Latest Odisha News

BREAKING NEWS

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଟ୍ରେଲର ରିଲିଜ

ମୁମ୍ବାଇ: ରିଲିଜ ହୋଇଛି ଆୟୁଷମାନ ଖୁରାନାଙ୍କ ଅପକମିଂ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଟ୍ରେଲର । ଏହା ଏକ କମେଡି ଭିତ୍ତିକ ଫିଲ୍ମ । ଏହି ଫିଲ୍ମ ମାଧ୍ୟମରେ ଆୟୁଷ୍ମାନ ସମାଜକୁ ପୁଣି ଏକ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । ସମଲିଙ୍ଗି ସମ୍ପର୍କ ଉପରେ ଆଧାରିତ ଏହି…

କୃଷକ ଲୁକ୍‌ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ; ପ୍ରଶଂସା କଲେ ଉପ-ରାଷ୍ଟ୍ରପତି

ଚେନ୍ନାଇ: କୃଷକ ଗେଟ୍‌ଅପ୍‌ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ । ହାତରେ ଦା ଓ ଧାନ ଗଛ ଧରି ଚାଷ ଜମିରେ ଠିଆ ହୋଇଛନ୍ତି ମୁଖ୍ୟମନ୍ତ୍ରୀ କେ.ପଲାନିସ୍ୱାମୀ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରବିବାର କେ.ପଲାନିସ୍ୱାମୀଙ୍କ…

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ମ୍ୟାଚରେ ବେଟିଂ କରି ଓଡିଆ ଯୁବକ ଅଟକ

ବାଲେଶ୍ୱର: ବେଙ୍ଗାଲୁରୁରେ ଶନିବାର ଦିନ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆ ମ୍ୟାଚରେ ବେଟିଂ ଲଗାଇବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହରର ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ପ୍ରାପ୍ତ ସୂଚନାନୁଯାୟୀ ପୋଲିସ ଜଳେଶ୍ୱର ସ୍ଥିତ ଗ୍ୟାରେଜ୍ ବଜାରରେ ଚଢାଉ କରିବା ସହ…

ପରୀକ୍ଷାକୁ ବିରୋଧ; ରାସ୍ତାକୁ ଓହ୍ଲାଇଲେ ବିଜେବି ସମେତ ବିଭିନ୍ନ କଲେଜ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ୨ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ କରି ତେଜୁଛି ନିଆଁ । ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏବେ ଏକାଠି ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । କଲେଜ ଆଗରେ ବିକ୍ଷୋଭ ପ୍ରଦଶର୍ନ କରିବା ସହ ଟାୟର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।…

ସେନା ଗୁଳିରେ ନିପାତ ହେଲେ ୩ କୁଖ୍ୟାତ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେନା ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଉକ୍ତ ଅଚଂଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସୋମବାର ସକାଳୁ ପୁଲୱାମା ଜିଲ୍ଲାର…

ପରୀକ୍ଷା ପେ ଚର୍ଚ୍ଚା: ପିଲାଙ୍କୁ ପରୀକ୍ଷା ଟିପ୍ସ ଦେଲେ ମୋଦି

ନୂଆଦିଲ୍ଲୀ: ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗୁକୁ ପରୀକ୍ଷା ଆସୁଥିବାରୁ ଚାପମୁକ୍ତ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ । #ParikshaPeCharcha "✔️Do not enter the exam hall with any sort of pressure.…

ନିଖୋଜ ନେତାଜୀ; ସୁଭାଷ ବୋଷଙ୍କ ଅନ୍ତର୍ଦ୍ଧାନ ଘଟଣା ଏବେବି ରହସ୍ୟାବୃତ !

ଭୁବନେଶ୍ୱର: ମହାନ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ଏକ ଅସାଧାରଣ ବ୍ୟକ୍ତିତ୍ୱ । ପିଲାଟି ବେଳୁ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ବୁଦ୍ଧି ଓ ବିବେକ ଦ୍ୱାରା ନିଜକୁ ପରିଚାଳିତ କରୁଥିଲେ । ଅସୀମ ସାହସ, ପରାକାଷ୍ଠା ତଥା…

ରାଜ୍ୟର ୧୮ ଜିଲ୍ଲାରେ ଜାରି ରହିବ ଘନ କୁହୁଡି, ଜାଣନ୍ତୁ କେଉଁସବୁ ସ୍ଥାନ

ଭୁବନେଶ୍ୱର: ଆଗାମୀ ୨ ଦିନ ଯାଏଁ ଓଡିଶାର ପ୍ରାୟ ୧୮ଟି ଜିଲ୍ଲାରେ ଘନ କୁହୁଡି ଜାରି ରହିବ ବୋଲି ସୋମବାର ଦିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଜଳବାୟୁରେ ପର୍ଯ୍ୟାପ୍ତ ପରିମାଣର ଆର୍ଦ୍ରତା ହେବାଯୋଗୁଁ ଆଗାମୀ ୪୮ ଘଣ୍ଟା ତଥା ଜାନୁଆରୀ ୨୨ ତାରିଖ…

ପୁରୀରେ ଭିକ୍ଷାବୃତ୍ତି କରୁଥିଲେ ଡିଗ୍ରୀ ଧାରୀ ଭିକ୍ଷୁକ; ଏବେ ଫେରିଲେ ଘରକୁ..

ପୁରୀ: ପୁରୀରେ ଭିକ୍ଷାବୃତ୍ତି କରି ପେଟ ପୋଷୁଥିôବା ଗିରିଜା ଶଙ୍କର ମିଶ୍ରଙ୍କ ସମ୍ପର୍କରେ ଗଣମାଧ୍ୟମରେ ପ୍ରଚାର ହେବାପରେ ଗତ ରବିବାର ଦିନ ତାଙ୍କ ପରିବାର ସଦସ୍ୟ ଆସି ତାଙ୍କୁ ଘରକୁ ଫେରାଇ ନେଇଛନ୍ତି । ସେ ଜଣେ ବିଟେକ୍ ଡିଗ୍ରୀଧାରୀ ହୋଇଥିଲେ ମଧ୍ୟ ଅନେକ ଦିନ ହେବ ସେ ଭିକ ମାଗୁଥିଲେ ।…

ସାଧାରଣତନ୍ତ୍ର: ତଥାପି ବି ଯିବାକୁ ଅଛି ଅନେକ ଦୂର…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର ଆମ ଦେଶ ଭାରତ ବିଶ୍ୱର ସର୍ବବୃହତ ସାଧାରଣତନ୍ତ୍ର । ଏହା ଆମ ପାଇଁ ଯେତିକି ଗୌରବର ବିଷୟ, ସେତିକି ଆହ୍ୱାନର ବିଷୟ ବି । ସାଧାରଣତନ୍ତ୍ର ତଥା ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ବିପଦ ହେଉଛି, ଏହା ହରଣ ହୋଇଯିବାର ଭୟ ଅଛି ଓ ଏହାର ଆଢ଼ୁଆଳରେ…