Latest Odisha News

BREAKING NEWS

ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ବଡ ବୟାନ, ଭାରତ ସହ ହେବନି କୌଣସି ବ୍ୟାବସାୟିକ ଚୁକ୍ତି

ୱାଶିଂଟନ: ଭାରତ ଗସ୍ତ ପୂର୍ବରୁ ବଡ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ମୋଦିଙ୍କୁ ବହୁତ ପସନ୍ଦ କରନ୍ତି । ହେଲେ, ଭାରତ ସହିତ ଏବେ କୌଣସି ବଡ ବ୍ୟାବସାୟିକ ଚୁକ୍ତି ହେବ ନାହିଁ । ଭାରତ ତାଙ୍କ ସହ ବହୁତ ଭଲ ବ୍ୟବହାର କରି ନାହିଁ । କିନ୍ତୁ ସେ…

କାଳିଆ ଯୋଜନାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳ

ଭୁବନେଶ୍ୱର: କାଳିଆ ଯୋଜନାରେ ହିତାଧିକାରୀଙ୍କ ପ୍ରକୃତ ସଂଖ୍ୟାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ଦିନ ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରୁଥିବା ବେଳେ ଗୃହକୁ ସୂଚନାଦେଇ କହିଥିଲେ…

୯୦ଟି ପ୍ରାଥମିକ ବିଦ୍ୟାଳୟରେ ନାହିଁ ଶ୍ରେଣୀ ଗୃହ: ମନ୍ତ୍ରୀ

ଭୁବନେଶ୍ୱର: ପଦାରେ ପଡିଲା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର । ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ । ବାହାରେ ବସି ପିଲା ପାଠ ପଢ଼ୁଛନ୍ତି । ଏନେଇ ଆଜି ବିଧାନସଭାରେ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ…

କାଳିଆ ଯୋଜନାକୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ କରିବନି ଓଡିଶା: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ସରକାରଙ୍କ ପାଖରେ କାଳିଆ ଯୋଜନାକୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ କରିବାର କୌଣସି ପ୍ରସ୍ତାବ ନାହିଁ । ଏନେଇ ବୁଧବାର କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ବିଧାନସଭାରେ ଘୋଷଣା କରିଛନ୍ତି । ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି, ସରକାର ହିତାଧିକାରୀଙ୍କୁ ମୋଟ୍…

ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଚଳିତ ବର୍ଷର ନୁହେଁ, ପୂର୍ବ ବର୍ଷର

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଆରମ୍ଭ ହେବାର ଘଂଟେ ନପୁରୁଣ ଧର୍ମଗଡରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା ମାତୃଭାଷା ପ୍ରଶ୍ନପତ୍ର । ତେବେ ଏହାରି ଭିତରେ ଏହି ପ୍ରଶ୍ନପତ୍ର ଚଳିତ ବର୍ଷର ନୁହେଁ, ପୂର୍ବ ବର୍ଷର ବୋଲି ଖବର ଆସିଛି । ପରୀକ୍ଷା…

ଶିବରାତ୍ରିରେ ଦାନ କରନ୍ତୁ ଏହିସବୁ ଜିନିଷ; ଦୂର ହୋଇଯିବ ସମସ୍ତ ଦୁଃଖ !

ଭୁବନେଶ୍ୱର: ମହାଦେବଙ୍କର ଅତିପ୍ରିୟ ଶିବରାତ୍ରୀ । ହିନ୍ଦୁଶାସ୍ତ୍ର ଅନୁଯାୟୀ ଏହି ତିଥିରେ ଗରିବ ମାନଙ୍କୁ ନିଜ ସମ୍ଭଳ ଅନୁସାରେ ଦାନ କଲେ କୁଣ୍ଡଳୀର ଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଶାସ୍ତ୍ରରେ ଗରିବଙ୍କୁ ଦାନ କରିବାର ମହତ୍ଵ ଦର୍ଶାଯାଇଛି । ଦାନ କରିବା ଦ୍ୱାରା ସମସ୍ତ ଦୁଃଖ…

ରାସ୍ତା ନିର୍ମାଣ ଓ ବଳପୂର୍ବକ ଉଚ୍ଛେଦକୁ ନେଇ ସାଲିଆ ସାହି ବସ୍ତିରେ ଉତ୍ତେଜନା

ଭୁବନେଶ୍ୱର: ଭୁବନେଶ୍ୱରରେ ରାସ୍ତା ନିର୍ମାଣ ବଳ ପୂର୍ବକ ଉଚ୍ଛେଦକୁ ବିରୋଧ । ଏହାକୁ ନେଇ ସାଲିଆ ସାହି ବସ୍ତି ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ପୋଲିସ ଓ ବସ୍ତି ବାସିନ୍ଦା ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ…

ଭୁବନେଶ୍ୱରରେ କରୋନା ଆତଙ୍କ: ହସ୍ପିଟାଲ୍ ଲ୍ୟାବ ରିପୋର୍ଟରେ ରୋଗୀଙ୍କୁ ଭୂତାଣୁ ସଂକ୍ରମଣ !

ଭୁବନେଶ୍ୱର: ରାଜଧାନୀସ୍ଥିତ ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ଲ୍ୟାବୋରେଟୋରୀ ରିପୋର୍ଟରେ ‘କରୋନା ଭାଇରସ୍‌’ ମିଳିଥିବା ନେଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଏହାକୁ ନେଇ ଭୁବନେଶ୍ୱରବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଏହି ଘଟଣାକୁ ନେଇ ହସ୍ପିଟାଲ୍…

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ, ଘୋଷଣା ହୋଇପାରେ ମନ୍ଦିର ନିର୍ମାଣ ତାରିଖ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମନ୍ଦିର ନିର୍ମାଣ ପୂର୍ବରୁ ଅସ୍ଥାୟୀ ମନ୍ଦିରରେ ଭଗବାନ ରାମଙ୍କର ହେବ ପୂଜାର୍ଚ୍ଚନା । ରାମ ମନ୍ଦିର ନିର୍ମାଣ ସ୍ଥାନରୁ ପ୍ରାୟ ଦେଢ଼ ଶହ ମିଟର ଦୂରରେ ଥିବା ମାନସ ମନ୍ଦିର ନିକଟରେ ଏହି ଅସ୍ଥାୟୀ ମନ୍ଦିର…

ତାଜମହଲ ଭିତରକୁ ଯିବନି ଟ୍ରମ୍ପଙ୍କ ଗାଡି: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ ତାଜହମଲ ପରିସରକୁ ଯାଇପାରିବ ନାହିଁ । ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବାରଣ କରାଯାଇଛି । ତାଜମହଲ ସଂରକ୍ଷଣକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ । କୋର୍ଟ କହିଛନ୍ତି ଯେ, ତାଜମହଲ ପରିସର…