Latest Odisha News

BREAKING NEWS

କରୋନା ଭୂତାଣୁ ଭୟ: ପାରାଦୀପ ସମୁଦ୍ରରେ ଅଟକିଛି ୧୦ ଜାହାଜ

ପାରାଦୀପ- ପାରାଦୀପ ସମୁଦ୍ରରେ ଅଟକିଛି ୧୦ଟି ଜାହାଜ। କରୋନା ଭାଇରସ୍ ଆଶଙ୍କାରେ ଏହି ଜାହାଜ ଗୁଡିକୁ ବର୍ଥକୁ ଆସିବାକୁ ଅନୁମତି ଦେଉନି ପାରାଦୀପ ବନ୍ଦର। ଏହି ଜାହାଜ ଗୁଡିକ ୫ ଦିନ ମଧ୍ୟରେ ପାରାଦୀପକୁ ଆସିଛନ୍ତି। ଅନ୍ୟପଟେ ଜଗତସିଂହପୁର ଜିଲ୍ଲାପାଳଙ୍କ ଅଧକ୍ଷତାରେ କରୋନାକୁ ନେଇଁ ଅନୁଷ୍ଠିତ…

ଫେବୃଆରୀ ୮ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ସମ୍ଭାବନା !

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନମାନଙ୍କରେ ସ୍ୱଳ୍ପରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ବୁଲେଟିନ୍ ଅନୁଯାୟୀ ସୋମବାର…

ଦିଲ୍ଲୀ ନିର୍ବାଚନ: ବିଜେପିର ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ଆମ ଆଦମୀ ପାର୍ଟିର ନୂଆ ରଣନୀତି

ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ପ୍ରତିଦିନ ବଦଳୁଛି ଦିଲ୍ଲୀର ନିର୍ବାଚନ ସମୀକରଣ । ଏହା ମଧ୍ୟରେ ଦିଲ୍ଲୀର ଆମ ଆଦମୀ ପାର୍ଟି (ଆପ୍‌) ବିଜେପିର ଭୋଟ ବ୍ୟାଙ୍କକୁ ଟାର୍ଗେଟ କରିଛି । ସୂଚନା ମୁତାବକ, ଆପ୍ ଦଳ ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ସିଟ୍ ର ନିଜ କାର୍ଯ୍ୟକର୍ତ୍ତା ଓ…

ସୋଆ ସାହିତ୍ୟ ଉତ୍ସବ: କବିତାକୁ ବ୍ୟାପକ କରିବାକୁ ଡଃ ରମାକାନ୍ତ ରଥଙ୍କ ମତ

ଭୁବନେଶ୍ୱର: କବିତାକୁ ସାଧାରଣ ପାଠକଙ୍କ ମଧ୍ୟରେ ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଛନ୍ତି ବିଶିଷ୍ଟ କବି ଡଃ ରମାକାନ୍ତ ରଥ । ଦୁଇ ଦିନିଆ ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ପ୍ରାୟ ୧୦୦ ଜଣ ଲେଖକ, କବି, ଭାଷାକାର ଓ ସମାଲୋଚକ ଯୋଗ ଦେଇଥିବା ବେଳେ ରବିବାର ଏହାର ଉଦ୍‌ଯାପନୀ…

ଆଇଏଏସ୍ ବିଜୟ କେତନଙ୍କୁ ମିଳିଲା ଜାମିନ

ଭୁବନେଶ୍ବର : ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ । ୧ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା ଆଇଏଏସ୍ ବିଜୟ କେତନଙ୍କୁ ସୋମବାର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ ନିମ୍ନ ଅଦାଲତ ତାଙ୍କ ଜାମିନର ସର୍ତ୍ତ ନିର୍ଦ୍ଧାରଣ କରିବେ ବୋଲି ହାଇକୋର୍ଟ କହିଛନ୍ତି । ଉଦ୍ୟାନ…

ଫେବୃୟାରୀରେ ଜନ୍ମ ହେଉଥିବା ଶିଶୁ ବୁଦ୍ଧିଆ ହୋଇଥାନ୍ତି

ୱେଲିଂଟନ: ଫେବୃୟାରୀରେ ଜନ୍ମ ହେଉଥିବା ଶିଶୁ ବୁଦ୍ଧିମାନ ଓ ସର୍ବଗୁଣସମ୍ପନ୍ନ ହୋଇଥାନ୍ତି ବୋଲି ନ୍ୟୁଜିଲାଣ୍ଡର ଏକ ପ୍ରତିଷ୍ଠିତ ଗ୍ରୁପ ରିପୋର୍ଟ ପ୍ରକାଶ କରିଛି । ୪ରୁ ୫ ବର୍ଷ ବୟସର ୨୧,୦୦୦ ଶିଶୁଙ୍କୁ ନେଇ ସେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ସେମାନେ ୭ ବର୍ଷ କାଳ…

ଆସିଲା ‘ବାଗୀ-୩’ର ପ୍ରଥମ ପୋଷ୍ଟର, କେବେ ଆସିବ ଟ୍ରେଲର ଜାଣନ୍ତୁ

ମୁମ୍ବାଇ: ସାମ୍ନାକୁ ଆସିଲା ଫିଲ୍ମ ‘ବାଗୀ-୩’ର ପ୍ରଥମ ପୋଷ୍ଟର । ଏଥିରେ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ କୌଣସି ଏକ ଯୁଦ୍ଧ ମୈଦାନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଅଭିନେତା ଟାଇଗର ତାଙ୍କ ଇଂଷ୍ଟାଗ୍ରାମରେ ଏହି ପୋଷ୍ଟରକୁ ସେୟାର କରିଛନ୍ତି । ଏଥିସହ ଫିଲ୍ମର ଟ୍ରେଲର ରିଲିଜ ବିଷୟରେ…

ମାର୍ଚ୍ଚ ୫ରୁ ସପ୍ତାହେ ବ୍ୟାପି ପାଳନ ହେବ ବିଜୁ ଜୟନ୍ତୀ

ଭୁବନେଶ୍ୱର : ମାର୍ଚ୍ଚ ୫ରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୌହପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରିବା ପାଇଁ ବିଜେଡି ଘୋଷଣା କରିଛି । ଏନେଇ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ସଂଜୟ ଦାସବର୍ମା ଓ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ସୂଚନା…

‘ହୁଇ ମେଁ ମଲଙ୍ଗ’ ହେଲା ରିଲିଜ, ଦେଖନ୍ତୁ ଦିଶାଙ୍କ ସିଜଲିଂ ଲୁକ୍‌

ମୁମ୍ବାଇ: ରିିଲିଜ ହୋଇଛି ଅପକମିଂ ଫିଲ୍ମ ‘ମଲଙ୍ଗ’ର ଆଉ ଏକ ନୂଆ ଗୀତ । ଗୀତରେ ଅଭିନେତ୍ରୀ ଦିଶା ପାଟନୀ ନିଜ ସିଜଲିଂ ଲୁକ୍‌ରେ ଦର୍ଶକଙ୍କୁ ଦିୱାନା କରିଛନ୍ତି । ଏଥିସହ ଗୀତରେ ତାଙ୍କର ଜବରଦସ୍ତ ଡ୍ୟାନ୍ସକୁ ଦେଖି ଫ୍ୟାନ୍ ମାନେ ତାଙ୍କ ଉପରେ ପୁରା ଫିଦା ହୋଇଯିବେ । ଏହା ଏକ ପାର୍ଟି ସଙ୍ଗ…

ଟିମ୍ ଇଣ୍ଡିଆକୁ ଝଟକା : ଦିନିକିଆ, ଟେଷ୍ଟ ସିରିଜରୁ ଓହରିଲେ ରୋହିତ

ହାମିଲଟନ : ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଉପଅଧିନାୟକ ରୋହିତ ଶର୍ମାଙ୍କ ଆଘାତ ସମସ୍ୟା ଟିମ୍ ଇଣ୍ଡିଆ ପାଇଁ ଝଟକା ସଦୃଶ ହୋଇଛି । ଟି୨୦ ସିରିଜର ଅନ୍ତିମ ମ୍ୟାଚରେ ରୋହିତ ଆଘାତପ୍ରାପ୍ତ ହୋଇଥିଲେ । ମେଡିକାଲ ଟିମ୍ ଅନୁଧ୍ୟାନ କରିବା ପରେ ରୋହିତଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ…