କରୋନା ସଙ୍କଟ ସମୟରେ ସିନେ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଲେ ଅଭିନେତା ଚନ୍ଦନ କର
ଭୁବନେଶ୍ୱର: ଏହି ସଙ୍କଟ ସମୟରେ ଲୋକଙ୍କ ସାହାଯ୍ୟ କାରିବାକୁ ଆଗେଇ ଆସୁଛନ୍ତି ବିଭିନ୍ନ ଅଭିନେତା । ବଲିଉଡରେ ସୋନୁ ସୁଦ ଓଲିଉଡ଼ରେ ସବ୍ୟସାଚୀଙ୍କ ପରେ ଏବେ ଆଉ ଜଣେ ଓଡ଼ିଆ ସିନେ ତାରକାଙ୍କ ବାଦାନ୍ୟତା ସମ୍ନାକୁ ଆସିଛି।
ଓଡ଼ିଆ ସିନେ ଜଗତର ସମାଜସେବୀ ଅଭିନେତା ତଥା ସାମାଜିକ ସ୍ୱେଚ୍ଛାସେବୀ…