ବୃଦ୍ଧି ପାଇଲା ଦେଶର ଅର୍ଥବ୍ୟବସ୍ଥା; ଜାଣନ୍ତୁ କେତେ ରହିଛି ଜିଡିପି
ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପାଇଁ ଏହା ଏକ ଭଲ ଖବର । ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାରରେ ଉନ୍ନତି ଆସିଛି |
ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ ମାସରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୪.୭ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଦ୍ୱିତୀୟ ତ୍ରୟମାସିକ ମାସରେ ଦେଶର…