Latest Odisha News

BREAKING NEWS

କରୋନା ମୁକାବିଲା ପ୍ରସ୍ତୁତିରେ ବଡ଼ବଡ଼ ଦେଶକୁ ପଛରେ ପକାଇଛି ଭାରତ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଜୀବାଣୁ ଯୋଗୁଁ ବିଶ୍ୱ ସ୍ତରରେ ମୃତ୍ୟୁସଂଖ୍ୟା ୫୮୩୩ କୁ ବୃଦ୍ଧି ପାଇଥିବାବେଳେ ଏହାର ସଂକ୍ରମଣ ୧.୫୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟକୁ ବ୍ୟାପି ସାରିଛି। ଭାରତରେ ମଧ୍ୟ ଏହି ସଂକ୍ରମଣ ୧୦୦ ଅତିକ୍ରମ କରିଥିବା ବେଳେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।…

୬ ମାସ ପର୍ଯ୍ୟନ୍ତ ସଚେତନ ରୁହନ୍ତୁ, କରୋନା ଗୁଜବରୁ ଦୂରେଇ ରୁହନ୍ତୁ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା କରୋନାଭାଇରସକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି । ଏହାର ୨ ଦିନ ପରେ ଅର୍ଥାତ୍ ରବିବାର ଦିନ କରୋନା ସମ୍ପର୍କରେ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିକମରେ ୬ ମାସ ପର୍ଯ୍ୟନ୍ତ ଭାଇରସ ପ୍ରତି ସଚେତନ ରହିବାକୁ…

କରୋନା ସତର୍କତା: ୭ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ

ପୁରୀ: ପର୍ଯ୍ୟଟନସ୍ଥଳୀରେ କରୋନାଭାଇରସ ସଂକ୍ରମଣର ସତର୍କତା ଉପରେ ଦୃଷ୍ଟି ଦିଆଯାଇଛି । ରବିବାର ଦିନ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ପୁରୀ ବେଳାଭୂମିରେ ଭିଡ ନକରିବାକୁ କହିଛନ୍ତି । ସେ କହିଛନ୍ତି, “ପ୍ରଶାସନ ଜିଲ୍ଲାରେ ଚାଲୁଥିବା ପର୍ଯ୍ୟଟକଙ୍କ ବସ ଉପରେ ପ୍ରତିବନ୍ଧକ ଲଗାଇଦେଇଛି । ବିଶେଷ…

କୋଭିଡ-୧୯: ଏକାଠି ଲଢ଼ିବାକୁ ସାର୍କ ରାଷ୍ଟ୍ରଙ୍କୁ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭିଡିଓ କନ୍‍ଫରେନ୍ସିଂ ଜରିଆରେ ସାର୍କ ସଦସ୍ୟ ରାଷ୍ଟ୍ରଙ୍କ ସହ ଆଲୋଚନା କରିଛନ୍ତି । କୋଭିଡ-୧୯ ତଥା ମହାମାରୀ କରୋନା ଭୂତାଣୁକୁ ଏକାଠି ମିଳିମିଶି ମୁକାବିଲା କରିବାକୁ ମୋଦୀ ଆହ୍ୱାନ ଦେଇଛନ୍ତି । ଭିଡିଓ କନ୍‍ଫରେନ୍ସିଂରେ ସାମିଲ…

ଗୁଜରାଟ କଂଗ୍ରେସକୁ ଝଟ୍‌କା, ରାଜ୍ୟସଭା ନିର୍ବାଚନ ପୂର୍ବରୁ ୫ ବିଧାୟକଙ୍କ ଇସ୍ତଫା

ଅହମ୍ମଦାବାଦ: ରାଜ୍ୟସଭା ନର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସକୁ ଜୋରଦାର ଲାଗିଛି ଝଟକା । କଂଗ୍ରେସର ୫ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବିଧାନସଭା ବାଚସ୍ପତିଙ୍କୁ ସେମାନେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇଥିବା ବିଧାୟକଙ୍କ ନାଁ…

ପ୍ରଶଂସକଙ୍କୁ ପସନ୍ଦ ଆସୁଛି ଧୋନୀଙ୍କ ନୂଆ ଲୁକ୍

ଚେନ୍ନାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନୂତନ ଲୁକ୍ ଏବେ ଚର୍ଚ୍ଚାର କାରଣ ସାଜିଛି । ନିକଟରେ ଚେନ୍ନାଇ ସୁପର କିଙ୍ଗ୍‌ସର ଏକ ଭିଡିଓରେ ଧୋନୀ ଫ୍ରେଂଚ କଟ୍ ଦାଢ଼ିରେ ସମ୍ପୂର୍ଣ୍ଣ ଭାବେ ଭିନ୍ନ ଧରଣର ଦେଖା ଯାଉଥିଲେ । ତାଙ୍କର ଏହି ଷ୍ଟାଇଲ ଏବେ ସୋସିଆଲ…

ମଧ୍ୟପ୍ରଦେଶ ରାଜନୀତି: ଫ୍ଲୋର ଟେଷ୍ଟ ପୂର୍ବରୁ ବିଧାୟକଙ୍କ ହେବ କରୋନା ଟେଷ୍ଟ

ଭୋପାଲ: ସାରା ବିଶ୍ୱରେ କରୋନାକୁ ନେଇ ହାହାକାର ସୃଷ୍ଟି ହୋଇଛି । ଏହାର ପ୍ରଭାବ ଏବେ ମଧ୍ୟପ୍ରଦେଶ ରାଜନୀତି ଉପରେ ମଧ୍ୟ ପଡିଛି । ସୋମବାର କମଲନାଥ ସରକାରଙ୍କ ହେବାକୁ ଥିବା ଫ୍ଲୋର ଟେଷ୍ଟ ପୂର୍ବରୁ ଭୋପାଲ ଫେରିଥିବା ବିଧାୟକଙ୍କ କରୋନା ଟେଷ୍ଟ ହେବା ନେଇ ଦାବି ହୋଇଛି । ଆଜି ବସିଥିବା…

ସୋମବାର ଶକ୍ତି ପରୀକ୍ଷା, ରାତିଅଧରେ କମଲନାଥଙ୍କୁ ଆସିଲା ନିର୍ଦ୍ଦେଶ

ଭୋପାଲ: ସିନ୍ଧିଆ ଏବଂ ତାଙ୍କ ୨୨ ସମର୍ଥକ ଇସ୍ତଫା ପରେ ମଧ୍ୟପ୍ରଦେଶରେ ସୃଷ୍ଟି ହୋଇଛି ରାଜନୈତିକ ସଂକଟ । ଏହାରି ଭିତରେ ସୋମବାର ଶକ୍ତି ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ କମଲନାଥ । ଏନେଇ ରାତିଅଧରେ ତାଙ୍କୁ ପାଖକୁ ଆସିଛି ନିର୍ଦ୍ଦେଶ । ଶନିବାର ରାତିରେ ରାଜ୍ୟପାଳ ଲାଲାଜୀ ଟଣ୍ଡନ…

‘ନମସ୍ତେ’ ଆଡ଼ଭାଇଜରିରୁ ଓଡ଼ିଆ ଉଭାନ

ନୂଆଦିଲ୍ଲୀ: କରୋନାଭାଇରସ କବଳରୁ ନିଜକୁ ସୁରକ୍ଷିତ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ରବିବାର ଦିନ ଏକ ଭିଜୁଆଲ୍ ଆଡଭାଇଜରି ଜାରି କରାଯାଇଛି । ପାରମ୍ପାରିକ ଭାରତୀୟ ଅଭିବାଦନ ଅନୁଯାୟୀ ଏକ ଯୋଡି ପାପୁଲିରେ ହିନ୍ଦୀରେ ଲିଖିତ ‘ନମସ୍ତେ’…

ବାର୍ ଓ ପବ୍‌ରେ ଲାଗିଲା କରୋନା କଟକଣା, ଲାଉଡ ସ୍ପିକର ବଜାଇବା ମନା

ଭୁବନେଶ୍ୱର: ମହାମାରୀ କରୋନା ଭୟରେ ସାରା ବିଶ୍ୱ ଭୟଭୀତ । ଏହି ଭାଇରସ ଯେପିର ରାଜ୍ୟରେ ସଂକ୍ରମିତ ନହେବ ସେଥିପ୍ରତି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି । ଫିଲ୍ମ ହଲ୍‌, ସୁଇମିଂ ପୁଲ ଓ ଜିମ ପରେ ଏବେ ବାର୍ ଓ ପବ୍‌ରେ ଲାଗିଛି କରୋନା କଟକଣା ।କରୋନା ପାଇଁ ରାଜଧାନୀରେ ଥିବା ବାର୍ ଏବଂ…