ନବରଙ୍ଗପୁରରେ ଓଲଟିଲା ବସ; ୨ ମୃତ, ବହୁ ଆହତ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିବାରୁ ୨ ଜଣ ବ୍ୟକ୍ତିଙ୍କର ଅନେକ ଯାତ୍ରୀ ଆହତ ହୋଇଛନ୍ତି ।
ପ୍ରାପ୍ତ ସୂଚନାନୁଯାୟୀ ଜେକେ ନାମକ ଏକ ବସ୍ ପାଖାପାଖି ୪୦ ଜଣ ଯାତ୍ରୀଙ୍କୁ ନେଇ ଚାନ୍ଦବାଲିରୁ ଜୟପୁରକୁ ଯାଉଥିବା ବେଳେ କୌଣସି କାରଣବଶତଃ…