Latest Odisha News

BREAKING NEWS

ଆଗାମୀ ୪୮ ଘଣ୍ଟା ମଧ୍ୟରେ ପୁଣି ଫେରିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପୁଣି ଶୀତ ଲହରୀ ଫେରିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସତର୍କ କରାଯାଇଛି । “ଆଜି ପୁରୀର ଉପକୂଳବର୍ତ୍ତୀ ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନ ସମେତ ନବରଙ୍ଗପୁର, ମାଲକାନଗିରି, ରାୟଗଡା, ବଲାଙ୍ଗିର, କେନ୍ଦୁଝର, ସୋନପୁର,…

ମଥୁରାରେ ବଢୁଛି ମହାରାଜାଙ୍କ ଦୌରାତ୍ମ୍ୟ; ବିଜୁବାବୁଙ୍କୁ ଦିନେ ଦରବାରକୁ ଡକାଇଥିଲେ ବରଗଡ଼ କଂସ !

ବରଗଡ଼: ବରଗଡ଼ରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ପ୍ରସାର ଓ ଅଭିବୃଦ୍ଧି ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକଥର ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା ସହିତ ନିଜେ ଦରବାରରେ ଉପସ୍ଥିତ ରହିଛନ୍ତି । ନବୀନଙ୍କ ବାପା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ…

ଆନ୍ଧ୍ରପ୍ରଦେଶରେ ସଡକ ଦୁର୍ଘଟଣା; ଚାଲିଗଲା ୬ ଓଡିଆଙ୍କ ଜୀବନ

ବିଶାଖଶପାଟଣା/ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କୋତପଲ୍ଲୀ ଗ୍ରାମ ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ଓଡିଆ ପରିବାରର ୬ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଗଞ୍ଜାମ ଜିଲ୍ଲା ପାତ୍ରପୁରର ଗୋଟିଏ ପରିବାରର ସମସ୍ତ ସଦସ୍ୟ…

ଜାନୁଆରୀ ୫ରୁ ସର୍ବସାଧାରଣଙ୍କ ଲାଗି ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ୱର: ସର୍ବସାଧାରଣଙ୍କ ଲାଗି ଆସନ୍ତା ଜାନୁଆରୀ ୫ ତାରିଖରୁ ୧୯ ତାରିଖ ଯାଏଁ ରାଜଭବନ ଉଦ୍ୟାନ ଖୋଲା ରହିବ । ପ୍ରତ୍ୟେକ ଦିନ ଦ୍ୱିପ୍ରହର ୨ଟାରୁ ୫ଟା ପର୍ଯ୍ୟନ୍ତ ଜନସାଧାରଣ ଏହି ଉଦ୍ୟାନ ପରିଦର୍ଶନ କରିପାରିବେ। ଏଥିସହିତ ଛୁଟିଦିନ ଏବଂ ରବିବାରରେ ମଧ୍ୟ ଲୋକମାନେ ରାଜଭବନ ଉଦ୍ୟାନ…

ଯାନ୍ତ୍ରିକ ତ୍ରୁଟି ପରେ ଗଡିଲା ତପସ୍ୱିନୀ ଏକ୍ସପ୍ରେସ୍; ଟ୍ୱିଟ୍ କଲେ ଓଡିଆ ସାଂସଦ

ସମ୍ବଲପୁର: ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଶନିବାର ଦିନ ବାମୁର ଷ୍ଟେସନରେ ଅନେକ ସମୟ ଧରି ଅଟକି ରହିଥିବା ବେଳେ ପ୍ରାୟ ୬ ଘଣ୍ଟା ପରେ ଏହା ଗନ୍ତବ୍ୟସ୍ଥଳୀ ଅଭିମୁଖେ ଗସ୍ତ କରିଛି । ଯାହାଫଳରେ ଯାତ୍ରୀମାନେ ଏକପ୍ରକାର ଆଶ୍ୱସ୍ତୀ ଅନୁଭବ କରିଛନ୍ତି ।…

ଜଗତସିଂହପୁରରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ; ଯୁବକ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଅଳାଭଳ ଗ୍ରାମରେ କୌଣସି କାରଣବଶତଃ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେବା ପରେ ଗୁଳିମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଜଣକ ବାଲିକୁଦା ବାଲିସାହି ଗ୍ରାମର ଦେବରାଜ ବିଶ୍ୱାଳ ବୋଲି ଜଣାପଡିଛି ।…

ପର୍ଯ୍ୟଟନ ମାନଚିତ୍ରରେ କେନ୍ଦୁଝର; ପ୍ରାକୃତିକ ପ୍ରାଚୁର୍ଯ୍ୟତାର ଗନ୍ତାଘର

ଭୁବନେଶ୍ୱର: ରାଜ୍ୟ ତଥା ଦେଶବିଦେଶର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ କେନ୍ଦୁଝର ଜିଲ୍ଲା । ଏଠାରେ ପ୍ରକୃତି କଥାକହେ । ଓଡିଶା ମାନଚିତ୍ରରେ ଇକୋ ଟୁରିଜିମ ଭାବରେ କେନ୍ଦୁଝର ଜିଲ୍ଲା ନିଜର ସ୍ୱତନ୍ତ୍ର ପରିଚୟ ବହନ କରେ । ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ।…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଆରମ୍ଭ

ବରଗଡ : ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ଚତୁର୍ଥ ଦିନ । ଏହି ଅବସରରେ ସମଗ୍ର ବରଗଡ ସହରରେ ଉତ୍ସବମୁଖର ପରିବେଶ ଲାଗି ରହିଛି । ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ କଳାକାରଙ୍କ ନିଖୁଣ କଳାକୃତିରେ ଶୋଭା ବର୍ଦ୍ଧନ କରୁଥିବାବେଳେ ଏବେ ବରଗଡ ମଥୁରା ନଗରୀ ପାଲଟିଥିବାବେଳେ ଓ…

୫୦୦୦କୋଟି ବ୍ୟବସାୟ ଲକ୍ଷ୍ୟରେ ବଲିଉଡ !

ମୁମ୍ବାଇ: ୨୦୨୦ରେ ଭାରତୀୟ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀ (ବଲିଉଡ) ୫୦୦୦ରୁ ଊଦ୍ଧ୍ୱର୍ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟରେ ରହିଛି। ଚଳିତ ବର୍ଷ କମଲ ହାସନଙ୍କ ଇଣ୍ଡିଆନ-୨ ସର୍ବାଧିକ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ସମ୍ପୂର୍ଣ୍ଣ ବ୍ୟବସାୟିକ ଭିତିକ ଫିଲ୍ମ ମଧ୍ୟରେ…

ବିଜ୍ଞାନ ଓ ପ୍ରଯୁକ୍ତି ଉପରେ ନୂତନ ଭାରତର ଅଭିବୃଦ୍ଧି ନିର୍ଭରଶୀଳ: ପ୍ରଧାନମନ୍ତ୍ରୀ

ନୂଆଦଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବେଙ୍ଗାଲୁରୁସ୍ଥିତ କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟ ଠାରେ ୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଉଦଘାଟିତ୍ ହୋଇଯାଇଛି । ଏହି ଅବସରରେ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଉପଲବ୍ଧି ଉପରେ ହିଁ ଭାରତର ଅଭିବୃଦ୍ଧି ନିର୍ଭରଶୀଳ ବୋଲି…