ଜାଣନ୍ତୁ, କେମିତି କଟିବ ଆଜି ଦିନ…
ରାଶି ଫଳ
ତା ୦୮-୦୨-୨୦୨୦ ଶନିବାର
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର
ମୋବାଇଲ: 9437225434
ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୦୮ ରିଖ ଶନିବାର ମକର୨୫ ଦିନ ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ପୂର୍ଣ୍ଣିମା ତିଥି ପୂଷ୍ଯା ନକ୍ଷତ୍ର କର୍କଟ…