Latest Odisha News

BREAKING NEWS

୪ଟି ଜିଲ୍ଲା ଓ ରାଉରକେଲା ମ୍ୟୁନିସପାଲଟିରେ ସାପ୍ତାହିକ ସଟ୍‌ଡାଉନ୍

ଭୁବନେଶ୍ୱର: ରାଜ୍ୟର ୪ଟି ଜିଲ୍ଲା ଓ ଗୋଟିଏ ମ୍ୟୁନିସପାଲଟିରେ ଜାରି ହୋଇଛି ସାପ୍ତାହିକ ସଟଡାଉନ୍ । ଖୋର୍ଦ୍ଧା, ଗଂଜାମ, ଗଜପତି, କଟକ ଓ ରାଉରକେଲା ମ୍ୟୁନିସପାଲଟିରେ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ୍ ରହିବ । ଏନେଇ ଆଜି ସରକାର ଗାଇଡାଲଇନ୍ ଜାରି କରିଛନ୍ତି। ଏହି ୪ଟି ଜିଲ୍ଲାରେ…

ରାତି ୯ରୁ ସକାଳ ୫ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର: କେନ୍ଦ୍ର ସରକାର ଦେଶରୁ ନାଇଟ୍ କର୍ଫ୍ୟୁ ହଟାଇଥିଲେ ବି ରାଜ୍ୟରେ କିନ୍ତୁ ଏହା ଜାରି ରହିବ । ଅର୍ଥାତ ସାରା ରାଜ୍ୟରେ ରାତ୍ରି କଟକଣାକୁ ଜାରି ରଖିଛନ୍ତି ସରକାର । ପ୍ରତିଦିନ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଲାଗୁ ହେବ । ଏହି ସମୟରେ ସମସ୍ତ ପ୍ରକାରର ଗମନାଗମନ ବନ୍ଦ ରହିବ…

ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ସହ ଆଉ ୨ଟି ଟ୍ରେନ ସେବା ଅଗଷ୍ଟ ୧୨ ଯାଏଁ ବୃଦ୍ଧି

ଭୁବନେଶ୍ୱର: ୦୨୮୬୧/୦୨୮୬୨ ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ସେବାକୁ ଅଗଷ୍ଟ ୧୨ ତାରିଖ ଯାଏଁ ବୃଦ୍ଧି କରାଯିବା ସହ ଆଉ ୨ଟି ସ୍ପେଶାଲ ଟ୍ରେନ୍ ସେବା ଅବଧିକୁ ବଢାଯାଇଛି । ଏହି ଟ୍ରେନ ଅଗଷ୍ଟ ମାସ ୩ ତାରିଖରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ରାଉରକେଲା…

ସାବଧାନ, ମାସ୍କ ନ ପିନ୍ଧିଲେ ଦେବେ ୫ ହଜାର ଯାଏଁ ଫାଇନ୍‌

ଭୁବନେଶ୍ୱର: ଏଣିକି ମାସ୍କ ନ ପିନ୍ଧିଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ । ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଯଦି ଏହି ନିୟମ ଉଲ୍ଲଘଂନ ହୁଏ ତେବେ ପ୍ରଥମ ଦୁଇ ଥର ଏକ ହଜାର ଫାଇନ୍ ଦେବାକୁ ପଡିବ । ପରେ ୫ ହଜାର ଟଙ୍କ ଫାଇନ୍ ଦେବାକୁ ପଡିବ । ଏନେଇ ଆଜି ସାମ୍ବାଦିକ…

ଚାଇନା କମ୍ପାନୀ ଫୋନ ଛାଡ, ବର୍ତ୍ତମାନ ଏହି କମ୍ପାନୀଗୁଡିକର ଫୋନ୍ ୧୦ ହଜାର ଟଙ୍କାରେ କିଣି ପାରିବେ

ନୂଆଦିଲ୍ଲୀ: ଚାଇନା ସାମଗ୍ରୀ ବହିଷ୍କାର ଅଭିଯାନ ମଧ୍ୟରେ ସ୍ମାର୍ଟଫୋନ ବଜାର ଉପରେ ସର୍ବାଧିକ ପ୍ରଭାବ ପଡିଛି। ଏହାର କାରଣ ହେଉଛି ଜୁନ୍ ପୂର୍ବରୁ ଭାରତୀୟ ବଜାର ଚାଇନାର ମୋବାଇଲ୍ ଫୋନ୍ ଦ୍ୱାରା ସମ୍ପୁର୍ଣ୍ଣ ଭାବରେ ଅକ୍ତିଆର ରେ ଥିଲା। ବର୍ତ୍ତମାନ ଚାଇନିଜ୍ ବଏକଟ୍ ଅଭିଯାନ ମଧ୍ୟରେ ଆମେ…

ବିଷାକ୍ତ ମଦ ନେଲା ୨୧ ଜଣଙ୍କ ଜୀବନ

ଅମୃତସର: ବିଷାକ୍ତ ମଦ ପିଇ ଗଲା ୨୧ ଜଣଙ୍କ ଜୀବନ । ପଂଜାବର ଅମୃତସର, ବଟାଲା ଓ ତରନତାରନରେ ଭେଜାଲ ମଦ ପିଇ ୨୧ ଜଣଙ୍କ ଜୀବନ ଯାଇଛି । ଏହି ମାମଲାରେ ପୋଲିସ ବିଷାକ୍ତ ମଦ ବିକ୍ରି କରୁଥିବା ଅଭିଯୋଗରେ କିଛି ବେପାରୀଙ୍କୁ ଗିରଫ କରିଛି । ଏହାସହ ତାରାସିକ୍ ଥାନା ଆଇଆଇସିଙ୍କୁ ସସପେଣ୍ଡ କରାଯାଇଛି…

ଟାଇମ୍‌ସ ଇଞ୍ଜିନିୟରିଂ ର‌୍ୟାଙ୍କିଙ୍ଗ ସର୍ଭେରେ ଦେଶରେ ୨୩ତମ ସ୍ଥାନ ହାସଲ କଲା ଆଇଟିଇଆର୍

ଭୁବନେଶ୍ୱର: ଟାଇମ୍ସ ଇଞ୍ଜିନିୟରିଂ ର‌୍ୟାଙ୍କିଙ୍ଗ ସର୍ଭେ ୨୦୨୦ ଅନୁଯାୟୀ ଦେଶରେ ୨୩ ତମ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡଟେକ୍ନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)। ଆଇଆଇଟି-ଭୁବନେଶ୍ୱର…

ପ୍ରଥମେ ଆହତ, ପରେ ଚୋରି ଆଉ ଏବେ କରୋନାରେ ସଂକ୍ରମିତ !

ନାଗପୁର: ଏକ ବିିଚିତ୍ର ଘଟଣାରେ ଜଣେ ପରିବା ବିକାଳୀ କରୋନାରେ ସଂକ୍ରମିତ ହୋଇଛନ୍ତି । ମଦ ନିଶାରେ ଆହତ ହୋଇ ପରିବା ବିକାଳୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ହସ୍ପିଟାଲରୁ ଏକ ସାମଗ୍ରୀ ଚୋରି କରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ ସେହି…

କରୋନା ଆକ୍ରାନ୍ତ ମୃତ ଶିଶୁପୁତ୍ରକୁ ଧରି ହସ୍ପିଟାଲରୁ ବାପା-ମା’ ଫେରାର

କଟକ: ହସ୍ପିଟାଲରୁ କରୋନା ଆକ୍ରାନ୍ତ ମୃତ ଶିଶୁପୁତ୍ର ଧରି ବାପା-ମା’ ଚମ୍ପଟ । କଟକ ଶିଶୁ ଭବନରେ ଘଟିଛି ଏଭଳି ଘଟଣା । ହସ୍ପିଟାଲରେ କଡା ସୁରକ୍ଷା ସତ୍ତ୍ୱେ ବାପା-ମା’ ମୃତ ଶିଶୁ ଧରି ଫେରାର ହୋଇଯାଇଛନ୍ତି । ଏନେଇ ଲାଲବାଗ ଥାନାରେ ହସ୍ପିଟାଲ ପକ୍ଷରୁ ଅଭିଯୋଗ ହୋଇଛି। ସୂଚନା ମୁତାବକ,…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ଅର୍ଥ ହେରଫେର୍ କେସ୍ ଦାଏର କଲା ଇଡି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ମୋଡ ନେଉଛି । ଏହି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମନି ଲଣ୍ଡରିଂ ତଥା ଅର୍ଥ ହେରଫେର୍ ନେଇ ଏକ ମାମଲା ଦାଏର କରାଯାଇଛି। ବିହାର ପୋଲିସ ଦ୍ୱାରା ଦାଏର…