ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ଲିଷ୍ଟ୍; ଇଣ୍ଡିଆନ ଅଏଲକୁ ପଛରେ ପକାଇ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଶୀର୍ଷରେ !
ଭୁବନେଶ୍ୱର: ରିଲାଏନ୍ସ ଇଂଣ୍ଡଷ୍ଟ୍ରୀଜ, ଇଣ୍ଡିଆନ ଅଏଲକୁ ପଛରେ ପକାଇ ଫରଚ୍ୟୁନ ଇଣ୍ଡିଆ ୫୦୦ ସୂଚୀରେ ଶୀର୍ଷ ସ୍ଥାନରେ ପହଂଚିଗଲା ।
ସୂଚନାଯୋଗ୍ୟ ଯେ ୧୦ ବର୍ଷଧରି ଭାରତୀୟ କମ୍ପାନୀ ହିସାବରେ ଇଣ୍ଡିଆନ ଅଏଲ ଏହି ଲିଷ୍ଟର ଶୀର୍ଷ ସ୍ଥାନ ଅଧିକାର କରିଥିଲା । ଫରଚ୍ୟୁନ ଇଣ୍ଡିଆ କହିଛି ଯେ,…