ଥାଲାଭି ଫିଲ୍ମ ସେଟରେ କଙ୍ଗନାଙ୍କ ଭାରତନାଟ୍ୟମ
ଚେନ୍ନାଇ : ବଲିଉଡର ଗ୍ଲାମରସ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ଜୟଲଳିତାଙ୍କ ଆତ୍ମଜୀବନୀ ଫିଲ୍ମରେ ଅଭିନୟ ନେଇ ଚର୍ଚ୍ଚାରେ ରହିଛନ୍ତି । ଥାଲାଭି ନାମକ ଏହି ଫିଲ୍ମର ଶୁଟିଂ ଜୋରସୋରରେ ଆରମ୍ଭ ହୋଇଯାଇଛି ।
ଏହି ଫିଲ୍ମରେ କଙ୍ଗନା ଭାରତ ନାଟ୍ୟମ କରୁଥିବା ଦୃଶ୍ୟ ସୋସିଆଲ ନେଟୱର୍କିଂ ସାଇଟରେ…