Latest Odisha News

BREAKING NEWS

ରାଜ୍ୟରେ ୫୮ହଜାର ୮୯ ସ୍କୁଲକୁ ମିଳିବ ସ୍ୱତନ୍ତ୍ର ଅନୁଦାନ: ଉପକୃତ ହେବେ ୬୦ଲକ୍ଷ ଛାତ୍ରଛାତ୍ରୀ !

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଆମୁଳଚୂଳ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷା ବିଭାଗ ଦୃଢ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆବଶ୍ୟକତା ଅନୁଯାୟୀ, ସ୍କୁଲଗୁଡିକର ଅଭାବ ଦୂର କରିବା ପାଇଁ ବିଭାଗ ଯୋଜନା କରୁଥିବା ବେଳେ ରାଜ୍ୟର ଥିବା ସମସ୍ତ ୫୮ହଜାର ୮୯ଟି ସ୍କୁଲକୁ ସାମିଲ କରାଯାଇଛି ।…

ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ନ’ହେବା ଲାଗି ଦୃଢ ପଦକ୍ଷେପ ଗ୍ରହଣ କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ପ୍ରଶ୍ନପତ୍ରରେ ରହିବ ଇନ୍‌ଭିଜିବୁଲ କୋଡ, ଭାଇରାଲ ହେଲେ ଅଧଘଣ୍ଟାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଗଣଶିକ୍ଷା ବିଭାଗ। ରାଜ୍ୟରେ ଫେବୃଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଚଳିତବର୍ଷ କୌଣସି ସ୍କୁଲରେ ଯେପରି ଫେଲ୍ ନରହେ ସେଥିପାଇଁ ମିଶନ ଜିରୋ ଫେଲ୍ ପାଇଁ ବିଭାଗ…

ରାଜନୈତିକ ଦଳଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ, ୱେବ୍‌ସାଇଟ୍‌ରେ ଅପଲୋଡ ହେବ ଅପରାଧୀ ପ୍ରାର୍ଥୀଙ୍କ ତଥ୍ୟ

ନୂଆଦିଲ୍ଲୀ: ଏଣିକି ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍ ହେବ ଅପରାଧୀ ପ୍ରାର୍ଥୀଙ୍କ ସମ୍ପୂର୍ଣ୍ଣ ତଥ୍ୟ । ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀଙ୍କ ତଥ୍ୟ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍ କରିବେ । ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ଦଳ ଏହି ଆଦେଶକୁ ଅମାନ୍ୟ କରନ୍ତି ତେବେ…

ମାର୍ଚ୍ଚରୁ ରାଜ୍ୟରେ ଆରମ୍ଭ ହେବ ‘ନିଷ୍ଠା’ ଯୋଜନା: ପ୍ରଶିକ୍ଷଣ ନେବେ ୧ଲକ୍ଷ ୯୮ହଜାର ଶିକ୍ଷକ

ଭୁବନେଶ୍ୱର: ଓଡ଼ିଶାରେ ୨୦୨୦-୨୧ ଶିକ୍ଷା ବର୍ଷ ଲାଗି  ମାର୍ଚ୍ଚରୁ ଆମ୍ଭ ହେବ ନିଷ୍ଟା ଯୋଜନା । ଏଥିରେ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ଶିକ୍ଷକଙ୍କୁ ମିଳିବ ସ୍ୱତନ୍ତ୍ର ପ୍ରଶିକ୍ଷଣ । ତେବେ ଆଗକୁ ମାଟ୍ରିକ ପରୀକ୍ଷା ଥିବାରୁ ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଷଷ୍ଟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକଙ୍କୁ…

ସିୟୁସିଇଟିରେ ଅଂଶଗ୍ରହଣ କରିବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କୋରାପୁଟ: କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଚଳିତ ବର୍ଷ ବିଭିନ୍ନ ସ୍ନାତକ, ସ୍ନାତୋକୋତର ଓ ଗବେଷଣା ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏକକ ପ୍ରବେଶିକା ପରୀକ୍ଷା (ସିୟୁସିଇଟି) କନସୋର୍ଟିୟମରେ ଅଂଶଗ୍ରହଣ କରିବ । ସିୟୁସିଇଟି…

ହିରୋ ଇଲାଇଟ୍ ଲିଗ୍‌: ବାଇଚୁଙ୍ଗ୍ ଭୁତିଆ ଫୁଟବଲ କ୍ଲବକୁ ୫-୨ ଗୋଲରେ ପରାସ୍ତ କଲା ‘ଓଡ଼ିଶା ଏଫସି

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଚାଲିଥିବା ୧୮ ବର୍ଷରୁ କମ୍ ‘ହିରୋ ଇଲାଇଟ୍ ଲିଗ୍ ୨୦୧୯-୨୦’ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ଦିନ ଖେଳାଯାଇଥିବା ଏକ ମ୍ୟାଚରେ ଭୁବନେଶ୍ୱରର ଓଡ଼ିଶା ଏଫସି ୫-୨ ଗୋଲରେ ପରାସ୍ତ କରିଛି । ଓଡ଼ିଶା ଏଫସି ପକ୍ଷରୁ ଅକ୍ଷୁନ୍ନ ତ୍ୟାଗୀ ହ୍ୟାଟ୍ରିକ୍ ଅର୍ଜନ…

ଡବଲ ମର୍ଡର ମାମଲା: ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ବହିଷ୍କୃତ ହେଲେ ଅନୁପ ସାଏ

ଭୁବନେଶ୍ୱର: ଡବଲ ମର୍ଡର ମାମଲାରେ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦ ଓ ବିଜେଡି ଦଳରୁ ବହିଷ୍କାର କରିଛନ୍ତି । ଅନୁପ ଅଗଷ୍ଟ ମାସ ୨୦୧୯ ମସିହାରେ ଏହି ଅଧ୍ୟକ୍ଷ ପଦ ପାଇଥିଲେ । ସେ…

ମୟୂରଭଞ୍ଜରେ ହାତୀଦାନ୍ତ ଜବତ; ଗିରଫ ହେଲେ ୫ ଚୋରା ଚାଲାଣକାରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧିନସ୍ଥ ଟିଟିଆ ଛକ ନିକଟରେ ବନ ବିଭାଗ ପକ୍ଷରୁ ଦୁଇଟି ହାତୀଦାନ୍ତ ଜବତ ହୋଇଛି । ହାତୀଦାନ୍ତ ଚୋରା ଚାଲାଣ କରୁଥିବା ଅଭିଯୋଗରେ ୫ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ବାରିପଦା-ଉଦଳା ରାସ୍ତାର ଟିଟିଆ ଛକ ନିକଟରେ…

ଡିଜିଟାଲ୍ ସୂଚନାରୁ ପ୍ରଚୁର ଉପାର୍ଜନ: ଜାଣନ୍ତୁ, ଏହି ଓଡ଼ିଆ ଚାଷୀଙ୍କ ସଫଳତାର କାହାଣୀ !

କେନ୍ଦ୍ରାପଡ଼ା: ଏବେ ହେଉଛି ଡିଜିଟାଲର ଯୁଗ । ଯଦି ଡିଜିଟାଲ୍ ସୂଚନା ମାଧ୍ୟମରେ ସବୁକିଛି ସମ୍ଭବ ହୋଇପାରୁଛି ତେବେ କାହିଁକି ଆମେ ଏହାକୁ ଚାଷକ୍ଷେତ୍ରରେ ଉପଯୋଗ କରିପାରିବା ନାହିଁ? ଏହା ମାଧ୍ୟମରେ ପାଣିପାଗର ପୂର୍ବାନୁମାନ ଜାଣି ଶହଶହ ଚାଷୀ ଉପକୃତ ହୋଇପାରୁଛନ୍ତି, ଏପରିକି ପ୍ରଚୁର ଉପାର୍ଜନ…

୧୬ ଦିନ ଅନ୍ତରାଳରେ ଅନ୍ତରୀକ୍ଷରୁ ଆସୁଛି ରହସ୍ୟମୟ ରେଡିଓ ତରଙ୍ଗ

ଫ୍ଲୋରିଡା: ବୈଜ୍ଞାନିକମାନେ ଗୁରୁବାର ଏକ ରହସ୍ୟମୟ ତଥ୍ୟର ଉଜାଗର କରିଛନ୍ତି । ସେମାନଙ୍କ ମତରେ ପ୍ରତ୍ୟେକ ୧୬ ଦିନ ବ୍ୟବଧାନରେ ଅନ୍ତରୀକ୍ଷରୁ ରହସ୍ୟମୟ ଶବ୍ଦ ଓ ଆଲୋକ ତରଙ୍ଗ ପୃଥିବୀପୃଷ୍ଠର ନିକଟତର ହେଉଛି । ଏହାର ନାମ ଏଫଆରବି ରଖାଯାଇଛି । ପୂର୍ବରୁ ଏଭଳି ରେଡିଓ ସିଗ୍ନଲ ଘଟଣା ସମ୍ମୁଖକୁ…