Latest Odisha News

BREAKING NEWS

ଆଇଆଇଏମ୍‍ସି ଢେଙ୍କାନାଳରେ ପୁରାତନ ଛାତ୍ର ସଂଘର ବୈଠକ: ୪ ଶିକ୍ଷାର୍ଥୀଙ୍କୁ ମେଧାବୃତ୍ତି

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ପୁରାତନ ଛାତ୍ର ସଂଘର ବୈଠକ ଅନୁଷ୍ଠିତ ହୋଇଛି । ଆଇଆଇଏମ୍‍ସି ପୁରାତନ ଛାତ୍ର ସଂଘ (ଆଇଆଇଏମ୍‍ସିଏଏ) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ଶିକ୍ଷାବର୍ଷର ୪ ଶିକ୍ଷାର୍ଥୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଓଡ଼ିଆ…

ଚୀନ: କରୋନା ରୋଗୀଙ୍କ ଉପରେ ୩୦୦୦ବର୍ଷ ପୁରୁଣା ଔଷଧର ପ୍ରୟୋଗ

ବେଜିଂ: କରୋନା ଭାଇରସର ପ୍ରକୋପ ବଢ଼ି ବଢ଼ି ଚାଲିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ମାରାତ୍ମକ କରୋନା ଭାଇରସ ଏପର୍ଯ୍ୟନ୍ତ ୧୬୬୫ଜଣଙ୍କ ଜୀବନ ନେଇସାରିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ବିଶ୍ୱ ସଂକଟ ମଧ୍ୟ ଘୋଷଣା କରିସାରିଛି । ଏହି ଭାଇରସକୁ ମୂଳପୋଛ କରିବା ପାଇଁ ବିଭିନ୍ନ ଦେଶର…

ବଡ ଭାଇର ପରିବାରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନ ଭାଇ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇ ଦେଉଳହୁଡି ଗାଁରେ ଚାଂଚଲ୍ୟ । ପାରିବାରିକ କଳହରୁ ଗୋଟିଏ ପରିବାରର ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ବାପା, ମାଆ, ଓ ଦୁଇ ଶିଶୁ ଅଛନ୍ତି । ହତ୍ୟା ସନ୍ଦେହରେ ପୋଲିସ ମୃତକଙ୍କ ସାନ ଭାଇକୁ ଅଟକ ରଖି ପଚରା ଉଚରା…

ଭିଜିଲାନ୍ସ ଜାଲରେ ପୋଲିସ ଅଧିକାରୀ

ପୁରୀ: ଭିଜିଲାନ୍ସ ମାଲରେ ପୋଲିସ ବାବୁ । ଲାଂଚ ନେଇ ଧରାପଡିଲେ ପୁରୀ ଟାଉନ ଥାନା ଏଏସ୍‌ଆଇ ବିରଂଚି ରାଉଳ । ସେ ଶନିବାର ୩ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ଏକ ମାମଲାରେ ଚାର୍ଜସିଟ୍‌ରୁ ନାଁ ହଟାଇବା ପାଇଁ ବିଜୟ କୁମାର ଖୁଂଟିଆ ନାମକ ଜଣେ…

୨୮ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୨୮ରେ ରାଜ୍ୟ ବିଜେପି ପକ୍ଷରୁ ହେବାକୁ ଥିବା ସିଏଏ ସମର୍ଥନ ସଭାରେ ସେ ଯୋଗ ଦେବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଗୃହ…

ବ୍ୟାକ୍ ଫ୍ଲିପ୍ ମାରିଲେ ଦିଶା ପଟାନି, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟାନି ନିଜ ଫିଲ୍ମ ସହ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ପ୍ରତିଦିନ ନିଜର କିଛି ନା କିଛି ଭିଡିଓ ଇଂଷ୍ଟାଗ୍ରାମରେ ସେୟାର କରିଥାନ୍ତି । ତାଙ୍କର ଏବେ ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଅଭିନେତା…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ଆକ୍ରମଣ; ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଶନିବାର ରାତିରେ ଭୁବନେଶ୍ୱର ୟୁନିଟ୍‌-୬ରେ ଜଣେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ କିଛି ଦୁର୍ବୃତ୍ତ ଗୋଡାଇ ଗୋଡାଇ ହାଣିଥିଲେ । କମିଶନରେଟ୍ ପୋଲିସ ଏହି ଆକ୍ରମଣର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ସୂଚନାଯୋଗ୍ୟ, ପି. ଆକାଶ ଦୋରା ନାମକ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ…

ତୃତୀୟ ଥର ପାଇଁ ଦିଲ୍ଲୀର ଦାୟିତ୍ୱ ନେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ର ବଡ ବିଜୟ ପରେ ରାମଲୀଲା ମୈଦାନରେ ସେ ବିଧିବଦ୍ଧ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି । ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ତାଙ୍କୁ…

ଆଇପିଏଲ କାର୍ଯ୍ୟସୂଚୀ ଘୋଷିତ: ଚାମ୍ପିୟନ ମୁମ୍ବାଇ-ଚେନ୍ନାଇ ମଧ୍ୟରେ ପ୍ରଥମ ମୁକାବିଲା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ୧୩ତମ ସଂସ୍କରଣର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହା ୨୯ ମାର୍ଚ୍ଚରୁ ଆରମ୍ଭ ହେବ । ଫାଇନାଲ ମ୍ୟାଚ ୨୪ ମେରେ ଖେଳାଯିବ । ଉଦଘାଟନୀ ମୁକାବିଲାରେ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପରକିଙ୍ଗ୍‌ସକୁ ଭେଟିବ ।  ଅନ୍ତିମ ଲିଗ୍ ମୁକାବିଲା ୧୭…

ମାଷ୍ଟରସେଫ୍ ଇଣ୍ଡିଆ ସିଜନ୍‌-୬ର ବିଜେତା ହେଲେ ଓଡିଆ ପୁଅ ଅବିନାଶ

ମୁମ୍ବାଇ: ଭାରତର ଲୋକପ୍ରିୟ କୁକିଙ୍ଗ ରିଆଲିଟି ଶୋ’ ‘ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍ ୬’ର ବିଜେତା ହୋଇଛନ୍ତି ଓଡିଆ ପୁଅ ଅବିନାଶ ନାୟକ । ୨୭ ବର୍ଷର ଅବିନାଶ ନାୟକ ‘ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍ ୬’ର ଟାଇଟଲ ହାତେଇବା ସହ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି । ଓଇନ୍ଦ୍ରିଲା ବାଲା(୩୫)…