Latest Odisha News

ବିଶାଖାପାଟଣାରେ କ୍ରେନ ଖସି ପଡିବାରୁ ୧୧ମୃତ, ୧ ଗୁରୁତର

ବିଶାଖାପାଖଣା: ହିନ୍ଦୁସ୍ତାନ ସିପ୍ ୟାର୍ଡରେ ଦୁର୍ଘଟଣା । ଏକ କ୍ରେନ ଖସି ପଡିପଡିବାରୁ ଘଟଣା ସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଜଣେ ଗୁରୁତର ଅଛନ୍ତି । ମୃତାହତମାନେ ସିପ୍ ୟାର୍ଡର କର୍ମଚାରୀ ଓ କିଛି ଚୁକ୍ତିଭିତ୍ତିକ କର୍ମଚାରୀ । ଏ ନେଇ ଏଏନଆଇକୁ ସୂଚନା ଦେଇଛନ୍ତି ଡିସିପି…

ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ୫ ଅଧିକାରୀ କରୋନା ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଥାନାର ୫ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଣେ ଡ୍ରାଇଭର ଓ ହୋମ୍ ଗାର୍ଡ କରୋନା ଆକ୍ରାନ୍ତ ହୋଇଥିବା ସୁତ୍ରରୁ ପ୍ରକାଶ । ଏହାକୁ ମିଶାଇ ୧୨ ଜଣ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହା…

କଟକରେ ୨୧ ଶହ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

କଟକ: କଟକରେ ଶନିବାର ଦିନ ୫୪ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୨୧୨୫ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ । ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ଗୁଞ୍ଜନ ସକ୍ସେନା ଟ୍ରେଲର ରିଲିଜ; ଏୟାରଫୋର୍ସ ପାଇଲଟ୍ ଗୁଞ୍ଜନ ଭୂମିକାରେ ଜାହ୍ନବୀ

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ‘ଗୁଞ୍ଜନ ସକ୍ସେନା-ଦ କାରଗିଲ୍ ଗର୍ଲ’ର ଟ୍ରେଲର ରିଲିଜ ହୋଇ ଯାଇଛି । ଯେଉଁଥିରେ ଲିଡ୍ ରୋଲରେ ନଜର ଆସିଛନ୍ତି ଷ୍ଟାର କିଡ୍ ଜାହ୍ନବୀ କପୁର । ଫିଲ୍ମଟି ଭାରତୀୟ ବାୟୁସେନା ପାଇଲଟ୍ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍ ଅଟେ । ଗୁଞ୍ଜନ ସକ୍ସେନା ଦେଶର ପ୍ରଥମ ମହିଳା…

ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ; ଜାଣନ୍ତୁ, ତାଙ୍କ ସମ୍ପର୍କରେ କିଛି…

ଭୁବନେଶ୍ୱର: ହିନ୍ଦୁ ରାଷ୍ଟ୍ର ବାଦର ଜନକ ବୋଲାଉଥିବା ବାଲ ଗଙ୍ଗାଧର ତିଲକ ମଧ୍ୟ ‘ଲୋକମାନ୍ୟ ତିଲକ’ ଭାବେ ଜନମାନସରେ ଖୁବ୍ ପରିଚିତ । “ସ୍ୱରାଜ ମୋର ଜନ୍ମଗତ ଅଧିକାର; ଏହାକୁ ମୁଁ ନିଶ୍ଚିତ ଭାବେ ନେବି” ବୋଲି କହିଥିବା ଏହି ଜନ ନାୟକ ୧୯୨୦ ମସିହା ଅଗଷ୍ଟ ୧ ତାରିଖରେ ଦେହ ତ୍ୟାଗ କରିଥିଲେ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୨ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ମାଲକାନଗିରି, କୋରାପୁଟ,…

ଗଜପତିରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରୁ ଏକ ଟ୍ରକ୍ ଭିତରୁ ପୋଲିସ ପ୍ରାୟ ୧୦ କ୍ୱିଣ୍ଟାଲ୍ ଓଜନର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ପୋଲିସ ପକ୍ଷରୁ ଜାରି ରାତ୍ରୀ ପାଟ୍ରୋଲିଂ ସମୟରେ ମୋହନା ନିକଟରେ ଏକ ପିଆଜ ବୋଝେଇ ଟ୍ରକରୁ ମାଦକ ଦ୍ରବ୍ୟ ଭର୍ତ୍ତି…

ଜୁଲାଇରେ କରୋନା ଆଣିଛି ସୁନାମୀ

ନୂଆଦିଲ୍ଲୀ: ଜୁଲାଇରେ ନାଲି ଆଖି ଦେଖାଇଛି କରୋନା । ଭାରତ ଏବଂ ଓଡ଼ିଶାରେ ଲମ୍ବା ଲମ୍ଫ ମାରିଛି । ଦେଶରେ ଦିନକୁ ୫ ହଜାର ପାର୍ କରିଛି ପଜିଟିଭ କେସ୍ । ଲକ୍ଷାଧିକ ପଜିଟିଭ ବାହାରିଛନ୍ତି । ଜୁଲାଇରେ ଦେଶରେ ସାଢ଼େ ୧୦ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ରାଜ୍ୟରେ ୨୪ ହଜାରରୁ ଅଧିକ ନୂଆ…

ସୁନ୍ଦରଗଡରେ ୬୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୬୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୪୩୫ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ପ୍ରଶାସନ।…

ରାୟଗଡ଼ା ଜିଲ୍ଲା ୭୨ ଘଣ୍ଟା ସଟଡାଉନ୍

ରାୟଗଡ଼ା: ୨୪ ଘଣ୍ଟାରେ ୧୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାୟଗଡ଼ା ଜିଲ୍ଲାରେ ୭୨ ଘଣ୍ଟିଆ ସଟଡାଉନ୍ ଘୋଷଣା । ସମ୍ପୂର୍ଣ୍ଣ ସଟଡାଉନରେ ରହିବ ଜିଲ୍ଲା । ଏନେଇ ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାସହ ତିନି ଦିନ ବନ୍ଦ ରହିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଗୋଟିଏ ଦିନରେ…