Latest Odisha News

BREAKING NEWS

୨୦୧୬ ଡବଲ୍ ମର୍ଡର ଘଟଣା: ପୂର୍ବତନ ବିଜେଡି ନେତାଙ୍କୁ ରିମାଣ୍ଡରେ ନେଲା ଛତିଶଗଡ ପୋଲିସ

ରାୟଗଡ/ଭୁବନେଶ୍ୱର: ଏକ ଡବଲ୍ ମର୍ଡର ଘଟଣାରେ ରାୟଗଡର ସ୍ଥାନୀୟ କୋର୍ଟ ବହିଷ୍କୃତ ବିଜେଡି ନେତା ତଥା ଓଡିଶାର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ଲାଗି ଛତିଶଗଡ ପୋଲିସକୁ ଅନୁମତି ଦେଇଛନ୍ତି । କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷୀୟ ଝିଅକୁ ହତ୍ୟା କରିବା ଅଭିଯୋଗରେ…

ଆସନ୍ତୁ ଜାଣିବା ଯୋଗୀ ଆଦିତ୍ୟନାଥ କାହିଁକି କହିଲେ ଏହା ୟୁପିର ଐତିହାସିକ ବଜେଟ

ଲକ୍ଷ୍ନୌ: ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ସେ ଏହି ବଜେଟକୁ ଐତିହାସିକ ବୋଲି କହିଛନ୍ତି । ଆସନ୍ତୁ ଜାଣିବା ଏହି ବଜେଟର ଗୁରୁତ୍ୱପୂର୍ଣ୍ଣ ଘୋଷଣା- ୧. ସାଇବର କ୍ରାଇମକୁ ରୋକିବା ପାଇଁ ୧୬ ସାଇବର ଥାନା । ୨. ଯୁବଗୋଷ୍ଠୀଙ୍କ ପାଇଁ…

୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ନେଇ ରାକେଶ ମାରିଆଙ୍କ ବଡ ଖୁଲାସା

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ ଅଫିସର ତଥା ମୁମ୍ବାଇ ପୋଲିସ କମିଶନର ରାକେଶ ମାରିଆଙ୍କ ଆତ୍ମକଥା ରିଲିଜ ହେବା ପୂର୍ବରୁ ହିଁ ଚର୍ଚ୍ଚାରେ ଅଛି । ତାଙ୍କ ପୁସ୍ତକ ‘ଲେଟ୍ ମି ସେ ଇଟ୍ ନାଓ’ରେ ମୁମ୍ବାଇ ୨୬/୧୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏକମାତ୍ର ଜୀବିତ ଅବସ୍ଥାରେ ଗିରଫ ହୋଇଥିବା…

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ପିଏମ୍ ଗ୍ରାନାଇଟ୍ ଏକ୍ସପୋର୍ଟକୁ ମିଳିଲା କନ୍ଥର-କୋଏରା ମାଙ୍ଗାନିଜ ଖଣି ବ୍ଲକ୍‌

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ପିଏମ୍ ଗ୍ରାନାଇଟ୍ ଏକ୍ସପୋର୍ଟ ପ୍ରା. ଲି.କୁ ସୁନ୍ଦରଗଡସ୍ଥିତ କନ୍ଥର-କୋଏରା ମାଙ୍ଗାନିଜ୍ ଖଣି ବ୍ଲକ୍ ମିଳିଛି । ପିଏମ୍ ଗ୍ରାନାଇଟ୍ ଏକ୍ସପୋର୍ଟ ପ୍ରା. ଲି. ବ୍ୟତିତ ଆନନ୍ଦ ଏକ୍ସପୋର୍ଟ, ୟାଜଦାନୀ ଷ୍ଟିଲ୍ ଆଣ୍ଡ ପାୱାର ଲି., ଟିପି ସାଓ ଆଣ୍ଡ ସନ୍ସ…

ହେଭି ଗାଉନ୍ ପିନ୍ଧି ଟ୍ରୋଲ ହେଲେ ଉର୍ବଶୀ

ମୁମ୍ବାଇ: ନିକଟରେ ଫିଲ୍ମ ଫେୟାର ଆୱାର୍ଡର ଆୟୋଜନ ହୋଇଛି । ଏହି ଆୱାର୍ଡ କାର୍ଯ୍ୟକ୍ରମରେ ବି-ଟାଉନର ବହୁ ନାମୀଦାମୀ କଳାକାରଙ୍କୁ ଭିନ୍ନ ଭିନ୍ନ ଷ୍ଟାଇଲସ୍ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଏହି ଅବସରରେ ଉର୍ବଶୀ ରୌତେଲା ମଧ୍ୟ ବୋଲ୍ଡ ଲୁକ୍‌ରେ ନଜର ଆସିଥିଲେ । ସେ ଏକ ଲାଲ ରଙ୍ଗର ହେଭି…

ବିଦ୍ୟୁତ ଆଘାତରେ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା

ଭୁବନେଶ୍ୱର: ଏଣିକି ବିଦ୍ୟୁତ ଆଘାତରେ ମୃତ୍ୟୁ ହେଲେ ମିଳିବ ଅଧିକ ଆର୍ଥିକ ସହାୟତା । ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଏନେଇ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । କେବଳ ମୃତ୍ୟୁ ନୁହେଁ ବରଂ ବିଦ୍ୟୁତ୍ ତାର ଲାଗି ଆହତ ହେଲେ ମଧ୍ୟ ସରକାରଙ୍କ ତରଫରୁ ଆର୍ଥିକ…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସମଗ୍ର ମିଡ଼ିଆ ଓ ବିତରଣ ବ୍ୟବସାୟକୁ ନେଟୱାର୍କ ୧୮ ଅଧୀନରେ ମିଶ୍ରଣ ଘୋଷଣା

ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବିବିଧ ସଂସ୍ଥା ଭାବରେ ରହିଥିବା ଏହାର ସମଗ୍ର ମିଡ଼ିଆ ଓ ବିତରଣ (ଡିଷ୍ଟ୍ରିବ୍ୟୁସନ) ବ୍ୟବସାୟକୁ ନେଟୱାର୍କ ୧୮ ଅଧୀନରେ ମିଶ୍ରଣ ସମ୍ପର୍କରେ ସୋମବାର ଘୋଷଣା କରାଯାଇଛି | ଏହି ମିଶ୍ରଣ ବ୍ୟବସ୍ଥା ଆଧାରରେ ଟିଭି ୧୮ ବ୍ରଡ଼କାଷ୍ଟ,…

ଭୁବନେଶ୍ୱର ସେକ୍ସ ର‌୍ୟାକେଟ୍‌: ଘରକୁ ଫେରିବେ ୭ ବାଂଲାଦେଶୀ ପୀଡ଼ିତା

ଭୁବନେଶ୍ୱର: ପୂର୍ବରୁ ରାଜଧାନୀରେ ସେକ୍ସ ର‌୍ୟାକେଟରୁ ଉଦ୍ଧାର ହୋଇଥିବା ୭ ଜଣ ବାଂଲାଦେଶୀ ଯୁବତୀଙ୍କୁ ଓଡ଼ିଶା ପୋଲିସ ବିଭାଗର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଘରକୁ ପଠାଇବା ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏସଟିଏଫ ପକ୍ଷରୁ ମଙ୍ଗଳବାର ଦିନ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ,…

ଆମେରିକା ବାୟୁସେନା ବିମାନରେ ଟ୍ରମ୍ପଙ୍କ ଗାଡି, ସୁରକ୍ଷା ଉପକରଣ ପହଂଚିଲା

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଭାରତ ସରକାର ସମସ୍ତ ବ୍ୟବସ୍ଥା କରିସାରିଛି । ତେବେ ଏହା ବ୍ୟତୀତ ଆମେରିକା ସ୍ୱତନ୍ତ୍ର ଭାବେ ନିଜସ୍ୱ ପ୍ରସ୍ତୁତି ମଧ୍ୟ କରିଛି । ଆମେରିକାର ମାଲବାହୀ ବାୟୁସେନା ବିମାନ ହରକ୍ୟୁଲେସ ଏଠାରେ ପହଂଚିଛି । ଏଥିରେ…

ବଡ ଦେଉଳକୁ ଦାନରେ ମିଳିଛି ୧୮୭ କୋଟି ଟଙ୍କା, ୧୭ କେଜି ସୁନା

ଭୁବନେଶ୍ୱର: ଶ୍ରୀମନ୍ଦିରକୁ ପ୍ରତିଦିନ ଦେଶ ବିଦେଶରୁ ଶତାଧିକ ଶ୍ରଦ୍ଧାଳୁ ଆସନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନିଅନ୍ତି ଆଉ କିଛି ନା କିଛି ଦାନ ମଧ୍ୟ କରିଥାନ୍ତି । କିଏ ସୁନା ଦାନ କରନ୍ତି ତ ଆଉ କିଏ ରୂପା । ତେବେ କେତେ ଟଙ୍କାର ଦାନ ମିଳିଛି ସେନେଇ ଆଜି ବିଧାନସଭାରେ ଉତ୍ତର…