ଓଡିଶାରୁ ନାବାଳିକା ଅପହରଣ କରି ସମଲିଙ୍ଗୀ ସମ୍ପର୍କ ରଖାଇବା ଅଭିଯୋଗରେ ଗିରଫ ହେଲେ ପଶ୍ଚିମବଙ୍ଗ ମହିଳା
ଭବାନୀପାଟଣା: ସମଲିଙ୍ଗୀ ସମ୍ପର୍କ ପାଇଁ ନାବାଳିକାକୁ ଅପହରଣ ଅଭିଯୋଗରେ କାଲାହାଣ୍ଡି ଜିଲ୍ଲାର ଧରମଗଡରୁ ଏକ ପୋଲିସ ଟିମ ମଙ୍ଗଳବାର ପଶ୍ଚିମବଙ୍ଗର ଜଣେ ମହିଳାଙ୍କୁ ଗିରଫ କରିଛି।
ସୂଚନାନୁସାରେ, ୧୭ ବର୍ଷୀୟା ଏହି ନାବାଳିକାଙ୍କ ବାପା ତାଙ୍କ ଝିଅ ନିଖୋଜ ହୋଇ ଯାଇଥିବା ସେପ୍ଟେମ୍ବର ୧୭ ରେ…