Latest Odisha News

BREAKING NEWS

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ: ଆଜି କେଉଁଠି ବୁଲିବେ, ଜାଣନ୍ତୁ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ମଙ୍ଗଳବାର ଦିନ ସେ ଦିଲ୍ଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରାପ୍ତ ସୂଚନାନୁଯାୟୀ ଆଜି ଟ୍ରମ୍ପ ରାଷ୍ଟ୍ରପତି ଭବନ ଯାଇ ସେଠାରେ କିଛି ସମୟ ରହଣୀ ପରେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ…

ତମ୍ବାପାତ୍ର ପାଣି ଆପଣଙ୍କ ଶରୀର ଲାଗି କେତେ ଉପକାରୀ, ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ପରମ୍ପରା ଓ ସଂସ୍କୃତିରେ ପୁରାତନ କାଳରୁ ଯେଉଁ ସବୁ ପଦ୍ଧତି ଗୁଡ଼ିକ ରହିଛି ସେସମସ୍ତକୁ ଉପଯୋଗ କଲେ ଆମେ ଦୈନନ୍ଦିନ ଜୀବନରେ ଅନେକ ଉପକୃତ ହୋଇଥାଉ । ପୁରାତନ ଆୟୁର୍ବିଦ ଚିକିତ୍ସା ଶାସ୍ତ୍ରରେ ଅନେକ ପରାମର୍ଶ ଦିଆଯାଇଛି ଯାହାକୁ ପାଳନ କଲେ ଶାରୀରୀକ ଓ ମାନସିକ…

ଦିନ ୧୧ଟା ସୁଦ୍ଧା ଓଡ଼ିଶାର ଏହିସବୁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: ଓଡ଼ିଶାର ୧୭ଟି ଜିଲ୍ଲାରେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ପ୍ରଦାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ସହିତ ବଜ୍ରପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୫-୦୨-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୨୫ ରିଖ ମଙ୍ଗଳବାର କୁମ୍ଭ ୧୩ ଦିନ ଫାଲଗୁନ କୃଷ୍ଣ ପକ୍ଷ ଦ୍ବିତୀୟା ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର : ମିଥୁନ ଓ ମୀନ ରାଶିର ଆଜି:…

ଭାରତରେ ଲଞ୍ଚ ହେଲା ରିୟଲମି ଏକ୍ସ୫୦ପ୍ରୋ ୫ଜି ସ୍ମାର୍ଟଫୋନ, ମିଳିବ ଦୁଇଟି ସେଲ୍ଫି କ୍ୟାମେରା

ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ' ରିୟଲମି' ତାର ନୂଆ ୫ଜି ସ୍ମାର୍ଟଫୋନ ରିୟଲମି ଏକ୍ସ୫୦ପ୍ରୋ କୁ ଆଜି ୨୪ ଫେବୃଆରୀ ରେ ଲଞ୍ଚ କରିଛି | ହେଲେ ଦେଶରେ ଏହାର ନେଟୱର୍କ ଉପଲବ୍ଧ ନାହିଁ | ରିୟଲମି ଭାରତରେ ତାର ସବୁଠୁ ମହଙ୍ଗା ଓ ପ୍ରଥମ ୫ଜି ସ୍ମାର୍ଟ ଫୋନ ଲଞ୍ଚ କରିଛି |…

ଭାରତ ସହ ଆମେରିକା କରିବ ତିନି ଆରବ ଡଲାର ପ୍ରତିରକ୍ଷା ଚୁକ୍ତି, ଅତ୍ୟାଧୁନିକ ହେଲିକାପ୍ଟର ହେବ ଯୋଗାଣ: ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ପ୍ରତିରକ୍ଷା ସେକ୍ଟର ସମ୍ପର୍କରେ ଏକ ମେଗା ଡିଲ ଘୋଷଣା କରିଛନ୍ତି | ସେ କହିଲେ ଯେ ଆମେରିକା ପ୍ରତିନିଧି ମଙ୍ଗଳବାର କୁ ତିନି ଆରବ ଡଲାର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ କରିବେ | ଏହି ଡିଲ ଅନ୍ତର୍ଗତ ଆମେରିକା, ଭାରତ ଷ୍ଟେଟ ଅଫ…

ଓଡ଼ିଶା ଆଇଏଏସ ସ୍ତରରେ ସାମାନ୍ୟ ଅଦଳବଦଳ, ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ସଚିନ ରାମଚନ୍ଦ୍ର ଯାଦବଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ସୋମବାର ଦିନ ଓଡ଼ିଶା ଆଇଏଏସ କ୍ୟାଡ଼ରରେ ସାମାନ୍ୟ ଅଦଳବଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗର ଏକ ବିଜ୍ଞପ୍ତି ଅନୁଯାୟୀ, ୨୦୦୭ ବ୍ୟାଚ ଆଇଏଏସ ଅଧିକାରୀ ସଚିନ ରାମଚନ୍ଦ୍ର ଯାଦବ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ଯାଦବ…

୨୦୧୬ ଡବଲ୍ ମର୍ଡ଼ର ପ୍ରସଙ୍ଗ: ଅଭିଯୁକ୍ତ ଅନୁପ ସାଏଙ୍କ ଝିଅ ଓଡ଼ିଶା ମାନବାଧିକାର କମିଶନଙ୍କୁ ଆବେଦନ କଲେ

ଭୁବନେଶ୍ୱର: କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅକୁ ୨୦୧୬ ମେ ୭ ତାରିଖ ଦିନ ହମିରପୁରର ନିଘଞ୍ଚ ଜଙ୍ଗଲରେ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫକୁ ତାଙ୍କ ମୂକ ଓ ବଧିର ଝିଅ ଶୁଭସ୍ମିତା ବିରୋଧ କରିଛନ୍ତି । ଏସମ୍ପର୍କରେ ସେ ଓଡ଼ିଶା…

ଭୁବନେଶ୍ୱରରେ କୁକୁଡ଼ା ମାଂସ, ଅଣ୍ଡା ଖାଇବାରେ କୌଣସି ଭୟ ନାହିଁ

ଭୁବନେଶ୍ୱର: ଓୟୁଏଟିର ଭୁବନେଶ୍ୱରସ୍ଥିତ କୁକୁଡ଼ା ଫାର୍ମରେ ବାର୍ଡ଼ ଫ୍ଲୁ ଲାଗିବା ପରିପ୍ରେକ୍ଷୀରେ ଲୋକମାନେ ଆଶଙ୍କା ମଧ୍ୟରେ ଥାଇ କୁକୁଡ଼ା ମାଂସ ଓ ଅଣ୍ଡା ଖାଉନାହାନ୍ତି । କିନ୍ତୁ ଏଥିଲାଗି କୌଣସି ଆଶଙ୍କା ସୃଷ୍ଟି ହେବା ଉଚିତ୍ ନୁହେଁ ବୋଲି ଓଡ଼ିଶାର ଆନିମଲ ରିସୋର୍ସ ଡ଼େଭେଲପମେଣ୍ଟ୍ (ଏଆରଡ଼ି)…

ମହାପ୍ରଭୁଙ୍କ ବେଂଟନୀତି ପାଳିତ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦ୍ଵିତୀୟ ବେଣ୍ଟ ବା ଶିକାର ନୀତି ସୋମବାର ଅନୁଷ୍ଠିତ ହୋଇଛି । ମଙ୍ଗଳ ଆଳତି ପରେ ଶ୍ରୀ ରାମ ଏକ ଖଣ୍ଡ ଆଜ୍ଞାମାଳ ପାଇ ଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ବେଣ୍ଟ ପୁଷ୍କରିଣୀକୁ ବିଜେ କରିଥିଲେ । ସେଠାରେ ବେଣ୍ଟ ନୀତି ଅନୁଷ୍ଠିତ ହୋଇଥିଲା ।  ଜଗନ୍ନାଥଙ୍କ ବେଣ୍ଟ ବା…