Latest Odisha News

BREAKING NEWS

ଗୋଟିଏ ଦିନରେ ଓଡିଶାରେ ୧୫ ନୂଆ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୨୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଂଘାତିକ ଭାବେ ବୃଦ୍ଧି ପାଇ ୨୦ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ଗୋଟିଏ ଦିନରେ ୧୫ ଜଣ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୦ ଜଣ ଭୁବନେଶ୍ୱରରୁ ହୋଇଥିବା ବେଳେ…

ଘରେ ରୁହନ୍ତୁ, କରୋନା ସଂକ୍ରମଣ ରୋକିବାରେ ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ଓଡ଼ିଶାରେ ଏବେ ଲକ୍‌ଡାଉନ୍ ଜାରି ରହିଛି । ରାଜ୍ୟବାସୀ ଏହି ଲକ୍‌ଡାଉନକୁ ମାନି ସରକାରଙ୍କୁ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । #Odisha Government has announced complete shut…

କୋଭିଡ-୧୯; ଗୃହ ମନ୍ତ୍ରାଳୟ ଦେଲା ୧୧୦୯୨ କୋଟି !

ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ କରୋନା ମୁକାବିଲା ପାଇଁ ସମସ୍ତ ରାଜ୍ୟ ବାବଦରେ ୧୧ହଜାର ୯୨କୋଟିି ଟଙ୍କା ଅନୁମୋଦନ କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପରିଚାଳନା ପାଣ୍ଠି (SDRMF) ଅଧିନରେ ଅନୁମୋଦିତ ହୋଇଥିବା ଏହି ରାଶି ସାମୁହିକ ସଙ୍ଗରୋଧ ବ୍ୟବସ୍ଥା ଓ…

ଭୁବନେଶ୍ୱରରେ ଆଉ ତିନି କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀର ବମିଖାଲ ଅଂଚଳରେ ତିନି ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ସହିତ ଓଡିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟରରେ ଏହି ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ…

ନିଜାମୁଦ୍ଦିନ୍ ତବଲିଘି ଜମାତ୍ ସମାବେଶରେ ଯୋଗ ଦେଇଥିଲେ ଓଡିଶାର ଷଷ୍ଠ କରୋନା ପଜିଟିଭ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ଷଷ୍ଠ କରୋନା ପଜିଟିଭ ରୋଗୀ ମାର୍ଚ୍ଚ ମାସରେ ଆୟୋଜିତ ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜରେ ଆୟୋଜିତ ତବଲିଘି ଜମାତ ସମାବେଶରେ ଯୋଗ ଦେଇ ଫେରିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ସୂଚନା ଦେଇ ଓଡିଶା ସରକାରଙ୍କ କୋଭିଡ୧୯ ମୁଖପାତ୍ର ସୁବ୍ରତ…

ଅଷ୍ଟ୍ରେଲିଆ ମହିଳା ହକି ଖେଳାଳି ନର୍ସ ଦାୟିତ୍ୱ ତୁଲାଇବେ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ମହିଳା ହକି ଦଳର ଗୋଲକିପର ରସେଲ ଲଂଚ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ଦଳର ସଦସ୍ୟ ହେବା ନେଇ ଆଶା ରଖିଥିଲେ । କରୋନା ମହାମାରୀ ଯୋଗୁ ଅଲିମ୍ପିକ୍ସକୁ ଘୁଂଚାଇ ଦିଆଯାଇଛି । ତେବେ ସବୁଠାରୁ ବଡ କଥା ରସେଲ ଏବେ ହକି କଥା ଭୁଲିଯାଇ ନର୍ସ ଦାୟିତ୍ୱ ତୁଲାଇବା…

ଉତ୍ତରପ୍ରଦେଶ ତବଲିଗି ଜମାତ ଡାକ୍ତରୀ ସେବାରେ ମହିଳା କର୍ମଚାରୀ ନିୟୋଜିତ ହେବେ ନାହିଁ

ଗାଜିଆବାଦ:ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତବଲିଗି ଜମାତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ତବଲିଗି ଜମାତ ସଦସ୍ୟମାନଙ୍କ ଡାକ୍ତରୀ ସେବା ଓ ନିରାପତ୍ତା ସେବା ଯୋଗାଣରେ କୌଣସି ମହିଳା କର୍ମଚାରୀ ନିୟୋଜିତ ହେବେ ନାହିଁ । ଗାଜିଆବାଦର ଏମଏମଜି ଡିଷ୍ଟ୍ରିକ୍ଟ…

ଲକଡାଉନ ନିୟମ ପାଳନ କରିବାକୁ କହିବାରୁ ପୋଲିସ ଉପରେ ଆକ୍ରମଣ

କନୌଜ:ଉତରପ୍ରଦେଶର କନୌଜ ଅଂଚଳରେ ପୁନର୍ବାର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କାପୁରଷପଣିଆ ସମ୍ମୁଖକୁ ଆସିଛି । ସ୍ଥାନୀୟ ଏକ ଛାତ ଉପରେ ଏକତ୍ର ନମାଜ ପଢ଼ୁଥିବା ବେଳେ ପୋଲିସ ସୋସିଆଲ ଡିଷ୍ଟାସିଙ୍ଗ ପାଳନ କରିବା ପାଇଁ କହିଥିଲା । ମାତ୍ର ଏଥିରେ ସେମାନେ ଉତ୍ୟକ୍ତ ହୋଇ ପୋଲିସ ଉପରେ ଆକ୍ରମଣ…

କରୋନା ଆତଙ୍କ: ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୮୦୦୦ ବ୍ୟକ୍ତିଙ୍କ ପରୀକ୍ଷା !

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୮,୦୦୦ ବ୍ୟକ୍ତିଙ୍କର ନଭେଲ୍ କରୋନା ଭାଇରସ ଟେଷ୍ଟ୍ ହୋଇଛି ଯାହାକି ଗୋଟିଏ ଦିନରେ ଏହା ସର୍ବାଧିକ ପରୀକ୍ଷା ବୋଲି ଜଣାପଡ଼ିଛି । ଶୁକ୍ରବାର ଦିନ କୋଭିଡ୍‌-୧୯ ଲାଗି ଦୈନିକ ରିପୋର୍ଟ ପ୍ରଦାନ କରିବା ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ…

ସୋସିଆଲ୍ ମିଡ଼ିଆରେ କରୋନା ଗୁଜବ ପ୍ରଚାର କରି ଜେଲ୍ ଗଲେ ଯୁବକ

ଯାଜପୁର: ସୋସିଆଲ୍ ମିଡ଼ିଆରେ ଓଡ଼ିଶାର କରୋନା ଭୂତାଣୁ ସମ୍ପର୍କିତ ମିଥ୍ୟା ଅପପ୍ରଚାର କରିବା ଅଭିଯୋଗରେ ଯାଜପୁର ଜିଲ୍ଲାର ଜଣେ ୩୯ ବର୍ଷ ଯୁବକଙ୍କୁ ପୋଲିସ ଗିରଫ କରିଛି । ଗିରଫ ଯୁବକ ଜଣକ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ସମୀର କୁମାର ରାଉତ ବୋଲି ଜଣାପଡ଼ିଛି । ପୋଲିସ ସୂତ୍ରରୁ…