Latest Odisha News

ବିଶାଳ ଦେବଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ଆଇଏଏସ୍ ବିଶାଳ ଦେବଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ । ତାଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୫ ତାରିଖରୁ ସେ ଏହି ଦାୟିତ୍ୱ ନେବେ । କ୍ରୀଡା ଓ ଯୁବ ସେବା ସହ ସେ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏହି ବିଭାଗ…

ଓଡିଶା ଅଗ୍ନିଶମ ସେବା ପୋର୍ଟାଲ ଉନ୍ମୋଚିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶା ଅଗ୍ନିଶମ ସେବା ବିଭାଗର ଅନଲାଇନ ପୋର୍ଟାଲକୁ ଉନ୍ମୋଚନ କରିଛନ୍ତି । ପୋର୍ଟାଲ ଜରିଆରେ ଅନଲାଇନରେ ବିଭିନ୍ନ ବର୍ଗର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଦିଆଯିବ । ଏହା ଦ୍ୱାରା ବିଭାଗର ଦକ୍ଷତା ବୃଦ୍ଧି, କାମରେ ଟ୍ରାନ୍ସପାରେନସି ସହ…

୨ଜି ସେବା ବନ୍ଦ କରି ଆଗକୁ ବଢିବା ନେଇ ଜରୁରୀକାଳୀନ ନୀତିଗତ ପଦକ୍ଷେପ ପାଇଁ ମୁକେଶ ଅମ୍ବାନିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଦୀର୍ଘ ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ୨ଜି ମୋବାଇଲ୍ ସେବାକୁ ବନ୍ଦ କରି ଆଗକୁ ବଢିବା ସହିତ ତାହାକୁ ଇତିହାସ ପୃଷ୍ଠାରେ ସ୍ଥାନ ଦେବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁକେଶ ଅମ୍ବାନି ଆହ୍ୱାନ ଦେଇଛନ୍ତି । ଆଜିକୁ ୨୫ ବର୍ଷ ପୂର୍ବେ ଭାରତରେ…

ବିନା ଟେଷ୍ଟ ରିପୋର୍ଟରେ ପୁରୀକୁ ପ୍ରବେଶ ମନା

ପୁରୀ : ଅଗଷ୍ଟ ମାସରେ ରାଜ୍ୟ ସରକାର ଲଗାଇଥିବା କଟକଣାକୁ ପୁରୀ ଜିଲ୍ଲାରେ ବି ବଳବତ୍ତର ରହିବ । ତେବେ ଜିଲ୍ଲାକୁ ପ୍ରବେଶ କରୁଥିବା ବାହାରର ବ୍ୟକ୍ତିଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ନେଗେଟିଭ୍ ନ ଥିଲେ ସେମାନଙ୍କୁ ଜିଲ୍ଲା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଆଜି ଏ ନେଇ ସୂଚନା…

ଭାରତରେ ଲଞ୍ଚ ହେଲା ହନର ମ୍ୟାଜିକ୍ ବୁକ୍ ୧୫ ଲାପଟପ୍, ୮ଜିବି ରାମ୍ ସହ ପପ୍ଅପ୍ କ୍ୟାମେରା

ନୂଆଦିଲ୍ଲୀ: ହନର ଭାରତରେ ଏହାର ପ୍ରଥମ ଲାପଟପ୍ ହନର ମ୍ୟାଜିକ୍ ବୁକ୍ ୧୫ ଲଞ୍ଚ କରିଛି | ଏହି ହନର ଲାପଟପ୍ ରେ AMD Ryzen 3000 ସିରିଜ୍ CPU ଏବଂ ଭେଗା ଗ୍ରାଫିକ୍ସ କାର୍ଡ ଅଛି | ପ୍ରି ଇଷ୍ଟଲ ୱିଣ୍ଡୋଜ୍ ଏହି ଲାପଟପ୍ ରେ ମିଳିବ | ବିଶେଷ କଥା ହେଉଛି ଏହି ଲାପଟପ୍ ରେ ପୂର୍ଣ୍ଣ ଏଚଡ଼ି…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ରିୟା, ଜାଣନ୍ତୁ କ’ଣ କହିଲେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୪୫ ଦିନ ବିତିଗଲାଣି । ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନି । ଏହାରି ଭିତରେ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସଫେଇ…

ଅକ୍ସିଜେନ୍ ନ ମିଳିବାରୁ କୋଭିଡ ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ଶୁକ୍ରବାର ଦିନ ଚିକିତ୍ସାରେ ବିଳମ୍ବ ହେତୁ କୋଭିଡ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ପଙ୍କଜ ବେହେରା ନାମକ ଜଣେ ରୋଗୀଙ୍କୁ ଠିକ୍ ସମୟରେ ଅମ୍ଳଜାନ ଯୋଗାଇ ନ ଦେଇଥିବାରୁ ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଝଟପଟ ହେବା…

ରାଜ୍ୟ ସରକାରଙ୍କ ଅଗଷ୍ଟ ମାସ ଗାଇଡଲାଇନ, ଜାଣନ୍ତୁ କଣ ଖୋଲା, କଣ ରହିବ ବନ୍ଦ

ଭୁବନେଶ୍ୱର: ଅଗଷ୍ଟ ମାସ ପାଇଁ କୋଭିଡ୍ ଗାଇଡଲାଇନ ଜାରି କରିଛନ୍ତି ସରକାର । ଅଗଷ୍ଟ ୩୧ ଯାଏଁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ। ଏହି ସମୟରେ ମନ୍ଦିର ଭିତରେ ଧାର୍ମିକ ପରମ୍ପରା ଚାଲିବ ହେଲେ ସାଧାରଣ ଭକ୍ତଙ୍କୁ ମନ୍ଦିର ଯିବା ମନା । ଅଗଷ୍ଟ ୩୧ ଯାଏଁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ…

ଓଡିଶାରୁ ସୁସ୍ଥ ହେଲେ ୭୭୨ କରୋନା ରୋଗୀ; ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨୦ ହଜାର ପାର୍

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୭୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୭୭୨ ଜଣଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ,…

କରୋନାକୁ ବଳିଗଲା ମାଟ୍ରିକ୍ ମାର୍କ ଚିନ୍ତା !

ମୟୂରଭଞ୍ଜ: ଦେଶ ତଥା ରାଜ୍ୟବ୍ୟାପି କରୋନାର କହର ଜାରି ରହିଥିଲାବଳେ ମାଟ୍ରିକ୍ ପରୀକ୍ଷାରେ କମ୍ ମାର୍କ ରଖି ଆତ୍ମହତ୍ୟା କରିଛନ୍ତି ଜଣେ ୧୫ ବର୍ଷୀୟ ଛାତ୍ରୀ । ମାଟ୍ରିକ୍ ପରୀକ୍ଷାରେ ଆଶାନୁରୂପ ମାର୍କ ନ ରହିବାରୁ ଗୁରୁବାର ମୟୂରଭଞ୍ଜରେ ଜଣେ ଛାତ୍ରୀ ଜୀବନ ହାରିଛନ୍ତି । ଘରେ କେହି…