Latest Odisha News

BREAKING NEWS

ବୌଦ୍ଧରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ପ୍ରଜା ସଂଗ୍ରାମ ସମିତି ପକ୍ଷରୁ ମଙ୍ଗଳବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା-ବଲାଙ୍ଗୀର ଓସାରିଆ ରେଳପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି ପକ୍ଷରୁ ୩ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୨୧-୧-୨୦୨୦ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୨୧ ରିଖ ମଙ୍ଗଳବାର ମକର ୭ଦିନ ମାଘମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥି ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଖାରଜ ହେଲା ଦୋଷୀ ପୱନର ପିଟିସନ

ନୂଆଦିଲ୍ଳୀ: ବିଫଳ ହେଲା ନିର୍ଭୟା ଦୋଷୀ ପୱନର ଶେଷ ଚେଷ୍ଟା । ସୋମବାର ସୁପ୍ରିମକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ପୱନ ଗୁପ୍ତାର ସ୍ପେଶାଲ ଲିଭ ପିଟିସନକୁ ଖାରଜ କରିଦେଇଛନ୍ତି । ୨୦୧୨ ଗୁଣଦୁଷ୍କର୍ମ ଘଟଣା ବେଳେ ସେ ନାବାଳକ ଥିଲା ବୋଲି ପୱନର ଓକିଲ କୋର୍ଟରେ ଆବେଦନ…

ବିଜେପି ସଭାପତି ଭାବେ ଦାୟିତ୍ୱ ନେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ବିଜେପିର ନୂଆ ସଭାପତି ଭାବେ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା। ଅମିତ ଶାହା, ରାଜନାଥ ସିଂହଙ୍କ ଉପସ୍ଥିତିରେ ରାଧା ମୋହନ ସିଂହ ତାଙ୍କ ନାମ ଉପରେ ମୋହର ମାରିଛନ୍ତି । ବିଜେପି ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ…

ଚାଷୀ ହିଁ ଦେଶ ଓ ଅର୍ଥନୀତିର ପ୍ରକୃତ ଶକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଜନତା ମଇଦାନ ଠାରେ ‘କୃଷି ଓଡିଶା ୨୦୨୦’ର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି “ଆମେ ଚାହୁଁଛୁ ମୋ ରାଜ୍ୟରେ ଚାଷୀ ସମ୍ମାନର ସହ ବଞ୍ଚି ରହୁ । ନୂଆ ନୂଆ ବୈଷୟିକ କୌଶଳ ପ୍ରୟୋଗ କରି…

ଗୁଗୁଲର ନୂଆ ସେବା ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’; ଛଅ ଘଣ୍ଟା ପୂର୍ବରୁ କରିବ ପାଣିପାଗର ସୂଚନା !

ଭୁବନେଶ୍ୱର: ଗୁଗୁଲ ସବୁବେଳେ କିଛି ନୂଆ ନୂଆ ଟେକ୍ନୋଲୋଜି କୁ ଦିନକୁ ଦିନ ନୂଆ ନୂଆ ପ୍ରଣାଳୀରେ କିଛି କରିବାରେ ଲାଗିଛି | ନିକଟରେ କ୍ୟାନ୍ସର ଭଳି ମାରାତ୍ମକ ରୋଗର ସଠିକ ଚିହ୍ନଟ କରିବାରେ ଚର୍ଚ୍ଚା ରେ ଥିଲାବେଳେ ଏବେ ଆଉ ଗୋଟେ ନୂଆ ଟେକ୍ନୋଲୋଜି ଆଣିବାକୁ ଯାଉଛି | କମ୍ପାନୀ ଦାବୀ କରିଛି ଯେ…

ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଭୂମିକା..

ଭୁବନେଶ୍ୱର: ଭାରତକୁ ସ୍ୱାଧୀନତା ପ୍ରଦାନ କରିବାରେ ଯେଉଁ କେତେଜଣ ସଂଗ୍ରାମୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ସୁଭାଷ ଚନ୍ଦ୍ର ବୋଷ । ଯିଏକି ଜନମାନସରେ ନେତାଜୀ ଭାବେ ଖୁବ୍ ପରିଚିତ ଥିଲେ । ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ ଠାରୁ ଏହି…

ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି; ଏଭଳି କାହିଁକି କହିଥିଲେ ସୁଭାଷ ଚନ୍ଦ୍ର ବୋଷ

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରେ ଅଗ୍ରଣୀ ତଥା ଓଡିଶାର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷଙ୍କୁ କିଏବା ନଜାଣେ । ତାଙ୍କର ବଳିଷ୍ଠ ନେତୃତ୍ୱ ଲାଗି ସେ ଦେଶ ତଥା ଦେଶ ବାହାରେ ଖୁବ୍ ପରିଚିତ । ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକ ଜିଲ୍ଲା ଓଡିଆ ବଜାର ଠାରେ…

କେନ୍ଦ୍ରୀୟ ବଜେଟ ୨୦୨୦: ମୋଦୀ ସରକାରଙ୍କ ଠାରୁ କିଛି ସମ୍ଭାବନା ଆଶାରେ ମଧ୍ୟମ ବର୍ଗ

ମୋଦୀ ସରକାର ନିଜର ବଜେଟ ଏକ ଫେବୃଆରୀ କୁ ଆଗତ କରିବେ | ଏହି ବଜେଟରୁ ଲୋକଙ୍କୁ ବହୁତ କିଛି ଆଶା କରାଯାଉଛି | ମଧ୍ୟମିତ ସରକାରୀ ଚାକିରିଆଙ୍କ ପାଇଁ ଇନକମ ଟ୍ୟାକ୍ସ ରିହାତି ଅଶକରାଯାଉଛି | ବ୍ୟାପାରୀମନେ ମଧ୍ୟ ଚାହୁଁଛନ୍ତି ଯେ ସରକାର ଟ୍ୟାକ୍ସ ରେ ରିହାତି ଦେବେ ବୋଲି | ସାଧାରଣ ଲୋକଙ୍କୁ ଏହି…

ଅଖତରଙ୍କ ରେକର୍ଡ ଭାଙ୍ଗିଲେ ପଥିରାନା !

ଶ୍ରୀଲଙ୍କା କ୍ରିକେଟ ଟିମର ଯୁବ ବୋଲର ମଥିଶୀ ପଥିରାନା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ରିପୋର୍ଟ ମୁତାବକ ୧୭ ବର୍ଷୀୟ ପଥିରାନା ଭାରତ ଟିମ୍ ବିରୋଧରେ ଗୋଟିଏ ବଲ ୧୭୫ କିଲୋମିଟର ପ୍ରତି ଘଂଟାରେ ପକାଇଥିଲେ । ଯାହା କି ଏକ ରେକର୍ଡ । ୧୭ ବର୍ଷ…