Latest Odisha News

BREAKING NEWS

ମାଆର ମନ: ଭୋକିଲା ବାଛୁରୀକୁ ସ୍ତନ୍ୟପାନ କରାଇଲା କୁକୁର

ପୁରୀ: ଧର୍ମର ସହର ପୁରୀରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ମଣିଷ ଦିନକୁ ଦିନ ସ୍ୱାର୍ଥପର ହୋଇଯାଉଛି । କିଏ ନିଜ ଜନ୍ମ କଲା ଛୁଆଙ୍କୁ ପିଙ୍ଗି ଦେଉଥିବା ବେଳେ ପଶୁମାନେ କିନ୍ତୁ ସ୍ନେହ, ଶ୍ରଦ୍ଧା ଓ ମାଆର ମନ ରଖିଛନ୍ତି । ସ୍ଥାନୀୟ ହରଚଣ୍ଡୀ ସାହିରେ ସକାଳେ ଗୋଟିଏ ବାଛୁରୀକୁ…

ଟ୍ରମ୍ପଙ୍କ ପାଇଁ ଅଭେଦ ସୁରକ୍ଷା ବ୍ୟବସ୍ଥା; ୭ ବିମାନ, ୧୦ହଜାର ଯବାନ, ୨୫ ଆଇପିଏସ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ଫେବୃଆରୀ ଭାରତ ଗସ୍ତରେ ଆସିବେ । ଟ୍ରମ୍ପ ୨୪ ଫେବୃଆରୀକୁ ସର୍ବପ୍ରଥମେ ଗୁଜରାଟର ଅହମଦାବାଦ ଆସିବେ । ଅହମଦାବାଦର ମୋଟେରା ଷ୍ଟାଡିୟମରେ ଟ୍ରମ୍ପଙ୍କ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ ହେବ । ଏହି ସମୟରେ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାର…

ଫିଲ୍ମ ଫେୟାର ୨୦୨୦: ରଣବୀର-ଆଲିଆଙ୍କୁ ଶ୍ରେଷ୍ଠ କଳାକାର ପୁରସ୍କାର

ମୁମ୍ବାଇ: ବଲିଉଡରେ ନିଜ ଉତ୍କୃଷ୍ଟ କଳାର ପ୍ରଦର୍ଶନ କରିଥିବା କଳାକାର ମାନଙ୍କୁ ପ୍ରତିବର୍ଷ ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନିତ କରାଯାଏ । ଚଳିତ ବର୍ଷ ଫେବୃଆରୀ ୧୫ ସନ୍ଧ୍ୟାରେ ଆସାମ ଗୋହାଟି ଠାରେ ଏହି ସମ୍ମାନ ଜନକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି ସମ୍ମାନ ଜନକ ପୁରସ୍କାର…

ଏମିତି ଏକ ଦେଶ, ଯେଉଁଠି ନାହାନ୍ତି ଗୋଟିଏବି ସାପ…!

ଭୁବନେଶ୍ୱର: ଅନେକ ଚମତ୍କାରିତାରେ ଗଢ଼ା ଏହି ବ୍ରହ୍ମାଣ୍ଡ । କଥାରେ ଅଛି "ନଈ କେ ବାଙ୍କ, ଦେଶକେ ଫାଙ୍କ" । ଏହି ଚମତ୍କାରୀ ବ୍ରହ୍ମାଣ୍ଡର ଏକ ଅଦ୍ଭୁତ କଥା ସମ୍ପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ବ୍ରାଜିଲକୁ କୁହାଯାଏ ସାପର ଦେଶ। କାରଣ ଏଠାରେ ସାପଙ୍କର ଯେତେ ପ୍ରଜାତି ଦେଖଯାଆନ୍ତି…

ଖରାଦିନ ଆରମ୍ଭରୁ ଜାଣି ରଖନ୍ତୁ କିପରି ରଖିବେ ନିଜ ଘରକୁ ଥଣ୍ଡା…

ଭୁବନେଶ୍ୱର: ଶୀତର ପ୍ରକୋପ ନକମୁଣୁ ଆରମ୍ଭ ହୋଇଗଲାଣି ଟାଣ ଖରା। ଆଜିଠାରୁ ଖରାର ତାତି ଦେଖି ଅନୁମାନ କରି ହେଉଛି ଆଗକୁ ଏହାର ପ୍ରକୋପ କେତେ ଅଧିକ ରହିବ । ଖରାଦିନେ ଘରକୁ ଥଣ୍ଡା ରଖିବାକୁ ସମସ୍ତେ ଚାହାନ୍ତି । ଘର ଥଣ୍ଡା ରହିବା ଦ୍ୱାରା କେବଳ ଶାରୀରିକ ନୁହଁ ବରଂ ମାନସିକ ଶାନ୍ତି…

ଜାଣନ୍ତୁ, କିଏ ଓ କେବେ କଲା ‘ଟଙ୍କା’ର ଉଦ୍ଭାବନ…

ଭୁବନେଶ୍ୱର: ସଭିଙ୍କ ଜୀବନରେ ଟଙ୍କାର ମହତ୍ତ୍ୱ ବୋଧେ ଢେର ଅଧିକ । ଏହାକୁ ପାଇବା ପାଇଁ ସମସ୍ତେ ପରିଶ୍ରମରତ । ଲୋକେ କହନ୍ତି ଟଙ୍କା ଥିବା ଲୋକ ପାଇଁ ସରଗ ବି ହାତ ପାହାନ୍ତାରେ। ତେବେ କ'ଣ ଆପଣଙ୍କ ମନକୁ ଏହି ପ୍ରଶ୍ନ ଉଙ୍କି ମାରିଛି, କିଏ ଏହି ଟଙ୍କାର ଉଦ୍ଭାବକ? କେବେ ଭାବିଛନ୍ତି କି କିଏ…

ପାଣି ପିଇବାର ସଠିକ ସମୟ…!

ଭୁବନେଶ୍ୱର: କୁହାଯାଏ ଆମ ଶରୀର ଜଳରେ ତିଆରି । କାରଣ ଆମ ଶରୀରରେ ୭୦ ଭାଗ ଜଳ ରହିଛି । ଏଣୁ ଜଳ ବିନା ଜୀବନ ଅସମ୍ଭବ ବୋଲି କୁହାଯାଇଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଣେ ବ୍ୟକ୍ତି ଖାଦ୍ୟ ନ ଖାଇ ବଞ୍ଚିପାରିବ କିନ୍ତୁ ପାଣି ବିନା ଗୋଟିଏ ଦିନ ବଞ୍ଚିବା ଅସମ୍ଭବ। ତେବେ ଆଜି ଆମେ…

ଚଳଚଞ୍ଚଳ ରାମଲୀଳା ମଇଦାନ: ତୃତୀୟ ଥର ଲାଗି ଶପଥ ନେବେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଦିନ ଠିକ୍ ୧୨ଟା ୧୫ ମିନିଟ ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିୱାଲ ୩ୟ ଥର ଲାଗି ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଦିନ ପ୍ରାୟ ୧୦ଟା ସମୟରେ ଏହି ଶପଥଗ୍ରହଣ ଉତ୍ସବ ଆରମ୍ଭ ହେବ । ଏହି ଶପଥ ଗ୍ରହଣ ଉତ୍ସବ ଦିଲ୍ଲୀର…

କାହିଁକି ଜନ୍ମ ହୁଅନ୍ତି ଦିବ୍ୟାଙ୍ଗ ସନ୍ତାନ, ଜାଣନ୍ତୁ କାରଣ…

ଭୁବନେଶ୍ୱର: ଗର୍ଭରେ ଶିଶୁକୁ ଧାରଣ କରିବା ସମୟରେ ପୁର ଅପେକ୍ଷା ଅଧିକ ଯତ୍ନବାନ ହୋଇଯାଏ ମାଆ। ପ୍ରତ୍ୟେକ ଗର୍ଭବତୀ ମା’ ଚାହେଁ ଯେ ତା ଗର୍ଭରେ ଥିବା ସନ୍ତାନଟି କିଭଳି ସୁସ୍ଥ ସବଳ ହୋଇ ଜନ୍ମ ହେଉ । କୌଣସି ମା’ ଚାହିଁବନି ତା'ର ପିଲାଟି ଠାରେ କୌଣସି ପ୍ରକାରର ଖୁଣ ରହୁ ବା ଦିବ୍ୟାଙ୍ଗ…

ଆପଣ ଜାଣନ୍ତିକି ଧାର୍ମିକ କାର୍ଯ୍ୟରେ କାହିଁକି ଜଳାଯାଏ ନାହିଁ ବାଉଁଶ…

ଭୁବନେଶ୍ୱର: ମଣିଷର ମୃତ୍ୟୁ ପରେ ତାକୁ ବାଉଁଶ କୋକେଇରେ ନେବାର ବିଧି ରହିଥିବା ବେଳେ ହିନ୍ଦୁ ଧର୍ମରେ ଦାହ କାର୍ଯ୍ୟରେ କାଠ ବ୍ୟତୀତ ବାଉଁଶର ଉପଯୋଗ ସମ୍ପୂର୍ଣ୍ଣ ବର୍ଜିତ ଅଟେ । ବାଉଁଶ କାଠ କୌଣସି ଧାର୍ମିକ ବିଧିବିଧାନ ହେଉ ଅଥବା ସଂସ୍କାରରେ ଜଳାଇବା କାର୍ଯ୍ୟରେ ଆସେନାହିଁ । ତେବେ କେବଳ…