ବଜେଟ ୨୦୨୦: ବଜେଟ ଉପସ୍ଥାପନା ଦିନ ଖୋଲା ରହିବ ବମ୍ବେ ଷ୍ଟକ ଏକ୍ସଚେଞ୍ଜ
ନୂଆଦିଲ୍ଲୀ: ଫେବୃଆରୀ ୧ ଶନିବାରକୁ ଆଗତ ହେବ ଦେଶର ସାଧାରଣ ବଜେଟ ଆଉ ଏହି ବଜେଟ ଦିନରେ ଶେୟାର ବଜାର ରେ ମଧ୍ୟ କାରବାର ହେବ । ବମ୍ବେ ଷ୍ଟକ ଏକ୍ସଚେଞ୍ଜ । ଏଥିପାଇଁ ଏକ ଅଧିସୂଚନା ଜାରିକରିଛି । ଶେୟାର ବଜାରରେ କେବଳ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ କାରବାର ହୋଇଥାଏ । ଶନିବାର ଓ…