ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଅନୁଷ୍କାଙ୍କ ଶୀର୍ଷାସନ ଫଟୋ
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅନୁଷ୍କା ଶର୍ମା ହେଡଷ୍ଟାଣ୍ଡ ଅର୍ଥାତ୍ ଶୀର୍ଷାସନ କରୁଥିବା ଦେଖିବାକୁ ମିଳିଛି ଏବଂ ପତି ବିରାଟ ମଧ୍ୟ ତାଙ୍କୁ ଏଥିରେ…