Latest Odisha News

BREAKING NEWS

ପାକିସ୍ତାନ ମନ୍ତ୍ରୀଙ୍କୁ କେଜରିୱାଲଙ୍କ ଉତ୍ତର; ମୋଦୀ ମୋର ମଧ୍ୟ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ପାକିସ୍ତାନ ମନ୍ତ୍ରୀଙ୍କ ଟ୍ୱିଟ ର କଡା ଜବାବ ଦେଇଛନ୍ତି ଅରବିନ୍ଦ କେଜରିୱାଲ । नरेंद्र मोदी जी भारत के प्रधानमंत्री है। मेरे भी प्रधानमंत्री है। दिल्ली का चुनाव भारत का आंतरिक मसला है और हमें आतंकवाद के सबसे…

ଦିଲ୍ଲୀ ନିର୍ବାଚନ: ସ୍କୁଲ, ମୋଦି, ଶାହୀନବାଗକୁ ନେଇ ରାଜନୀତି

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ପ୍ରତ୍ୟେକ ଦଳର ପ୍ରଚାର ଜୋର ଧରିଛି । ଏହି ପ୍ରଚାରର ରଣନୀତି ନେଇ ପ୍ରତ୍ୟେକ ଦଳ ମୈଦାନକୁ ଓହ୍ଲାଇଛନ୍ତି । ବିଜେପିର ପ୍ରଚାରକୁ ଅନୁଧ୍ୟାନ କଲେ ଅମିତ ଶାହ ପ୍ରତ୍ୟେକ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମକୁ ଗୁରୁତ୍ୱ ଦେଉଛନ୍ତି ।…

ସ୍ଥଗିତ ରହିଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ !

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ତାରିଖ ପୁଣି ଘୁଞ୍ଚିଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ରାୟ ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ । ଦୋଷୀ ବିନୟ ଫାଶୀ ତାରିଖକୁ…

ତାରାତାରିଣୀ ପୀଠରେ ୫ଟି’ ସଚିବ; ଅନୁଧ୍ୟାନ କଲେ ବିକାଶମୂଳକ କାର୍ଯ୍ୟ

ବ୍ରହ୍ମପୁର: ଓଡିଶା ମୁଖ୍ୟମନ୍ତ୍ରୀଙ୍କ ୫ଟି’ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ ନିକଟ କୁମାରୀ ପାହାଡରେ ଥିବା ତାରାତାରିଣୀ ପୀଠ ପରିଦର୍ଶନ କରିଛନ୍ତି । ଏଥିସହିତ ସେ ମନ୍ଦିରର ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ ମଧ୍ୟ କରିଛନ୍ତି ।…

ଚତୁର୍ଥ ଟି-୨୦ ମଧ୍ୟ ସୁପର୍ ଓଭରରେ ନିର୍ଣ୍ଣୟ ହେଲା; ଜିତିଲା ଭାରତ

ୱେଲିଂଟନ: ଚତୁର୍ଥ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବିନିମୟରେ କରିଥିଲା ୧୬୫ ରନ । ଏହାର ଜବାବରେ ନ୍ୟୁଜିଲାଣ୍ଡ ୧୬୬ ରନ କରିନପାରି ୭ଟି ୱିକେଟ ହରାଇ କରିଥିଲା ୧୬୫ ରନ । ପୂର୍ବ ହାମିଲଟନ୍ ମ୍ୟାଚ୍ ପରି ସୁପର୍ ଓଭରରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ।…

ଆଦିବାସୀ ମେଳାର ପଞ୍ଚମ ସଂଧ୍ୟା: ଜନଜାତି କଳାକାରଙ୍କ ପାରମ୍ପରିକ ନୃୃତ୍ୟରେ ମେଳା ପରିସର ପ୍ରକମ୍ପିତ

ଭୁବନେଶ୍ୱର: ଆଦିବାସୀ ମେଳାର ପଞ୍ଚମ ଦିବସରୁ ଆରମ୍ଭ ହୋଇଛି ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ । ନାଗାଲାଣ୍ଡ, ମିଜୋରାମ, ସିକିମ, ଆସାମ, ଛତିଶଗଡ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ହିମାଚଳପ୍ରଦେଶ ସହିତ ଓଡିଶାର ଜନଜାତି କଳାକାରଙ୍କ ପାରମ୍ପରିକ ନୃୃତ୍ୟରେ ମେଳା ପରିସର ପ୍ରକମ୍ପିତ ହୋଇଛି…

ଐତିହାସିକ ଧଉଳି ପାହାଡର ପାଦ ଦେଶରେ ଆୟୋଜିତ ହେଉଛି ଧଉଳି କଳିଙ୍ଗ ମହୋତ୍ସବ

ଭୁବନେଶ୍ଵର: ଓଡିଶା ସରକାରଙ୍କର ରାଜ୍ୟ ପର୍ଯ୍ୟଟନର ବିଶ୍ଵ ବ୍ୟାପି ପ୍ରଚାର, ପ୍ରସାର ଓ ବିକାଶ ଉଦ୍ଦେଶ୍ୟ ନେଇ କାର୍ଯ୍ୟରତ । ଓଡିଶାକୁ ବିଶ୍ଵ ମାନଚିତ୍ରରେ ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟା କରି ଆସୁଅଛନ୍ତି । ବିଶେଷ କରି…

ମହିଳା ବସ ଯାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲେ କମିଶନରେଟ ପୋଲିସ

ଭୁବନେଶ୍ୱର: ବସରେ ଯାତ୍ରା କରୁଥିବା ମହିଳାଙ୍କ ସହାୟତା ନିମନ୍ତେ କମିଶନରେଟ ପୋଲିସ ଶୁକ୍ରବାର ଦିନ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି । ଯାତ୍ରା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କଲେ ମହିଳା ଯାତ୍ରୀମାନେ ନିମ୍ନ ନମ୍ବରରେ ସମ୍ପର୍କ କରିପାରିବେ । ୧୦୦,…

ବହୁ ପ୍ରତୀକ୍ଷିତ ଆନନ୍ଦପୁର ବ୍ୟାରେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆନନ୍ଦପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ଆନନ୍ଦପୁର ବ୍ୟାରେଜ୍‌ର ଲୋକାର୍ପଣ କରିଛନ୍ତି । ପ୍ରାୟ ୪୭୫କୋଟି ଟଙ୍କା ବ୍ୟୟରେ ବୈତରଣୀ ନଦୀ ଉପରେ ନିର୍ମିତ ହୋଇଥିବା ଏହି ବ୍ୟାରେଜ୍ ହେବା ଫଳରେ ଅଞ୍ଚଳ ବାସୀଙ୍କ ବହୁ ଦିନର ଅଞ୍ଚଳବାସୀଙ୍କର ସ୍ବପ୍ନ…

ଓଡ଼ିଶାରେ କରୋନା ଆତଙ୍କ: ଏସସିବିରେ ଭର୍ତ୍ତି ହେଲେ ମେଡ଼ିକାଲ ଛାତ୍ର

ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ଏହା ନିଜର କାୟା ଓଡ଼ିଶା ରାଜ୍ୟରେ ମଧ୍ୟ ବିସ୍ତାର କରିଛି । ଏହି ମାରାତ୍ମକ ଭାଇରସର ଆକ୍ରାନ୍ତରେ ଚୀନରେ ୨୦୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଭାରତର କେରଳା ଠାରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ…