Latest Odisha News

BREAKING NEWS

ଓଡ଼ିଶା ବିଧାନସଭାରେ ଆରମ୍ଭ ହେଲା ବଜେଟ ଅଧିବେଶନ; ୫-ଟି କାର୍ଯ୍ୟକ୍ରମକୁ ରାଜ୍ୟପାଳଙ୍କ ଉଚ୍ଚ ପ୍ରଶଂସା

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଶୁକ୍ରବାର ଦିନ ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ । ଅଧିବେଶନରେ ରାଜ୍ୟପାଳ ଗଣେଶୀ ଲାଲ୍ ତାଙ୍କର ବହୁ ପ୍ରତିକ୍ଷୀତ ଅଭିଭାଷଣ ମଧ୍ୟ ପ୍ରଦାନ କରିଛନ୍ତି । ଏହି ଅଭିଭାଷଣରେ ରାଜ୍ୟପାଳ ରାଜ୍ୟ ସରକାରଙ୍କ ‘ମୋ ସରକାର’ ସହିତ ‘୫-ଟି’ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା…

ବୋଲ୍ଟଙ୍କୁ ପଛରେ ପକାଇଲେ ଶ୍ରୀନିବାସ !

ବାଙ୍ଗାଲୋର: କର୍ଣ୍ଣାଟକର ଶ୍ରୀନିବାସ ଗୌଡା (୨୮) ଏଠାରେ ଆୟୋଜିତ ମଇଁଷି ଦୌଡ ପ୍ରତିଯୋଗିତାରେ ନୂଆ କାରନାମା କରିଛନ୍ତି । ଅବଶ୍ୟ ତାଙ୍କର ଏହି ସଫଳତା ରେକର୍ଡ ବୁକରେ ଲିପିବଦ୍ଧ ହେବ ନାହିଁ । ୧୪୨.୫୦ ମିଟର ରେସକୁ ସେ ମାତ୍ର ୧୩.୬୨ ସେକେଣ୍ଡରେ ସମ୍ପୂର୍ଣ୍ଣ କରିଥିଲେ । ବିଶ୍ୱର ଦ୍ରୁତତମ…

ଗୋଆରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ; ନାବାଳକ ଗିରଫ

ପାନାଜୀ: ଓଡ଼ିଶାର ଜଣେ ୨୮ ବର୍ଷିୟା ଯୁବତୀଙ୍କୁ ଗୋଆରେ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ୧୬ ବର୍ଷ ବୟସ୍କ ଜଣେ ନାବାଳକକୁ ଗୋଆ ପୋଲିସ ଗିରଫ କରିଛି । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସେଠାକାର ସ୍ଥାନୀୟ ଅଦାଲତ ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ୍…

ଖୁବ୍ ଶୀଘ୍ର ଗଡିବ ରାମାୟଣ ଏକ୍ସପ୍ରେସ୍: ଟ୍ରେନ ଭିତରେ ବାଜିବ କୀର୍ତନ

ନୂଆଦିଲ୍ଲୀ:ଆଇଆରସିଟି ହୋଲି ପର୍ବ ପରେ ରାମାୟଣ ଏକ୍ସପ୍ରେସ୍ ନାମକ ଟ୍ରେନ ଚଳାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଟ୍ରେନ ଭିତର ଓ ବାହାରେ ରାମାୟଣ ଘଟଣା ଉପରେ ଆଧାରିତ ବିଭିନ୍ନ ଚିତ୍ର ରହିବ । ଏହା ବ୍ୟତୀତ ଭକ୍ତିମୟ ପରିବେଶ ପାଇଁ ଏହା ମଧ୍ୟରେ ଭଜନ ଓ କୀର୍ତନ ବାଜିବ । ଭଗବାନ ରାମଙ୍କ ସହ…

ଚଳନ୍ତା ଟ୍ରେନରେ ପ୍ୟାସେଞ୍ଜରଙ୍କୁ ଲୁଟୁଥିଲେ; ଗିରଫ ହେଲେ ୩ ଜଣିଆ ଗ୍ୟାଙ୍ଗ୍‌

ବାଲେଶ୍ୱର: ବିଭିନ୍ନ ଟ୍ରେନରେ ପଶି ଯାତ୍ରୀମାନଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଲୁଟି ଚାଲିଥିଲେ ଏକ ଡକାୟତ ଦଳ । ଶୁକ୍ରବାର ଦିନ ଏହି ଗ୍ୟାଙ୍ଗରେ ଥିବା ୩ ଜଣ ଦୁର୍ବୃତ୍ତଙ୍କ୍‌ୁ ରେଳବାଇ ସୁରକ୍ଷା ବଳ (ଆରପିଏଫ) ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଏହି ଡକାୟତ ଦଳ ଆଜି ଏକ ଟ୍ରେନରେ…

ପୃଥିବୀ ଆଡକୁ ଦ୍ରୁତ ବେଗରେ ମାଡି ଆସୁଛି ଏକ କ୍ଷୁଦ୍ର ଗ୍ରହ!

ନୂଆଦିଲ୍ଲୀ: ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟେ୍ରଶନ(ନାସା) ସିଧାସଳଖ କହି ନ ଥିଲେ ମଧ୍ୟ ପୃଥିବୀ ପ୍ରତି ଏକ ବଡ ବିପଦ ଆସୁଥିବା ପରୋକ୍ଷରେ ସୂଚାଇଛି । ରିପୋର୍ଟ ମୁତାବକ ୧୬ ଫେବୃୟାରୀ ମଧ୍ୟରେ ଏକ କ୍ଷୁଦ୍ର ଗ୍ରହ ଦ୍ରୁତ ବେଗରେ ପୃଥିବୀର ନିକଟତର ହେଉଛି । ଏହାର ନାମ…

ଝରିବାହାଲ ଲୁହାପଥର ଖଣିର ହେବ ନିଲାମ; ଜାଣନ୍ତୁ, ବିଡ଼ର୍ସଙ୍କ ତାଲିକା

ନୂଆଦିଲ୍ଲୀ: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଝରିବାହାଲ ଲୁହାପଥର ଖଣିର ନିଲାମ ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଲୁହାପଥର ଖଣି ନିଲାମରେ ଯେଉଁ ପ୍ରମୁଖ ଖଣି କମ୍ପାନୀଗୁଡ଼ିକ ରହିଛନ୍ତି ସେଗୁଡ଼ିକ ହେଲେ ଯଥାକ୍ରମେ, କାଶଭି ଇଣ୍ଟରନ୍ୟାସନାଲ୍ ପାୱାର୍ ଲିଃର ଦେବବ୍ରତ ବେହେରା,…

ଡ୍ୟୁଟି ସମୟରେ ମାତାଲ ପୋଲିସକର୍ମୀଙ୍କ ହଙ୍ଗାମା, ଭିଡିଓ ଭାଇରାଲ

ବାରିପଦା: ଓଡିଶାର ମୟୁରଭଞ୍ଜ ଜିଲ୍ଲାରେ କର୍ତ୍ତବ୍ୟରତ ଜଣେ ପୋଲିସକର୍ମୀଙ୍କ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ଓଏପିଏଫ କନେଷ୍ଟବଳ ନିଷାସକ୍ତ ଅବସ୍ଥାରେ ହଙ୍ଗାମା କରୁଥିବା ନଜର ଆସିଛନ୍ତି । ଗଙ୍ଗା ବିହାରୀ ନାୟକ ନାମକ ଓଡିଶା ସଶସ୍ତ୍ର ପୋଲିସ ବଳର ଜଣେ…

ରେଳ ଷ୍ଟେସନ ଆଧୁନିକୀକରଣ: କେଉଁ ଟ୍ରେନ୍ ଚଳାଚଳ ପ୍ରଭାବିତ ହେବ ଜାଣନ୍ତୁ

ଭୁବନେଶ୍ୱର: ଉତ୍ତର ରେଳପଥର ହଜରତ ନିଜାମୁଦ୍ଦିନ-ପାଲୱାଲ ଷ୍ଟେସନ, କେନ୍ଦ୍ରୀୟ ରେଳପଥର ସୋଲାପୁର ରେଳମଣ୍ଡଳ ଏବଂ ଦକ୍ଷିଣ ପଶ୍ଚିମ ରେଳପଥର ବାଙ୍ଗାଲୋର ରେଳମଣ୍ଡଳରେ ରେଳ ଭିତ୍ତିଭୂମି କାର୍ୟ୍ୟକ୍ଷମ ପାଇଁ ଆଧୁନିକୀକରଣ କାର୍ୟ୍ୟ ଯୋଗୁଁ ପୂର୍ବତଟ ରେଳପଥକୁ ଆସୁଥିବା ଏବଂ ଏହାର ପରିସୀମାରୁ…

ଓଡିଶା ବିପକ୍ଷରେ ସୁରଜଙ୍କ ଶତକ, ଝାଡଖଣ୍ଡ ୩୫୫/୯

କଟକ: ଓଡିଶା ବିପକ୍ଷ ଗ୍ରୁପ ସି’ ରଣଜୀ ଟ୍ରଫି ଏଲିଟ ଗ୍ରୁପ ମ୍ୟାଚରେ ସୁରଜ କୁମାରଙ୍କ ଶତକ ଯୋଗୁ ଝାଡଖଣ୍ଡ ମ୍ୟାଚକୁ ପ୍ରତ୍ୟାବର୍ତନ କରିବାରେ ସଫଳ ହୋଇଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୪୩୬ ରନ ଜବାବରେ ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଝାଡଖଣ୍ଡ ୯ ଉଇକେଟ ବିନିମୟରେ ୩୫୫ ରନ କରିଛି ।…