ବିଧାୟକ ରମେଶ ଜେନାଙ୍କ ମାତୃ ବିୟୋଗ
ବ୍ରହ୍ମପୁର: ବ୍ରହ୍ମପୁର ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ମାତା ଅପସରୀ ଜେନାଙ୍କ ବୁଧବାର ଦିନ ଦେହାନ୍ତ ହୋଇଛି।
ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲେ।
ପ୍ରାପ୍ତ ସୂଚନାନୁଯାୟୀ ସେ ସହରର ବିଲା ସାହି ସ୍ଥିତ ତାଙ୍କ ଘରେ ରହୁଥିଲେ।