Latest Odisha News

BREAKING NEWS

କରୋନା ଭୟ: ସ୍ୟାଣ୍ଡ ଆନିମେସନ ଜରିଆରେ ସଚେତନ କରୁଛନ୍ତି ଶିଳ୍ପୀ

ଭୁବନେଶ୍ୱର: ସ୍ୟାଣ୍ଡ ଆନିମେଟର ସୁବଳ ମହାରଣା ନିଜ ସ୍ୟାଣ୍ଡ ଆର୍ଟ ଜରିଆରେ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାର ପ୍ରୟାସ କରିଛନ୍ତି । ଏହି ଆନିମେସନରେ ଚୀନରେ କିପରି କରୋନାର ସୃଷ୍ଟି ହୋଇଛି ଓ ପର୍ଯ୍ୟଟକଙ୍କ ଯୋଗୁଁ ଏହା ଦେଶରୁ ଦେଶ କିପରି ବ୍ୟାପିଛି ସେ ନେଇ ବର୍ଣ୍ଣନା ହୋଇଛି ।…

ଲାଞ୍ଜିଗଡ଼ ରିଫାଇନାରୀ କାରଖାନାରେ ଅଞ୍ଚଳବାସୀଙ୍କ ସୁରକ୍ଷା ନେଇ କଡ଼ାକଡ଼ି ଲାଗୁ ହେଲା କରୋନା ପ୍ରତିରୋଧକ ବ୍ୟବସ୍ଥା

ଲାଞ୍ଜିଗଡ଼: କଳାହାଣ୍ଡି ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନା ରିଫାଇନାରୀ ନିଜର କାରଖାନା କାର୍ଯ୍ୟ ଜାରି ରଖିଥିବା ବେଳେ କର୍ମଚାରୀ ଏବଂ ହିତାଧିକାରୀଙ୍କ ସୁରକ୍ଷାକୁ ବିଶେଷ ଦୃଷ୍ଟିରେ ରଖି ବିଭିନ୍ନ ପ୍ରତିରୋଧମୂଳକ ପଦକ୍ଷେପ ହାତକୁ ନେଇଛି । କୋଭିଡ-୧୯ର ସଂକ୍ରମଣକୁ ପ୍ରତିହତ କରିବା ନେଇ…

କରୋନା ଭୟରେ ଭାଙ୍ଗିଲା ପରମ୍ପରା: ଚଳିତ ବର୍ଷ ଗଡିବ ନାହିଁ ରୁକୁଣା ରଥ

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବଡ଼ପର୍ବ ରୁକୁଣା ରଥଯାତ୍ରା । କରୋନା ପାଇଁ ଲାଗିଥିବା କଟକଣା ଯୋଗୁଁ ଦୀର୍ଘ ବର୍ଷ ଧରି ଚାଲିଆସିଥିବା ପରମ୍ପରା ଭଙ୍ଗ ହେବାକୁ ଯାଉଛି । କଟକଣାକୁ ଦୃଷ୍ଟିରେ ରଖି ଚଳିତ ଥର ରଥଯାତ୍ରା ନକରିବାକୁ ନିଷ୍ପତ୍ତି…

କରୋନା ସଂକ୍ରମଣରେ ଆଗରେ ଅଛନ୍ତି ବିଶ୍ୱର ଏହି ୫ ଟି ଦେଶ

ନୂଆଦିଲ୍ଲୀ: କରୋନା ପାଇଁ ଚିନ୍ତାରେ ସମଗ୍ର ବିଶ୍ୱ । ସବୁ ଦେଶର ଆଖିରୁ ନିଦ ହଜାଇ ଦେଲାନି ଚୀନରୁ ସୃଷ୍ଟ ଏହି ମାରାତ୍ମକ ଭୂତାଣୁ । ୧୯୦ ତୁ ଉର୍ଦ୍ଧ୍ବ ଦେଶ ଏହି ଭୁତାଣୁ ରେ କବଳିତ । ବିଶ୍ୱ ବ୍ୟାପି କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୩୦ ହଜାର ଟପିଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୯-୩-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା ୨୯ ରିଖ ରବିବାର ମୀନ ୧୬ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର- : ବିଛା ରାଶି ପୁରୁଷଙ୍କର ଆଜି: ବେଲ…

ଆଜି ଦିନ ୧୧ଟାରେ ‘ମନ କି ବାତ୍‌’, କରୋନା ମୁକାବିଲା ନେଇ କହିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟାରେ ‘ମନ କି ବାତ୍‌’ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଏଥିରେ କରୋନା ମହାମାରୀ ନେଇ ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ଏ ନେଇ ମୋଦି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଗତ ସପ୍ତାହକ…

କରୋନା ମୁକାବିଲା: ଭାରତକୁ ୨୨ କୋଟିର ସହଯୋଗ କରିବ ଆମେରିକା !

ନୂଆଦିଲ୍ଲୀ: ସାରା ବିଶ୍ୱରେ ଜାରି ରହିଛି କରୋନା ମୁକାବିଲା । ସମସ୍ତ ଦେଶ ନିଜ ନିଜ ସ୍ତରରେ ଏହି ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଘଡି ସନ୍ଧି ମୁହୂର୍ତ୍ତରେ ଭାରତ ସମେତ ଅନ୍ୟ ୬୪ ଦେଶକୁ ସହଯୋଗର ହାତ ବଡାଇଛି ଆମେରିକା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ…

ଉଗ୍ର ହେଉଛି କରୋନା: ବିଶ୍ୱରେ ୩୦ ହଜାର ଟପିଲା ମୃତ୍ୟ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆଁରେ ସାରା ବିଶ୍ୱ । ଏହି ମହାମାରୀ ସାରାବିଶ୍ୱରେ ନେଲାଣି ୩୦ ହଜାରରୁ ଅଧିକ ମୁଣ୍ଡ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୬ ଲକ୍ଷ ୬୨ ହଜାର ୮୫୨ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦ ହଜାର ୮୪୭ରେ ପହଞ୍ଚିଛି…

କରୋନା ମୁକାବିଲା: ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିକୁ ବିସିସିଆଇ ଦେଲା ୫୧ କୋଟି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ବିସିସିଆଇର ୫୧ କୋଟି ଟଙ୍କା ସହାୟତା ଘୋଷଣା । ଇଣ୍ଡିଆନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍ ଇଣ୍ଡିଆ(ବିସିସିଆଇ) ପକ୍ଷରୁ ଏ ନେଇ ଶନିବାର ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ବିସିସିଆଇ ଓ ରାଜ୍ୟ କ୍ରିକେଟ ବୋର୍ଡଙ୍କଠାରୁ ଆଦାୟ ଏହି ଅର୍ଥ ରାଶି…

ଭାରତର ଏହି ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରବେଶ କରିନାହିଁ କରୋନା ଭାଇରସ !

ରାଞ୍ଚି: ସାରା ବିଶ୍ୱରେ କରୋନା ଆତଙ୍କ । ଚୀନରୁ ସୃଷ୍ଟ ଏହି ମାରାତ୍ମକ ଭୂତାଣୁ ଏବେ ସାରା ବିଶ୍ୱରେ ରଚୁଛି ମୃତ୍ୟୁର ତାଣ୍ଡବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଏପର୍ଯ୍ୟନ୍ତ ଏହା ୧୯୯ ଟି ଦେଶକୁ ନିଜ କବଳକୁ ନେଇ ସରିଛି । ଭାରତରେ ମଧ୍ୟ ଏହି ଭୂତାଣୁ ତା'ର କାୟା ବିସ୍ତାର କରିବାରେ…