Latest Odisha News

BREAKING NEWS

କରୋନା ସଂକ୍ରମଣରେ ଗଞ୍ଜାମକୁ ଟପିଲା କଟକ, ୨୦ ହଜାର ଡେଇଁଲା ପଜିଟିଭ୍ କେସ୍

ଭୁବନେଶ୍ୱର: ଖୋର୍ଦ୍ଧା ପରେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା କଟକ । ଗଞ୍ଜାମକୁ ପଛକୁ ଠେଲି ଦୁଇ ନମ୍ବରକୁ ଉଠିଛି । ଆଜି କଟକ ଜିଲ୍ଲାରେ ୨୦ ହଜାର ପାର କରିଛି ପଜିଟିଭ୍ କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୩୦ ଆକ୍ରାନ୍ତ । କଟକରେ ୨୦ ହଜାର ସଂକ୍ରମିତ କଟକ…

କରୋନା ନେଲା ଆଉ ୧୫ ଜୀବନ, ରାଜ୍ୟରେ ମୃତ୍ୟୁସଂଖ୍ୟା ୮୨୮

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୫ ଆକ୍ରାନ୍ତ । ଚିକିତ୍ସାଧୀନ ଅବସ୍ଥାରେ ଗତ ୨୪ ଘଣ୍ଟାରେ ୧୦ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି । Regret to inform the demise of fifteen…

ବିଧାନସଭାର ମୌସୁମୀ ଅଧିବେଶନ: ମାସ୍କ ଓ ଫେସ୍ ସିଲ୍‌ଡରେ ବିଧାୟକ

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ ଗୃହ କାର୍ଯ୍ୟ । ପ୍ରଥମ ଦିନରେ ଦିବଙ୍ଗତ ନେତା, କୋଭିଡ ଯୋଦ୍ଧା, ଦେଶ ପାଇଁ ସହିଦ ହୋଇଥିବା ସେନା ଅଧିକାରୀଙ୍କ ସହ ମୋଟ ୧୮ ଜଣଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କମୁଛି କରୋନା ସଂକ୍ରମଣ, ତୃତୀୟ ଦିନ ପାଇଁ ୪ ହଜାର ତଳେ ପଜିଟିଭ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ସଂଖ୍ୟା । କରୋନାକୁ ଲାଗିଛି ବ୍ରେକ୍ । ଆଜି ତୃତୀୟ ଦିନ ପାଇଁ ଓଡ଼ିଶାରେ ୪ ହଜାର ତଳେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଆଣିଛି ସାମାନ୍ୟ ଆଶ୍ୱସ୍ତିକର ଖବର । ଗତ ୨୪ ଘଂଟାରେ ୩୦ ଜିଲ୍ଲାରୁ ୩୦୬୭ ନୂଆ କରୋନା ଆକ୍ରାନ୍ତ…

ମୋଷ୍ଟ ୱାଣ୍ଟେଡ ଏଟିଏମ୍ ଲୁଟେରା ଗିରଫ

ଭୁବନେଶ୍ୱର: ରାଜଧାନୀରୁ ଧରାପଡିଲା ମୋଷ୍ଟ ୱାଟେଂଡ ଏଟିଏମ୍ ଲୁଟେରା । କୁଖ୍ୟାତ ଲୁଟେରା ସମ୍ଭବ ଆଚାର୍ଯ୍ୟକୁ ପୋଲିସ ଗିରଫ କରିଛି । ସମ୍ଭବ ସମେତ ୬ ଜଣଙ୍କୁ ସ୍ପେଶାଲ ସ୍କାର୍ଡ ଗିରଫ କରିଥିବା ଜଣାପଡିଛି । ଏମାନଙ୍କ ଠାରୁ ନଗଦ ୪୨ ହଜାର ଟଙ୍କା ଜବତ ହୋଇଛି । ପୂର୍ବରୁ ଲୁଟେରା ସମ୍ଭବ…

କରନ ଜୋହରଙ୍କ ବିରୋଧରେ କହିବାରୁ ପାକିସ୍ତାନରୁ ଆସିଲା ଧମକ

ନୂଆଦିଲ୍ଲୀ: ବଲିଉଡ୍ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ ଜୋହରଙ୍କ ବିରୋଧରେ ଅଭିଯୋଗ କରିବାରୁ ପାକିସ୍ତାନରୁ ଆସିଲା ଧମକପୂର୍ଣ୍ଣ ଫୋନ୍ କଲ୍ । ଦିଲ୍ଲୀ ଶିଖ ଗୁରୁଦ୍ୱାର ପ୍ରବନ୍ଧକ କମିଟି ଅଧ୍ୟକ୍ଷ ତଥା ଶିରୋମଣୀ ଅକାଳୀ ଦଳ ନେତା ମନଜିନ୍ଦର ସିଂହ ସୀର୍ସାଙ୍କୁ ଏମିତି ଫୋନ୍ କଲ୍ ଆସିଥିଲା । ଏନେଇ…

ପୁଣି ଆଉ ୫ ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ଆଜିଠୁ ବିଧାନସଭାର ମୌସୁମୀ ଅଧିବେନଶ । ତେବେ ଏହା ପୂର୍ବରୁ କରୋନା କବଳରେ ମନ୍ତ୍ରୀ ଓ ବିଧାୟକ । ଏବେ ଆଉ ୫ ଜଣ ବିଧାୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିକ୍ରମ ପଣ୍ଡା, ଅଙ୍ଗଦ କଅର, ସୋରଜ ମେହେର, ଜୟନ୍ତ ଷଡ଼ଙ୍ଗୀ ଓ ଭୁଦାନ ମୁର୍ମୁ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତକାଲି…

ଖସୁଛି କରୋନା ଟ୍ରେଣ୍ଡ: ୨୪ ଘଣ୍ଟାରେ ଦେଶରେ କମିଛି ପଜିଟିଭ୍ ଓ ଡେଥ୍ କେସ୍

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା କେସ୍ । ୨୪ ଘଣ୍ଟାରେ ଉଭୟ ସଂକ୍ରମିତ ଓ ମୃତ୍ୟୁସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୭୦ ହଜାର ୫୮୯ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୮୨ ହଜାର ୧୭୦ । ଅର୍ଥାତ୍ ଗତକାଲି ଅପେକ୍ଷା ଆଜି ପାଖାପାଖି ୧୨ ହଜାର…

ସୁଶାନ୍ତ ସିଂ ମୃତ୍ୟୁ ମାମଲା ଉପରୁ ହଟିବ ପରଦା: ସିବିଆଇ ହାତରେ ଏମ୍ସ ରିପୋର୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରୁ ହଟିବ ପରଦା । ସାମ୍ନାକୁ ଆସିବ ସତ । ଜଣାପଡିବ ହତ୍ୟା ନା ଆତ୍ମହତ୍ୟା । ଏବେ ସିବିଆଇ ହାତରେ ଲାଗିଛି ସୁଶାନ୍ତ ସିଂଙ୍କ ଏମ୍ସ ରିପୋର୍ଟ । ବିଭିନ୍ନ ଦିଗକୁ ଯାଂଚ କରି ଏମ୍ସର ସ୍ୱତନ୍ତ୍ର ଟିମ୍ ସିବିଆଇକୁ ରିପୋର୍ଟ ଦେଇଛନ୍ତି । ଏହି…

ଆଜି ଆସିବ ଅନଲକ୍-୫ ଗାଇଡଲାଇନ୍, ଖୋଲିପାରେ ସିନେମା ହଲ୍

ନୂଆଦିଲ୍ଲୀ: ଦେଶରେ ମାଡ଼ି ମାଡ଼ି ଚାଲିଛି କରୋନା କାୟା । ଆସନ୍ତାକାଲି ଶେଷ ହେଉଛି ଅନଲକ୍ ୪ । ଆଜି ଆସିପାରେ ଅନଲକ୍ ୫ ଗାଇଡଲାଇନ୍ । କଣ ଖୋଲିବ, କେଉଁ କ୍ଷେତ୍ରକୁ କଟକଣାରୁ ବାଦ ଦିଆଯିବ ତାଉପରେ ସମସ୍ତଙ୍କ ନଜର । ଅନଲକ୍ ୫ରେ ସମସ୍ତଙ୍କ ନଜର ରହିଛି ସ୍କୁଲ, କଲେଜ, ଟ୍ରେନ୍ ଓ ସିନେମା ହଲ୍…