Latest Odisha News

BREAKING NEWS

‘ଏସବିଆଇ’ ଆଣିଲା ନୂଆ ଟେକ୍ନୋଲୋଜି; ବିନା କାର୍ଡ ଓ କ୍ୟାସରେ କରିପାରିବେ ପେମେଣ୍ଟ !

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ଖାତାଧାରୀଙ୍କ ପାଇଁ ଖୁସି ଖବର । ଛୋଟମୋଟ ପେମେଣ୍ଟ ପାଇଁ ଆଉ କାର୍ଡ ବା ଟଙ୍କା ଦରକାର ନାହିଁ । ଏସବିଆଇ ଏକ ନୂଆ ଟେକ୍ନୋଲୋଜି ଅଣିଛି । ଏହାଦ୍ୱାରା ଯେକୌଣସି ଦୋକାନରୁ ଛୋଟ ମୋଟ ଜିନିଷ କିଣିବାପାଇଁ ନିଜର ଆଙ୍ଗୁଠି ଦ୍ୱାରା ଏହି ପେମେଣ୍ଟ…

ଭାଇଚାରାର ସହର କଟକର ନିଆରା ରଘୁ ଦହିବରା…

କଟକ: ଦହିବରା-ଆଳୁଦମକୁ ଏକ ପାରମ୍ପରିକ ଓଡ଼ିଆ ଖାଦ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶାର ପ୍ରତ୍ୟେକ ସ୍ଥାନରେ ଏହା ଉପଲବ୍ଧ ହୋଇଥାଏ । ତେବେ କଟକର ଦହିବରା ଅନ୍ୟ ସମସ୍ତ ସ୍ଥାନର ଦହିବରା-ଆଲୁଦମ ଠାରୁ ନିଆରା ବୋଲି କୁହାଯାଏ । କଟକ ସହର ଦହିବରା-ଆଳୁଦମ ପାଇଁ ଖ୍ୟାତିଲାଭ କରିଛି ।…

ଗତ ଦଶନ୍ଧିରେ ସବୁଠୁ ଅଧିକ ଆୟ କରିଛନ୍ତି ଏହି ଖେଳାଳି, ଜାଣନ୍ତୁ

ଦୁନିଆର ଦୁଇ ଧୁରନ୍ଧର ଫୁଟବଲ ଖେଳାଳୀ ଅର୍ଜେଟିଂନାର ଲିଓନେଲ ମେସି ଓ ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ଗତ ଦଶନ୍ଧିରେ ୮୦୦୦ କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି  । ୨୦୧୦ରୁ ୨୦୧୯ ମଧ୍ୟରେ ବିଜ୍ଞାପନ, ଦରମା, ପୁରସ୍କାର ରାଶି ପ୍ରଭୃତିରୁ ରୋନାଲ୍ଡୋ ୪୩୭୬ ଓ ମେସି ୪୧୩୦ କୋଟି ଟଙ୍କା ଆୟ…

ପ୍ରତିଷ୍ଠା ଦିବସରେ ‘ପାରାଦୀପ ବନ୍ଦର’ ସମ୍ପର୍କରେ ଜାଣନ୍ତୁ କିଛି ରୋଚକ କଥା…

ପାରାଦୀପ ବନ୍ଦର। ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ଏକ କୃତ୍ରିମ ବନ୍ଦର । ଏହା ମହାନଦୀ ଓ ବଙ୍ଗୋପସାଗରର ମିଳନସ୍ଥଳୀରେ ଅବସ୍ଥିତ। ଏହି ବନ୍ଦର ଦେଇ ମୁଖ୍ୟତଃ ଲୌହପଥର ଓ କୋଇଲା ରପ୍ତାନୀ କରାଯାଉଥିଲା ବେଳେ ରାଜ୍ୟରେ ଅବସ୍ଥିତ ଇସ୍ପାତ କାରଖାନା ନିମନ୍ତେ କୋକିଙ୍ଗ କୋଇଲା ତଥା ସାର କାରଖାନା…

ବିଶ୍ୱନାଥ ପଣ୍ଡିତଙ୍କ ଆଜି ଜନ୍ମଜୟନ୍ତୀ; ଜାଣନ୍ତୁ ତାଙ୍କ ଅକୁହା ସଂଗ୍ରାମର କାହାଣୀ ସମ୍ପର୍କରେ…

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଜଣେ ଶ୍ରମିକ ନେତାଭାବେ ପରିଚିତ ବିଶ୍ୱନାଥ ପଣ୍ଡିତଙ୍କର ଆଜି ହେଉଛି ୧୦୧ତମ ଜନ୍ମଦିନ । ୧୯୧୯ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । କୁହାଯାଏ, ତାଙ୍କର ପୂର୍ବପୁରୁଷ ଥିଲେ କାଶ୍ମୀର ପଣ୍ଡିତ ଏବଂ ପରେ ସେମାନେ କଟକ ଆସି ସ୍ଥାୟୀ…

ଇରାକ ଉପରେ ଆମେରିକାର ଏୟାରଷ୍ଟ୍ରାଇକ: ୭ ମୃତ

ବାଗଦାଦ: ଇରାକର ରାଜଧାନୀ ବଗଦାଦ ଉପରେ ଆମେରିକା କରିଛି ଏୟାରଷ୍ଟ୍ରାଇକ । ବଗଦାଦର ବିମାନବନ୍ଦର ଉପରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକୀୟ ସେନା । ଏହି ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ଏଅନଆଇର ଏକ ରିପୋର୍ଟରେ ପ୍ରକାଶ । Iran's Quds Force chief Qassim…

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ନୂଅ।।ଗାଁ ଥାନା ଅନ୍ତର୍ଗତ ବୁରଡାମାହା ଗ୍ରାମ ନିକଟରେ ଗୁରୁବାର ରାତିରେ ମାଓବାଦୀମାନେ ପୁଣି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି । ମୃତ ଯୁବକଙ୍କ ନାମ ଜ୍ଞାନରଞ୍ଜନ ଦିଗଲ ବୋଲି…

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ଜୟନ୍ତୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି

ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ରାଜ୍ୟପାଳ ହୋଇପାରିଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ୯୩ତମ ଜନ୍ମଦିନ । ରାଜ୍ୟର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ରାଜ୍ୟବାସୀ। ୧୯୨୭ ମସିହା ଆଜିର ଦିନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱର ଠାରେ ଜନ୍ମ…

ପାରାଦୀପ ବନ୍ଦରର ୫୯ ତମ ପ୍ରତିଷ୍ଠା ଦିବସ ଅବସରରେ ବିଶାଳ ମାରାଥନ ପ୍ରତିଯୋଗିତା

ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ଭାରତର ୨ୟ ବୃହତ୍ତମ ବନ୍ଦର ପରାଦୀପ ବନ୍ଦର ପାଳନ କରୁଛି ଏହାର ୫୯ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଏଠାରେ ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ସ୍ଥାନୀୟ ହନୁମାନ ବାଟିକା ନିକଟରରେ ଏହି ମାରାଥନକୁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ…

ଆଜିଠୁ ଆରମ୍ଭ ହେଲା ଓଡିଶାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ

ଭୁବନେଶ୍ୱର: ସାରା ରାଜ୍ୟରେ ବିଭିନ୍ନ ବନଖଣ୍ଡରେ ଶୁକ୍ରବାର ଦିନ ପକ୍ଷୀ ଗଣନା ଆରମ୍ଭ ହୋଇଛି। ରାଜ୍ୟ ବନବିଭାଗ ପକ୍ଷରୁ ୨୫ ଜଣିଆ ଟିମ୍ ସାତକୋଶିଆ, ମହାନଦୀ ସମେତ ଅନ୍ୟ ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ନିୟୋଜିତ ହୋଇଛନ୍ତି । ସାତକୋଶିଆର ମହାନଦୀ ରିଭର ସିଷ୍ଟମ ସହ ଶିଶୁ ପଥର…