Latest Odisha News

BREAKING NEWS

ରେଳ ବଜେଟ୍: ଷ୍ଟେସନ ଉନ୍ନତିକରଣ ଉପରେ ଦିଆଯିବ ଅଧିକ ଧ୍ୟାନ

ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ଉପସ୍ଥାପନା କରୁଛନ୍ତି ଚଳିତ ଆର୍ଥିକ ବର୍ଷର ସଧାରଣ ବଜେଟ । ବିଭିନ୍ନ ବିଭାଗ ସହ ରେଳ ବିଭାଗ ପାଇଁ ମଧ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ । ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ରେଲୱ ପାଇଁ କରିଛନ୍ତି ଅନେକ ବଡ଼ ଘୋଷଣା । -ରେଲୱେରେ…

ଶିକ୍ଷାକ୍ଷେତ୍ରରେ ୯୯,୩୦୦ କୋଟିର ବଜେଟ୍‌; ଆସିବ ନୂଆ ଶିକ୍ଷାନୀତି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆଜି ଦେଶର ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି । ଶିକ୍ଷାକ୍ଷେତ୍ର ପାଇଁ ସରକାର ଏଥର ୯୯,୩୦୦ କୋଟି ଟଙ୍କାର ବଜେଟ୍ ରଖିଛନ୍ତି । ଅର୍ଥମନ୍ତ୍ରୀ ଶିକ୍ଷାକ୍ଷେତ୍ରରେ କ’ଣ ସବୁ ନୀତି ଅଣାଯିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ।…

ବଜେଟର ଭାଷଣରେ କଶ୍ମୀର କବିତା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ କଶ୍ମୀରର ଏକ କବିତା ଗାଇଥିଲେ । ଏହି କବିତା ଏତେ ସୁନ୍ଦର ଥିଲା ଯେ, ସଂସଦ କରତାଳିରେ କମ୍ପି ଉଠିଥିଲା । ଏହି କବିତା ପଢ଼ିବା ପରେ ସେ ଏହାର ହିନ୍ଦୀ ଅର୍ଥ ମଧ୍ୟ ବୁଝାଇଥିଲେ । ଏଥିରେ ଉଲ୍ଲେଖ…

ବଜେଟ୍ ୨୦୨୦: ୬ ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ôଥକ ବର୍ଷ ଲାଗି ଶନିବାର ଦିନ ସଂସଦରେ ବଜେଟ୍ ଉପସ୍ଥାପନା କରିଛନ୍ତି । ମୋଦି ସରକାରଙ୍କ ୨.୦ କାର୍ଯ୍ୟକାଳ ସମୟର ଏହା ହେଉଛି ଦ୍ୱିତୀୟ ବଜେଟ୍ । ଏହି ଅବସରରେ ଅର୍ଥମନ୍ତ୍ରୀ ବଜେଟ୍ ଭାଷଣରେ ମତ୍ସ୍ୟ ପାଳନ ଠାରୁ ଆରମ୍ଭ କରି…

ସାଧାରଣ ବଜେଟ୍‌: ସ୍ୱାସ୍ଥ୍ୟ ପାଇଁ ୭୦ ହଜାର କୋଟି

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ସାଧାରଣ ବଜେଟ୍ ଲୋକସଭାରେ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ସ୍ୱାସ୍ଥ୍ୟକ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ସାଧାରଣ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି । -ସ୍ୱାସ୍ଥ୍ୟ ପାଇଁ ୭୦ ହଜାର କୋଟି ଟଙ୍କାର…

ରାସ୍ତାରେ ଗାଈ ଛାଡୁଥିଲେ ସାବଧାନ; ଏବେ ଗଣିବାକୁ ପଡିବ ତଣ୍ଡ

ଭୁବନେଶ୍ୱର: ରାଜରାସ୍ତାରେ ଗାଈଗୋରୁ ଛାଡୁଥିଲେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ମାଲିକଙ୍କ ଉପରେ ଜୋରିମାନା ଲଗାଯାଇପାରେ । ପ୍ରାପ୍ତ ସୂଚନାନୁଯାୟୀ, ଏବେ ରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କୁ ଧରାଯାଇ କାଞ୍ଜିଆ ହୁଦାରେ ରଖାଯିବ । ପରେ ସେମାନଙ୍କୁ ନେବାକୁ ଆସୁଥିବା ମାଲିକଙ୍କ…

ଆଉ ଗୋଟିଏ ପାଦ ଦୂରରେ ୱିମ୍ବଲଡ଼ନ; କ୍ୱାଲିଫାଇଂ ରାଉଣ୍ଡରେ ଓଡ଼ିଆ ଖେଳାଳି !

ଭୁବନେଶ୍ୱର: ବିଶ୍ୱର ସମସ୍ତ ଟେନିସ ଖେଳାଳିଙ୍କ ସ୍ୱପ୍ନ ରହିଥାଏ ୱିମ୍ବଲଡ଼ନରେ ମ୍ୟାଚଟିଏ ଖେଳିବାକୁ । ଅନେକ ଖେଳାଳି ଟେନିସ ଶିଖିବା ସମୟରୁ ହିଁ ୱିମ୍ବଲଡ଼ନ ଖେଳିବାକୁ ଆଶା ପୋଷଣ କରିଥାଆନ୍ତି । ସେହିପରି ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଲହଡ଼ା ଗ୍ରାମର ଦେବାଶୀଷ ସାହୁ ମଧ୍ୟ ଦିନେ…

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ: ସେମିଫାଇନାଲରେ ଭାରତ-ପାକିସ୍ତାନ

ଡର୍ବାନ୍‌:୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମୁକାବିଲା ହେବ ।ଏହି ମ୍ୟାଚ ଫେବୃୟାରୀ ୪ରେ ଖେଳାଯିବ । ପାକିସ୍ତାନ କ୍ୱାର୍ଟର ଫାଇନାଲରେ ଆଫଗାନିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଥିଲା । ପାକିସ୍ତାନ ଏଥିସହ ୯ମ…

ଖୋଲିଲା ବଜେଟ ପେଡ଼ି, ଫୋକସ୍‌ରେ ଗାଁ ଓ କୃଷି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣାଙ୍ଗା ବଜେଟ ଲୋକସଭାରେ ଉପସ୍ଥାପନ କରୁଛନ୍ତି । ବଜେଟ ଅଭିଭାଷଣର ପ୍ରଥମ ପର୍ଯ୍ୟାୟରେ ଗ୍ରାମୀଣ ବିକାଶ ଓ କୃଷି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ।-କୃଷି କ୍ଷେତ୍ରର ବିକାଶ ଲାଗି ୨.୩୮ ଲକ୍ଷ କୋଟି…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ବିନୟର ରାଜକ୍ଷମା ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ବିନୟର ରାଜକ୍ଷମା ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରାପ୍ତ ସୂଚନାନୁଯାୟୀ ସୁପ୍ରିମକୋର୍ଟରୁ ଫାଶୀଦଣ୍ଡ ମିଳିବା ପରେ ସେ ରାଜକ୍ଷମା ଲାଗି ଗତ ବୁଧବାର ଦିନ ରାଷ୍ଟ୍ରପତିଙ୍କ ନିକଟରେ…