Latest Odisha News

BREAKING NEWS

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ସୁରଜ ପାଞ୍ଚୋଲି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଭିନେତା ସୁରଜ ପାଞ୍ଚୋଲିଙ୍କ ନାମ ଯୋଡି ହେଉଛି । ଖାଲି ଏତିକି ନୁହେଁ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ସହ ସୁରଜଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହେଉଛି । ଜୁନ୍ ୧୩ ତାରିଖରେ…

ଭୀମସାରର ପୁଣି ୩ ଡାକ୍ତରଙ୍କୁ କରୋନା

ବୁର୍ଲା: କରୋନା କବଳରେ କୋଭିଡ ଯୋଦ୍ଧା । ବୁର୍ଲା ଭୀମସାରରେ ପୁଣି ୩ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ୩ ଜଣ ଡାକ୍ତର ମେଡିସିନ୍ ବିଭାଗରେ କାର୍ଯ୍ୟରତ ଥିବା ଜଣାପଡିଛି । ଭୀମସାର ଅଧକ୍ଷକ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ୯ ଜଣ ଡାକ୍ତର ମେଡିସିନ ବିଭାଗର କରୋନା ପଜିଟିଭ୍…

ଏସିଆରେ ଯୁଦ୍ଧର ବାତାବରଣ ସୃଷ୍ଟି କରୁଛି ଚୀନ, ବେଜିଂରେ ପରୀକ୍ଷଣ କଲା ପରମାଣୁ କ୍ଷମତା ସମ୍ପନ୍ନ ମିସାଇଲ

ନୂଆଦିଲ୍ଲୀ: ଏସିଆରେ ଚୀନ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଛି । ଆମେରିକା ଓ ଭାରତ ସହ ଉତେଜନାପୂର୍ଣ୍ଣ ପରିସ୍ଥିତି ସମୟରେ ଚୀନ ପରମାଣୁ କ୍ଷମତା ସମ୍ପନ୍ନ ମିସାଇଲର ପରୀକ୍ଷଣ କରିଛି । ପରୋକ୍ଷରେ ମାନସିକ ଚାପ ପକାଇବା ପାଇଁ ଡ୍ରାଗନ ଏହି ମାଇଣ୍ଡ ଗେମ୍ ଖେଳୁଛି । ରିପୋର୍ଟ ମୁତାବକ ବେଜିଂରୁ…

କୋଲାବାରେ ଲୋକେ ଦେଖିନଥିଲେ ଏମିତି ବର୍ଷା

ମୁମ୍ବାଇ: ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ । ମୁମ୍ବାଇ କୋଲାବା ଅଂଚଳରେ ହୋଇଛି ପ୍ରବଳ ବର୍ଷା । ଲଗାଣ ବର୍ଷା ଭାଙ୍ଗିଛି ୪୬ ବର୍ଷର ରେକର୍ଡ । ଏଭଳି ବର୍ଷା ଯାହାକୁ କେବେ ଲୋକେ ଆଗରୁ ଦେଖି ନଥିଲେ । ବର୍ଷା ଯୋଗୁଁ ଚାରିଆଡେ ଜଳାର୍ଣ୍ଣାବ ପରିସ୍ଥିତି ସୃଷ୍ଟି ହୋଇଛି । କୋଲାବା ଅଂଚଳରେ…

ବର୍ଷାରେ ମୟାନଗରୀର ହାଲ ବେହାଲ

ମୁମ୍ବାଇ: ମୟାନଗରୀରେ ପ୍ରବଳ ବର୍ଷା । ବାଦଲା ଫଟା ବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳ । ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଜୁଆଡେ ଦେଖିବ ଖାଲି ପାଣି ଆଉ ପାଣି । ରାସ୍ତା ଘାଟ, ଟ୍ରେନ୍ ଟ୍ରାକ୍ ଚାରିଆଡେ ପାଣି ଭର୍ତ୍ତି ହୋଇଛି । ବର୍ଷା ଯୋଗୁଁ ମୁମ୍ବାଇର ହାଲ ପୁରା ବେହାଲ ହୋଇପଡିଛି…

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୧୧୮ ଆକ୍ରାନ୍ତ, ୯୦ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୧୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ…

ଜାତୀୟ ସ୍ତରରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍-୨୦୨୦ ପ୍ରତିଯୋଗିତାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର: ଡିଜିଟାଲ୍ ପ୍ରକ୍ରିୟାରେ କିଭଳି ଭାବରେ ଅପରାଧର ମୁକାବିଲା କରାଯାଇପାରିବ ସେହି ସମାଧାନର ସୂତ୍ର ବାହାର କରି ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍‌ଆଇଏଚ୍‌)- ୨୦୨୦ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ଛାତ୍ରଛାତ୍ରୀ ।…

‘କ୍ୱାରେଂଟାଇନ୍ ଅବଧିକୁ ସରକାରୀ କାର୍ଯ୍ୟ ଦର୍ଶାଇ ପାରିବେନି କର୍ମଚାରୀ’

ମାଲକାନଗିରି: ଏଣିକି ସଙ୍ଗରୋଧ ବା କ୍ୱାରେଣ୍ଟାଇନ ଅବଧୀକୁ ସରକାରୀ କାର୍ଯ୍ୟ ଦର୍ଶାଇ ପାରିବେନି କର୍ମଚାରୀ । ଏନେଇ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଜାରି କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ଜିଲ୍ଲାପାଳ କହିଛନ୍ତି, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଛାଡ଼ିଲେ କର୍ମଚାରୀମାନେ…

କୋଭିଡ ପ୍ୟାକେଜର ଦ୍ୱିତୀୟ କିସ୍ତି ରିଲିଜ, କେନ୍ଦ୍ର ଦେଲା ୮୯୦. ୩୨ କୋଟି

ନୂଆଦିଲ୍ଲୀ: ପୁରା ଦେଶରେ ମାଡି ଚାଲିଛି ମାରତ୍ମକ ମହାମାରୀ କରୋନା । ଦିନକୁ ଦିନ ସଂକମଣ ବଢ଼ିବାରେ ଲାଗିଛି । ଏହାର ମୁକାବିଲା ପାଇଁ ଆଜି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ ରିଲିଜ କରିଛନ୍ତି । ୮୯୦. ୩୨ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍…

ନବରଙ୍ଗପୁରରେ ଅଘଟଣ: ତେଲ ନଦୀରେ ବୁଡି ତିନି ଶିଶୁ ମୃତ

ନବରଙ୍ଗପୁର: ତେଲ ନଦୀରେ ବୁଡି ପ୍ରାଣ ହରାଇଲେ ତିନି ଶିଶୁ । ଏହି ଦୁଃଖଦ ଘଟଣାଟି ଘଟିଛି ତୋହରା ଅଂଚଳରେ । ମୃତକଙ୍କ ଭିତରେ ଦୁଇ ଜଣ ଝିଅ ଥିବା ବେଳେ ଜଣେ ପୁଅ ରହିଛନ୍ତି । ଏମାନଙ୍କ ବୟସ ୩ରୁ ୬ ବର୍ଷ ମଧ୍ୟରେ । ସୂଚନାଯୋଗ୍ୟ ଯେ, ଏହି ଶିଶୁମାନେ ଆଜି ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି…