରୁ ଆମେରିକା ମାଗିବା ପରେ ଏବେ ଏହାର ଡିମାଣ୍ଡ ବଢ଼ିଯାଇଛି । ତେବେ ଏହି ମେଡିସିନ୍କୁ…