Latest Odisha News

BREAKING NEWS

ରିୟାଙ୍କୁ ବେଲ୍ ହେବ ନା’ ଜେଲ୍‌, ବମ୍ବେ ହାଇକୋର୍ଟରେ ଫଇସଲା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଜେଲ୍ ହେବ ନା ଜାମିନ ମିଳିବ । ତା’ଉପରେ ଆଜି ଫଇସଲା ଶୁଣାଇବେ ବମ୍ବେ ହାଇକୋର୍ଟ । ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ମଧ୍ୟ ଜାମିନ ଆବେଦନର ଆଜି…

ଆସାମରେ ପୁଣି ବନ୍ୟା, ୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଦିସପୁର: ଆମାସରେ ପୁଣି ବନ୍ୟା । ଚଳିତ ବର୍ଷ ତୃତୀୟ ଥର ପାଇଁ ବନ୍ୟାକୁ ସାମ୍ନା କୁରଛି ଆସାମ । ବନ୍ୟା ଯୋଗୁଁ ୧୩ ଜିଲ୍ଲାର ୩ ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ସୂଚନା ଅନୁସାରେ ସୋମବାର ଆସମରେ ପ୍ରବଳ ବର୍ଷା ଯୋଗୁଁ ସେଠାକାର ବନ୍ୟା ସ୍ଥିତି ଆହୁରି ବିଗିଡି ଯାଇଛି । କରୋନା…

ନିର୍ଭୟ ମିସାଇଲ୍: ଲଦାଖରୁ ମାରିଲେ ତିବ୍ଦତରେ ଟାର୍ଗେଟ ଭେଦିବ, ଜାଣନ୍ତୁ ଖାସ୍ କଥା

ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ର ରୂପ ନେଉଛି ଭାରତ-ଚୀନ୍ ସୀମା ବିବାଦ । ଏଲଏସିରେ ଏବେ ଯୁଦ୍ଧ ପରିସ୍ଥିତି । ଦୁଇ ଦେଶ ଅସ୍ତ୍ରଶସ୍ତ୍ର ଠୁଳ କଲେଣି । ଚୀନକୁ ମୁହଁତୋଡ ଜବାବ ଦେବାକୁ ଭାରତ ସୀମାରେ ସବୁଠୁ ଶକ୍ତିଶାଳୀ ମିସାଇଲକୁ ମୁତୟନ କରିଛି । ତୟାର ରହିଛି ନିର୍ଭୟ ମିସାଇଲ୍ । ଶହ ଶହ…

ଅଣ ପରିବହନ ଗାଡିର ଭଡା ଉପରେ ଲାଗିବ କଟକଣା

ଭୁବନେଶ୍ୱର: ଏଣିକି ଅଣପରିବହନ ଗାଡିର ଭଡା ଲଗାଣ ଉପରେ ଲାଗିବ କଟକଣା । ପ୍ରାଇଭେଟ ଲାଇସେନ୍ସପ୍ରାପ୍ତ ଗାଡ଼ିଗୁଡିକ କୌଣସି ପରିସ୍ଥିତିରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବନାହିଁ।  ଏପରି କଲେ ଗାଡ଼ି ଭଡ଼ା କରିଥିବା ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଏତଲା ରୁଜୁ ହେବ।…

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ମହାମାରୀ କରୋନା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ଅଛନ୍ତି । ସେପେଟେ ମୁକାବିଲା କରିବାକୁ ସରକାର ବି ରଣ କୌଶଳ ପ୍ରସ୍ତୁତ କରିସାରିଛନ୍ତି । ଏହି ଅଧିବେଶନରରେ ମୋଟ ୮ଟି କାର୍ଯ୍ୟ…

ପୁଣି ଥରେ ଜେରା ହେବେ ଦୀପିକା, ଶ୍ରଦ୍ଧା, ସାରା ଓ ରକୁଲ: ରିପୋର୍ଟ

ମୁମ୍ବାଇ: ଡ୍ରଗ୍ ଲିଙ୍କ ମାମଲାରେ ଆସିଛି ବଲିଉଡର ଆଗଧାଡ଼ିର ନାୟିକାଙ୍କ ନାମ। ଏନସିବି ଯାଞ୍ଚ ବେଳେ ଦୀପିକା ପାଦୁକୋନ୍, ସାରା ଅଲି ଖାନ୍, ଶ୍ରଦ୍ଧା କପୁର ଏବଂ ରକୁଲ ପ୍ରୀତ ସିଂ ସମାନ ମନ୍ତବ୍ୟ ଦେଇଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ, ଏହି…

ଗୁଜୁରାଟରେ ଭୁଶୁଡ଼ିଲା ନିର୍ମାଣଧିନ କୋଠା: ୩ ମୃତ

ବଡୋଦ୍ରା: ଗୁଜୁରାଟର ବଡୋଦ୍ରା ସ୍ଥିତ ଭାବନୀପୁରମ ଅଞ୍ଚଳରେ ଭୁଶୁଡି ପଡୁଛି ଏକ ୩ ମହଲା ବିଶିଷ୍ଟ ନିର୍ମାଣଧିନ କୋଠା । ଏଥିରେ ପ୍ରାୟ ୩ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ସୋମବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି ।…

ମା’ବିରଜାଙ୍କ ରଥଯାତ୍ରା ପାଇଁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାରେ ଜିଲ୍ଲାପାଳ ଓ ଏପିଙ୍କୁ ପକ୍ଷ ରଖିବାକୁ ହାଇକୋର୍ଟର…

କଟକ: ମା’ ବିରଜାଙ୍କ ରଥଯାତ୍ରା ଆୟୋଜନକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାରେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କୁ ମାନ୍ୟବର ହାଇକୋର୍ଟ ରିପୋଟ ତଲବ କରିଛନ୍ତି । ହାଇକୋର୍ଟର ମୂଖ୍ୟ ବିଚାରପତି ମହମ୍ମଦ ରଫିକ୍ ଓ ବିଚାରପତି ବି.ଆର . ଷଡଙ୍ଗିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର…

ଆଖିରେ ଜଟିଳ ଅସ୍ତ୍ରୋପଚାର ପରେ ଦୁନିଆ ଦେଖିଲା ତିନି ମାସର ଶିଶୁକନ୍ୟା; ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଲେ…

ସୁନ୍ଦରଗଡ଼: ‘‘ଜନ୍ମ ହେଲା ବେଳେ ମୋ’ ଝିଅର ଓଜନ ମାତ୍ର ୭୦୦ ଗ୍ରାମ ଥିଲା। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଝିଅ ଅଢ଼େଇ ମାସ ରହିଲା। ପରୀକ୍ଷା ହେଲାରୁ ଜଣାପଡ଼ିଲା ଯେ ତା’ ଆଖିରେ କିଛି ଅସୁବିଧା ଅଛି। ଅପରେସନ କରିବାକୁ ପଡ଼ିବ। ଝିଅକୁ କେମିତି ଭଲ କରିବୁ ଆମେ ଚିନ୍ତାରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା୨୯-୯-୨୦୨୦ ମଙ୍ଗଳବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ୨୯ ରିଖ ମଙ୍ଗଳବାର କନ୍ୟା ୧୪ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର   ଘାତ ବାର-: ମକର ରାଶିର…