Latest Odisha News

BREAKING NEWS

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୧-୧୨-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୩୧ରିଖ ମଙ୍ଗଳ ବାର ଧନୁ ୧୬ ଦିନ ଶ୍ରାବପୌଷ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ କରିଡ଼ର୍ ‘ସୌନ୍ଦର୍ଯ୍ୟକରଣ ନକ୍ସା’କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀସ୍ଥିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ର ଧାମର ବିକାଶ ଓ ସୌନ୍ଦର୍ଯ୍ୟକରଣ ଲାଗି ଐତିହ୍ୟ କରିଡ଼ର୍ କରିବେ ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ରାଜଧାନୀସ୍ଥିତ ଲୋକସେବା ଭବନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ…

୨୦୧୯ ଭାରତୀୟ କ୍ରୀଡ଼ା: ଅନେକ ସଫଳତା ଅନେକ ଆଶା

୨୦୧୯ ସରିବାକୁ ଯାଉଥିଲା ବେଳେ ଭାରତୀୟ କ୍ରୀଡ଼ା ଉପରେ ନଜର ପକାଇଲା ବେଳେ ସଫା ବାରିହୋଇପଡେ ଏକାଧିକ ଖେଳରେ ଅପୂର୍ବ ଚମକର କଥା । ବିଶେଷ କରି ଅଲିମ୍ପିକ୍‍ କ୍ରୀଡ଼ାର ଏକାଧିକ ଇଭେଣ୍ଟରେ ଆମ ଖେଳାଳିମାନଙ୍କର ସଫଳତା ଏଥର ଆକାଶ ଛୁଆଁ ହେବା ସାଙ୍ଗକୁ ମନରେ ଅନେକ ଆଶା ଭରିଛି । କେବଳ ପି.ଭି…

ଭାରତର ପ୍ରଥମ ‘ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ’ ଭାବେ ନିଯୁକ୍ତ ହେଲେ ଜେନେରାଲ୍ ବିପିନ୍ ରାୱତ

ନୂଆଦିଲ୍ଲୀ: ସେନାମୁଖ୍ୟ ଜେନେରାଲ୍ ବିପିନ୍ ରାୱତ ଭାରତର ସର୍ବପ୍ରଥମ ‘ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ’ ବା ପ୍ରତିରକ୍ଷା ବିଭାଗର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଆସନ୍ତା ଡିସେମ୍ବର ୩୧ ତାରିଖ ଦିନ ଚାକିରୀରୁ ଅବସର ଗ୍ରହଣ କରୁଛନ୍ତି । ‘ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ’ ନିଯୁକ୍ତ ହୋଇଥିବା…

ଓଡ଼ିଶୀ ନୃତ୍ୟ ମହାକୁମ୍ଭର ଅନ୍ତିମ ସଂଧ୍ୟା; ଉପଭୋଗ କଲେ ଭରପୁର ଦର୍ଶକ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବୀନ୍ଦ୍ର ମଣ୍ଡପରେ ୫ ଦିନ ଧରି ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଅନ୍ତିମ ଦିବସ । ପୂର୍ବହ୍ନ ଅଧିବେଶନ ଆରମ୍ଭ ହୋଇଥିଲା ଶ୍ରୀମୟୀ…

ଚର୍ଚ୍ଚାରେ ଆଲିଆ-ରଣବୀରଙ୍କ ପ୍ରେମକାହାଣୀ; ଖୁବଶିଘ୍ର କରିବେ ବିବାହ !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ରଣବୀର କପୁର ଓ ବଲିଉଡ୍ ସୁନ୍ଦରୀ ଆଲିଆ ଭଟ୍ଟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଦୀର୍ଘ ଦିନ ଧରି ଉଭୟଙ୍କ ପ୍ରେମ ସମ୍ପର୍କ ନେଇ ଆଲୋଚନା ଚାଲିଥିଲା । ଋଷି କପୁର ଓ ନୀତୁ ସିଂହ ମଧ୍ୟ ଏଥିନେଇ ରାଜି ଥିବା ଜଣାପଡିଛି । ରଣବୀର-ଆଲିଆଙ୍କ ପାଇଁ ସେମାନେ…

୬ ମାସ ଭିତରେ କେହି ନକିଣିଲେ ବନ୍ଦ ହୋଇପାରେ ଏୟାର ଇଣ୍ଡିଆ !

ନୂଆଦିଲ୍ଲୀ: ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ଯଦି କେହି ଆଗାମୀ ଛଅ ମାସ ଭିତରେ କେହି ନ କିଣନ୍ତି ତାହାଲେ ଆଗାମୀ ଛଅ ମାସ ଏହା ବନ୍ଦ ହୋଇପାରେ | ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ , ଏୟାର ଇଣ୍ଡିଆ ର ଜଣେ କର୍ମକର୍ତ୍ତା ଏସମ୍ପର୍କରେ କହିଛନ୍ତି | କାରଣ ଏହିପରି ଭାବରେ…

ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଲାଗି ସରକାରଙ୍କ ଅଭିନବ ପ୍ରୟାସ; ଆରମ୍ଭ ହେଲା ଏସକର୍ଟ୍ସ ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶା ସରକାର ୫-ଟି ଯୋଜନାକୁ ଶାସନ ପଦ୍ଧତିରେ ଉପଯୋଗ କରିବା ପରଠାରୁ ବିଭିନ୍ନ ବିଭାଗରେ ଉନ୍ନତ ଜ୍ଞାନ କୌଶଳ ଉପଯୋଗ କରିଛନ୍ତି । ଏପରିକି ସ୍ୱସ୍ଥ୍ୟ ବିଭାଗ ଏବଂ ଶିକ୍ଷାର ବିକାଶ ଲାଗି ଏହି ବିଭାଗରେ ମଧ୍ୟ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ରାଜ୍ୟର ଉପାନ୍ତ ଅଞ୍ଚଳ ତଥା ଘଞ୍ଚ…

ଲାଞ୍ଚ ନେଇ ଧରାପଡ଼ିଲେ ଆଇଏଏସ୍ ଅଧିକାରୀ; ଚାକିରୀରୁ ହେଲେ ନିଲମ୍ବିତ !

ଭୁବନେଶ୍ୱର: ଓଡିଶା ସରକାରଙ୍କ ହର୍ଟିକଲଚର ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ୨୦୦୯ ବ୍ୟାଚର୍ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଲାଞ୍ଚ ନେବା ଅଭିଯୋଗରେ ସୋମବାର ଦିନ ଚାକିରୀରୁ ନିଲମ୍ବନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଆଜି…

ଚନ୍ଦ୍ର ନଥିଲେ କ’ଣ ହୁଅନ୍ତା ପୃଥିବୀର ଅବସ୍ଥା, ଜାଣନ୍ତୁ…

ଭୁବନେଶ୍ୱର: ବିଭିନ୍ନ ଗ୍ରହ ତଥା ଉପଗ୍ରହ ମାନଙ୍କୁ ନେଇ ଗଠିତ ଆମ ସୌରଜଗତ । ଏଥିରେ ଲକ୍ଷାଧିକ ନକ୍ଷତ୍ର, ୯ ଟି ଗ୍ରହ ଓ ଉପଗ୍ରହ ଚନ୍ଦ୍ର ଅବସ୍ଥାପନ କରନ୍ତିବ। ତେବେ କଣ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି ଯେ, ସୌରଜଗତରେ ଚନ୍ଦ୍ର ଅନୁପସ୍ଥିତ ରହିଥିଲେ ଆମର କଣ ଅସୁବିଧା ହୋଇଥାଆନ୍ତା? ତବେ…