ସରକାରଙ୍କ ଠାରୁ ସାହାଯ୍ୟ ନ’ମିଳିଲେ ବନ୍ଦ ହୋଇଯିବ ଭୋଡାଫୋନ-ଆଇଡିଆ: କେ ଏମ ବିର୍ଲା
ଭୁବନେଶ୍ୱର: ଜାତୀୟଗଣମଧ୍ୟମ ସୂଚନାଅନୁସାରେ ଆଦିତ୍ୟ ବିର୍ଲା ଗୃପର ଚେୟାରମ୍ୟାନ କୁମାର ମଙ୍ଗଲମ ବିର୍ଲା କହିଲେ ଯେ ଯଦି ସରକାରଙ୍କ ତରଫରୁ ସାହାଯ୍ୟ ନମିଳେ ତାହାଲେ ଭୋଡାଫୋନ-ଆଇଡିଆ ବନ୍ଦ ହୋଇଯିବ |
ବିର୍ଲା ଶୁକ୍ରବାର ଦିନ ନିଜ ବକ୍ତ୍ୟବ ରେ ଏକଥା କହିଛନ୍ତି | ସେ କହିଲେ ଯେ କମ୍ପାନୀ…