Latest Odisha News

BREAKING NEWS

ଏମକେସିଜି ମେଡିକାଲରେ ସ୍ଥାପନ ହେବ ବର୍ଣ୍ଣ ୟୁନିଟ: ମନ୍ତ୍ରୀ

ଭୁବନେଶ୍ୱର/କଟକ: ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ଏକ ବର୍ଣ୍ଣ ୟୁନିଟ୍ ସ୍ଥାପନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଗତ ରବିବାର ଦିନ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିକଟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାୟ ୧୦ ଜଣ ବ୍ୟକ୍ତି…

ବିଜେପିର ହ୍ୱିପ ଜାରୀ : ୧୧ ଫେବୃୟାରୀ କିଛି ବଡ ନିଷ୍ପତି ନିଆଯାଇପାରେ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ୧୧ ଫେବୃୟାରୀରେ କିଛି ବଡ ନିଷ୍ପତି ନେବାକୁ ଯାଉଛି । ଏହାର ପ୍ରକୃତ କାରଣ ଜଣାପଡି ନ ଥିଲେ ମଧ୍ୟ ରାଜ୍ୟସଭାରେ ସମସ୍ତ ସଦସ୍ୟ ଉପସ୍ଥିତ ରହିବା ପାଇଁ ହ୍ୱିପ ଜାରି କରିଛି । କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ ହେବାକୁ ଥିବାରୁ ଏହି ନିଷ୍ପତି…

ଜାମିଆରେ ପୁଣି ହିଂସା; ପୁଲିସ-ଛାତ୍ର ମୁହାଁମୁହିଁ

ନୂଆଦିଲ୍ଲୀ: ଜାମିଆ ମିଲିୟା ଇସଲାମିଆର ଛାତ୍ରମାନେ ଆଜି ନାଗରିକତା ଆଇନ ବିରୁଦ୍ଧରେ ମୋର୍ଚ୍ଚା ବାହାର କରିଥିଲେ । ଏହି ସମୟରେ ପୁଲିସ-ଛାତ୍ର ମୁହାଁମୁହିଁ ହୋଇଛନ୍ତି । ଏହି ହିଂସାରେ କିଛି ଛାତ୍ର ଆହତ ମଧ୍ୟ ହୋଇଛନ୍ତି । ଛାତ୍ରମାନେ ସଂସଦ ଅଭିମୁଖେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କଲାବେଳେ…

ଏକାଥରକେ ୪ଟି ଫ୍ଲାଟ କିଣିଲେ ଅରଜିତ ସିଂ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ଅରଜିତ ସିଂ ଏକାଥରକେ ୪ଟି ଫ୍ଲାଟ କିଣି ଚର୍ଚ୍ଚାକୁ ଆସିଛନ୍ତି । ମୁମ୍ବାଇ ବର୍ସୋବା ଅଚଂଳର ଏହି ସମସ୍ତ ଫ୍ଲାଟ ପାଇଁ ଅରଜିତ ୯.୧ କୋଟି ଟଙ୍କା ଦେଇଛନ୍ତି । ସମସ୍ତ ପ୍ଲାଟର ପଂଜିକରଣ ୨୨ ଜାନୁୟାରୀରେ କରାଯାଇଥିଲା । ଅରଜିତ ୨୦୦୫ରେ ଫେମ୍ ଗୁରୁକୁଳରୁ…

ଛାତ୍ରୀଙ୍କୁ ଗୁଳିମାଡ ଘଟଣାରେ ଟ୍ୱିଷ୍ଟ; ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଭୁବନେଶ୍ୱର: ରାଜଧାନୀର ଇନଫୋସିଟି ଅଞ୍ଚଳରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି (ନିଫ୍ଟ)ର ଛାତ୍ରୀଙ୍କୁ ଗୁଳି ମାଡ ଘଟଣା ସୋମବାର ଦିନ ଏକ ରୋଚକ ମୋଡ ନେଇଛି । ଏହାବ୍ୟତିତ ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି ଯେ ଅଭିଯୁକ୍ତ ଜଣକ ଆଶିଷ ନାୟକ ହୋଇଥିବା ବେଳେ ସେ…

୧୩୫ ପ୍ରକାରର ପଗଡି ବାନ୍ଧି ରେକର୍ଡ ସୃଷ୍ଟି କରିଛନ୍ତି ବିକାନେର କଳାକାର

ବିକାନେର: ରାଜସ୍ଥାନରେ ରଙ୍ଗ ବେରଙ୍ଗର ପଗଡି ଦେଖିବାକୁ ମିଳେ । ଯାହାକି ସାରା ଦୁନିଆ ଲୋକଙ୍କୁ ଆକର୍ଷିତ କରିଥାଏ । ବିକାନେରରେ ଜଣେ ଏମିତି କଳାକାର ଅଛନ୍ତି, ଯିଏକି ପଗଡି ବାନ୍ଧିବା କଳାରେ ନିପୁଣ । ସେ ବ୍ୟକ୍ତି ‘ପଗଡି କିଙ୍ଗ’ ନାମରେ ମଧ୍ୟ ପ୍ରସିଦ୍ଧ । ଏଭଳି ପ୍ରତିଭା ଦେଖି ସମସ୍ତେ…

ଆତଙ୍କୀ ସଂଗଠନଙ୍କ ଟାର୍ଗେଟରେ ଆରଏସଏସ ନେତା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ବରିଷ୍ଠ ନେତା ଓ ଅଫିସକୁ ଆତଙ୍କବାଦୀ ସଂଗଠନ ଟାର୍ଗେଟ କରିବା ଯୋଜନାରେ ରହିଛନ୍ତି ବୋଲି ଇଟେଂଲିଜେନ୍ସ ବ୍ୟୁରୋ (ଆଇବି) ରିପୋର୍ଟ ଦେଇଛି । ଏହି ରିପୋର୍ଟ ଅନୁସାରେ ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ ଓ ପୂର୍ବାଂଚଳର କେତେକ ରାଜ୍ୟରେ…

ଅଭିଯୋଗକାରୀଙ୍କୁ ଅସଦାଚରଣ କରି ପୋଲିସ ଅଧିକାରୀ ନିଲମ୍ବିତ

ପୁରୀ: ‘ମୋ ସରକାର’ ଅଧିନରେ ଜନସାଧାରଣଙ୍କ ଠାରୁ ଖରାପ ଫିଡବ୍ୟାକ୍ ମିଳିବା ପରେ ପୁରୀ ଏସପି ଉମା ଶଙ୍କର ଦାସ ସୋମବାର ଦିନ ସଦର ଥାନାର ଏଏସଆଇ ପ୍ରହ୍ଲାଦ ବରାଳଙ୍କୁ ନିଲମ୍ବିତ କରିଛନ୍ତି । ଏଏସଆଇ ଜଣକ ଅଭିଯୋଗକାରୀଙ୍କୁ ଦୁର୍ବବ୍ୟହାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଆହୁରି ମଧ୍ୟ…

ରେଲୱେ ଷ୍ଟେସନରେ ଛେପ ପକାଇଲେ ଭରିବେ ମୋଟା ଅଙ୍କର ଫାଇନ୍

ଭୁବନେଶ୍ୱର: ପୂର୍ବତଟ ରେଳବାଇ ସ୍ୱଚ୍ଛତାକୁ ନେଇ କଠୋର ପଦକ୍ଷେପ ନେଇଛି । ରେଲୱେ ଷ୍ଟେସନ ଓ ତା’ ଆଖପାଖ ଅଂଚଳରେ ଅଳିଆ କରିବା ଓ ଛେପ ପକାଇବା ଉପରେ ୧୦୦ଟଙ୍କାରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ନୂଆ ଜରିମାନା ବ୍ୟବସ୍ଥା ଲାଗୁ କରିଛି । ଏହି ନୂଆ ଦଣ୍ଡ ବ୍ୟବସ୍ଥା ଷ୍ଟେସନ ଅଧିନରେ ବିଭିନ୍ନ ବର୍ଗ…

ଜାଣନ୍ତୁ, ଭୁବନେଶ୍ୱରର ଏହିସବୁ ସ୍ଥାନରେ ଆସନ୍ତାକାଲି ହେବ ବିଦ୍ୟୁତ କାଟ…

ଭୁବନେଶ୍ୱର: ଓଡ଼ିଶାର ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ପକ୍ଷରୁ ବୈଦ୍ୟୁତିକ ମରାମତି କାର୍ଯ୍ୟ ଲାଗି ଆସନ୍ତାକାଲି ମଙ୍ଗଳବାର ଦିନ ଭୁବନେଶ୍ୱରର କିଛି ସ୍ଥାନ ମାନଙ୍କରେ ବିଦ୍ୟୁତ ସରବରାହ ବନ୍ଦ ରହିବ । ଭୁବନେଶ୍ୱର ସହରାଞ୍ଚଳ ଦିନ ୯ଟା ଠାରୁ ଦିନ ୧୧ଟା ପର୍ଯ୍ୟନ୍ତ:…