Latest Odisha News

BREAKING NEWS

ଦିଲ୍ଲୀ ହିଂସା : ୧୦୬ ଗିରଫ, ୧୮ ଏଫଆଇଆର ରୁଜୁ

ନୂଆଦିଲ୍ଲୀ: ଉତରପୂର୍ବ ଦିଲ୍ଲୀରେ ସିଏଏ ନେଇ ହିଂସା ବ୍ୟାପିଥିଲା । ଏଥିରେ ସାମିଲ ଥିବା ୧୦୬ ଲୋକଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୮ ଏଫଆଇର ରୁଜୁ କରାଯାଇଛି । ବୁଧବାର ପୋଲିସ ମୁଖ୍ୟ ମନ୍ଦୀପ ସିଂ ରାନ୍ଧୱା ଏହି ରିପୋର୍ଟ ଗଣମାଧ୍ୟମକୁ ଦେଇଛନ୍ତି । ଦିଲ୍ଲୀ ପୋଲିସ…

ଓଡ଼ିଶାରେ ମୋବାଇଲ୍ ସେବା କ୍ଷେତ୍ରରେ ଜିଓର ଏକ ନମ୍ବର ସ୍ଥାନ ହାସଲ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଏକ ବଡ଼ ଧରଣର ସଫଳତା ସ୍ୱରୂପ ରିଲାଏନ୍ସ ଜିଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜସ୍ୱରେ ସିଂହଭାଗ ବଜାର ଅଂଶ ସହିତ ଓଡ଼ିଶାର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥା ହୋଇପାରିଛି ବୋଲି ନିକଟରେ ପ୍ରକାଶିତ ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ)…

ଭାରତୀୟ ବାନ୍ଧବୀ ସହ ମ୍ୟାକ୍ସୱେଲଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ଶେଷରେ ତାଙ୍କର ଭାରତୀୟ ବାନ୍ଧବୀ ବୋଲ୍ଡ କରିଛନ୍ତି । ତାଙ୍କ ନାମ ହେଲା ବିନିରାମନ । ଉଭୟଙ୍କର ଇତି ମଧ୍ୟରେ ନିର୍ବନ୍ଧ ହୋଇଯାଇଛି । ମ୍ୟାକ୍ସୱେଲ ଓ ବିନି ସେମାନଙ୍କ ସୋସିଆଲ ସାଇଟରେ ଏହା ଶେୟାର କରିଛନ୍ତି । ଦୀର୍ଘ ଦିନ ଧରି…

ପତ୍ନୀ, ପୁଅ ସହ ଜେଲ୍ ଗଲେ ଆଜମ ଖାନ୍‌

ଋାମପୁର: ସାମଜବାଦୀ ପାର୍ଟି ସାଂସଦ ଆଜମ ଖାନ୍ ଓ ତାଙ୍କ ପତ୍ନୀ ଏବଂ ପୁଅକୁ ଜେଲ୍ । ବୁଧବାର ରାମପୁରର ଏଡିଜେ-୬ କୋର୍ଟ ମାର୍ଚ୍ଚ ୨ ପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୨ରେ ହେବ । ସୂଚନା…

ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ: ଓଡିଶା ହାଇକୋର୍ଟ ବୁଧବାର ଦିନ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ତଦନ୍ତରେ ସହଯୋଗ କରିବାକୁ ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି । ସୂଚନାଯୋଗ୍ୟ, ଜୟପୁରର ଭିଜିଲାନ୍ସ ଅଧିକାରୀ ୧୭ ଜାନୁଆରୀରେ ଅନାମ ନାଏକଙ୍କ…

ସାକେତ ଚୌଧୁରୀଙ୍କ ଫିଲ୍ମରେ ଅଭିନୟ କରିବେ ଆଲିୟା

ମୁମ୍ବାଇ: ବଲିଉଡର ଗ୍ଲାମରସ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗଲୀ ବୟ ଫିଲ୍ମ ପରେ ଅନେକ ପ୍ରଡ୍ୟୁସର ତାଙ୍କୁ ଫିଲ୍ମରେ ନେବାକୁ ଚାହୁଁଛନ୍ତି । ଖୁବ୍ ଶୀଘ୍ର ରଣବୀର କାପୁରଙ୍କ ସହ ତାଙ୍କର ବ୍ରହ୍ମାସ୍ତ୍ର ଫିଲ୍ମ ରିଲିଜ ହେବ । ଏହି ଫିଲ୍ମ ପରେ ସେ…

ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ମମତା ବାନାର୍ଜୀ

ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚାରିଦିନିଆ ଓଡ଼ିଶାଗସ୍ତରେ ମଙ୍ଗଳବାର ଦିନ ପହଞ୍ଚିଥିବା ବେଳେ ଆଜି ପୁରୀ ଶ୍ରୀମନ୍ଦିର ଦର୍ଶନ କରିଛନ୍ତି । ଆଜି ପୁରୀ ଶ୍ରୀମନ୍ଦିର ଯାଇ ମମତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ମନ୍ଦିର ବୁଲି ଦେଖିଥିଲେ । ମମତାଙ୍କ ଏହି…

କରୋନା ପ୍ରଭାବ: ଟୋକିଓ ଅଲିମ୍ପିକ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହେଲା

ଟୋକିଓ: କରୋନା ଭାଇରସ ପ୍ରଭାବ ଯୋଗୁ ଏବେ ଟୋକିଓ ଅଲିମ୍ପିକ୍ସ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଓ ଜାପାନ ସରକାର ଏଥି ଉପରେ କଡା ନଜର ରଖିଛନ୍ତି । ଯଦି ମେ' ଶେଷ ଯାଏଁ କୋରୋନା ଭାଇରସ୍ ଉପରେ କାବୁ ନକରାଯାଏ ତେବେ ଅଲମ୍ପିକ୍ ଖେଳକୁ ରଦ୍ଦ କରାଯିବ…

ଦିଲ୍ଲୀ ହିଂସା: ସ୍ଥିତି ସମୀକ୍ଷା କଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ହିଂସାର ନିଆଁରେ ଜଳୁଛି । ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଆରମ୍ଭ ହୋଇଥିବାା ହିଂସାରେ ଦିଲ୍ଲୀରେ ଭୟାବହ ରୂପ ଧାରଣ କରିଛି । ଏହି ହିଂସାରେ ଅନେକ ଲୋକଙ୍କ ଜୀବନ ଗଲାଣି । ଅନ୍ୟ ପଟେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭା ହିଂସାକୁ ରୋକିବାର…

ବାବୁସାନଙ୍କ ନୂଆ ଅବତାର…

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ନାୟକ ବାବୁସାନ୍। ବିଭିନ୍ନ ସମୟରେ ସେ ଅନେକ ଚରିତ୍ରରେ ନଜର ଆସିଛନ୍ତି। ବାବୁସାନ ଅଭିନୟ କରିଥିବା ପ୍ରତିଟି ଚରିତ୍ରକୁ ନିଖୁଣ ଭାବେ ପ୍ରତିଫଳନ କରାଇବାରେ ସେ ସଫଳ ହୋଇଛନ୍ତି। ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଥିବା ବାବୁସାନ…