Latest Odisha News

BREAKING NEWS

ବିଧାୟକଙ୍କୁ ଲାଗିଲା କାଳିସୀ; ସୋସିଆଲ୍ ମିଡିଆରେ ବଢିଲା ଚର୍ଚ୍ଚା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଏକ ଗ୍ରାମରେ ଜଣେ ବିଧାୟକଙ୍କ ଦେହରେ କାଳିସୀ ଲାଗିବା ଘଟଣା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାପ୍ତ ସୂଚନାନୁଯାୟୀ ଆଠମଲ୍ଲିକ ଆମ୍ବସରମୁଣ୍ଡା ଗ୍ରାମରେ ରବିବାର ଦିନ ଶାମ୍ବ ଦଶମୀ ପୂଜା ଚାଲୁଥିବା ବେଳେ ଏଭଳି ଘଟଣା ଘଟିଥିଲା । ଗଣ୍ଡ…

ନବରଙ୍ଗପୁରରୁ ଉଦ୍ଧାର ହେଲା ଟିଫିନ୍ ବୋମା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ଉଦ୍ଧାର ହୋଇଥିବା ୨ଟି ଟିଫିନ୍ ବୋମାକୁ ସୋମବାର ଦିନ ନିଷ୍କ୍ରୟକାରୀ କରିବା ପାଇଁ ବୋମା ସ୍କ୍ୱାଡ୍ ଟିମ୍ ପ୍ରୟାସ କରୁଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ରାଇଘର ବ୍ଲକ୍ ଅନ୍ତର୍ଗତ ସରଗୁଲି ଗ୍ରାମର ରାସ୍ତାକଡରେ ଜଣେ ଯୁବକ ବୋମା ପଡିଥିବା ଦେଖିଥିଲେ ।…

ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ମିନତି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ପ୍ରସିଦ୍ଧ ଓଡିଶୀ ନୃତ୍ୟାଙ୍ଗନା ଡ. ମିନତି ମିଶ୍ରଙ୍କ ସ୍ୱିଜରଲାଣ୍ଡସ୍ଥିତ ଜୁରିଚରେ ସୋମବାର ଦିନ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଏନେଇ ତାଙ୍କ ପରିବାର ସୁତ୍ରରୁ ପ୍ରକାଶ । ୧୯୨୯ ମସିହାରେ କଟକରେ ଜନ୍ମିତ ଶ୍ରୀମତି ମିଶ୍ର ଖୁବ୍ କମ୍…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା; ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ମହାରାଜ କଂସଙ୍କ ଷଡଯନ୍ତ୍ର

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୬ଷ୍ଠ ଦିନ । ଏହି ଅବସରରେ ଶ୍ରୀକୃଷ୍ଣ-ବଳରାମଙ୍କୁ ମାରିବା ଲାଗି ନିଜ ରଙ୍ଗସଭାରେ ଷଡଯନ୍ତ୍ର କରିଛନ୍ତି ମହାରାଜା କଂସ ଓ ତାଙ୍କ ମନ୍ତ୍ରୀ ପରିଷଦମାନେ । ବିଚଳିତ କଂସ ମହାରାଜ କୃଷ୍ଣ ଓ ବଳରାମଙ୍କୁ ମାରିବା ପାଇଁ ନିଜ ରାଜ ଦରବାରରେ…

ଚିଲିକାରେ ଚଳିତ ବର୍ଷ ବଢିଛି ପକ୍ଷୀ ସଂଖ୍ୟା

ବାଲୁଗାଁ: ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନାନୁଯାୟୀ ପ୍ରାୟ ଦେଢ଼ ଲକ୍ଷ ଅଧିକ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ ଗତବର୍ଷ ଏହି ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୯୬୮ ଥିବା ବେଳେ ଚଳିତ ବର୍ଷ ୧୧ ଲକ୍ଷ ୫ ହଜାର ୪୦କୁ ବୃଦ୍ଧି ପାଇଛି। ଚିଲିକାରେ ପାଖାପାଖି ୧୮୪…

ପୁଣି ଫେରିଲା ଶୀତ, ଦାରିଙ୍ଗିବାଡିରେ ୭ ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଶୀତ ଲହରୀରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ସୋମବାର ଦିନ ଓଡିଶାର ଅଧିକାଂଶ ଭାଗରେ ପାରଦ ହ୍ରାସ ପାଇବା ସହ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ରାଜ୍ୟର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ…

ଜେଇଇ ମେନ୍ ପରୀକ୍ଷା ଲାଗି ଓଡିଶାରୁ ୩୩ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର: ଜେଇଇ ମେନ୍ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସୋମବାର ଦିନ ଅନୁଷ୍ଠିତ ହେଉଥିବା ବେଳେ ଓଡିଶାର ପ୍ରାୟ ୩୩ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଯାଉଛନ୍ତି। ରାଜ୍ୟର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର…

ମୁଖା ପିନ୍ଧି ଜେଏନୟୁରେ ଛାତ୍ରଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ; କ୍ୟାମ୍ପସରେ ପୋଲିସ ମୁତୟନ

ନୂଆଦିଲ୍ଲୀ: ଜବାହାର ଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ରବିବାର ରାତିରେ ମାରଣାସ୍ତ୍ର ସହିତ କିଛି ଦୁର୍ବୃତ୍ତ କିଛି ଛାତ୍ରଙ୍କ ସମେତ ଅଧ୍ୟାପକମାନଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଘଟଣାକୁ ନେଇ ସାରା ଦେଶରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । ଏହି ଘଟଣାକୁ…

ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ: ଭ୍ରମଣ ସହ ପିକନିକର ମଜ୍ଜା ମଧ୍ୟ ଉଠାଇପାରିବେ..

ଭୁବନେଶ୍ୱର : ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ ବାହାରି ପଡନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀକୁ । ରାଜ୍ୟ ଭିତରେ ଏଭଳି କିଛି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୬-୦୧-୨୦୨୦ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୦୬ ରିଖ ସୋମବାର ଧନୁ ୨୨ ଦିନ ପୌଷ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-: ମିଥୁନ…