ୟୁରୋପୀୟ ସଂସଦରେ ସିଏଏ ବିରୋଧୀ ପ୍ରସ୍ତାବ: ମାର୍ଚ୍ଚକୁ ଘୁଞ୍ଚିଲା ଭୋଟିଂ
ଲଣ୍ଡନ: ଭାରତର ନାଗରିକତା ସଂଶୋଧନ ଆଇନ ମାମଲାରେ କୁଟନୈତିକ ବିଜୟ ହୋଇଛି । ନାଗରିକତା ସଂଶୋଧନ ଆଇନ ଭାରତରେ ଚହଳ ପକାଇଥିବାବେଳେ ଏହା ୟୁରୋପୀୟ ସଂସଦକୁ ପହଂଚିଯାଇଛି ।
ୟୁରୋପୀୟ ସଙ୍ଘର ବିଦେଶ ବ୍ୟାପାର ବିଭାଗର ଉଚ୍ଚ ପ୍ରତିନିଧି ଯୋସେଫ ବୋରେଲ ‘ରାୟସିନା କାର୍ୟ୍ୟକ୍ରମ’ ପାଇଁ ଭାରତ…