Latest Odisha News

BREAKING NEWS

ଆସ୍ଥା ଭୋଟରେ ଜିତିଲେ ଉଦ୍ଧବ ଠାକରେ; କକ୍ଷତ୍ୟାଗ କଲା ବିଜେପି

ମୁମ୍ବାଇ: ବିଧାନସଭାରେ ବହୁମତ ପ୍ରମାଣିତ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଶନିବାର ଅପରାହ୍ନରେ ବହୁମତ ପରୀକ୍ଷା ଲାଗି ମହାରାଷ୍ଟ୍ର ବିଧାନସଭା ଗୃହରେ ଉତ୍ସାହ ଭରିରହିଥିବା ଦେଖିବାକୁ ମିଳିଥିଲା । ଶିବସେନା-ଏନସିପି ଓ କଂଗ୍ରେସ ଦଳ ଦ୍ୱାରା ଗଠିତ ମେଣ୍ଟ ‘ମହାରାଷ୍ଟ୍ର ବିକାଶ…

ଖ୍ୟାତନାମା ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଦେହାନ୍ତ

କଟକ: ବିଶିଷ୍ଟ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଶନିବାର ଦିନ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ଦୂରଦର୍ଶନ ତଥା ଓଡ଼ିଶା ସଙ୍ଗୀତ ଜଗତରେ ରାଧାକାନ୍ତ ବେଶ୍ ପରିଚିତ ଥିଲେ । ତାଙ୍କର ମୃତ୍ୟୁରେ ଓଡ଼ିଶା କଳା ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ସେ…

ପ୍ରୋଭିଡେଣ୍ଟ ଫଣ୍ଡ ପଇସା ଅନଲାଇନ ଟ୍ରାନ୍ସଫର ବହୁତ ସହଜ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା…

ଭୁବନେଶ୍ୱର: କର୍ମଚାରୀ ଭବିଷ୍ୟ ନିଧି ବା ଇପିଏଫ ଦରମାପାଉଥିବା କର୍ମଚାରୀଙ୍କ ପାଇଁ ଏକ ଅବସରକାଳୀନ ସଞ୍ଚୟ ଖାତା ସ୍କିମ ଅଟେ | ବେତନଭୋଗୀ କର୍ମଚାରୀ ଯେବେ ନିଜ କମ୍ପାନୀ ବଦଳାନ୍ତି, ସେତେବେଳେ କର୍ମଚାରୀ ନିଜ ପିଏଫ ପଇସା ଟ୍ରାନ୍ସଫର କରନ୍ତି , ଏହାକୁ ଭଲ ବିକଳ୍ପ ବୋଲି ମାନନ୍ତି ନାହିଁ…

ଜିଓ ଗିଗା ଫାଇବର ଲଞ୍ଚ କଲା ୩୫୧ ଓ ୧୯୯ ପ୍ଲାନ୍…

ଭୁବନେଶ୍ୱର: ରିଲାଏନ୍ସ ନିଜର ଗିଗା ଫାଇବର ବ୍ରଡ଼ବ୍ୟାଣ୍ଡ ଗ୍ରାହକଙ୍କ ପାଇଁ ଦୁଇଟି ନୂଆ ପ୍ଲାନ ଲଞ୍ଚ କରିଛି ଯାହା ଗ୍ରାହକଙ୍କୁ ଆକୃଷ୍ଟ କରିବ | ମାସିକ ୩୫୧ ଟଙ୍କା ଓ ସପ୍ତାହିକ ୧୯୯ ଟଙ୍କା ପ୍ଲାନ ଲଞ୍ଚ କରିଛି | ଏହି ପ୍ଲାନ ସବୁରେ ଗ୍ରାହକଙ୍କୁ ୧୦ ଏମବିପିଏସ ରୁ ନେଇ ୧୦୦ ଏମବିପିଏସ…

କଟକର ଆନ୍ଧ୍ର ବ୍ୟାଙ୍କ କୋଠାରେ ଅଗ୍ନିକାଣ୍ଡ

କଟକ: କଟକର ମଙ୍ଗଳାବାଗ ସ୍ଥିତ ଆନ୍ଧ୍ରା ବ୍ୟାଙ୍କ ଶାଖା କୋଠାରେ  ଶନିବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳେ ଉକ୍ତ ସର୍ଜିକାଲ ଆଇଟମ ଦୋକାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିଥିବା ନେଇ ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।…

ଝାଡ଼ଖଣ୍ଡ ନିର୍ବାଚନ: ଦିନ ୧ଟା ସୁଦ୍ଧା ୪୮.୮୩ % ମତଦାନ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ଆଜି ଅନୁଷ୍ଠିତ ହେଉଥିବା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣରେ ଦିନ ୧ଟା ସୁଦ୍ଧା ୪୮.୮୩ % ମତଦାନ ହୋଇଛି । Polling percentage at 48.83% in the first phase of #JharkhandAssemblyPolls till 1 pm. (File pic) pic.twitter.com/mhyPdpcluq…

ଟ୍ରକ୍ ମଧ୍ୟରୁ ଉଦ୍ଧାର ହେଲା ଅଜଗର

ଭବାନୀପାଟଣା: ରାୟଗଡା ଜିଲ୍ଲାରେ ଶୁକ୍ରବାର ଦିନ ବନ କର୍ମଚାରୀମାନେ ଏକ ଟ୍ରକ୍ ମଧ୍ୟରୁ ପାଖାପାଖି ୭ ଫୁଟ୍ ଲମ୍ବର ଏକ ଅଜଗରକୁ ଉଦ୍ଧାର କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଭବାନୀପାଟଣାରୁ ପ୍ରାୟ ୧୬ କିମି. ଦୂରରେ ଥିବା ଛଟିକୁଡା ଗ୍ରାମ ନିକଟରେ ଜଣେ ଟ୍ରକ୍ ଡ୍ରାଇଭର୍ ଗାଡିର ପଛ ଚକାରେ…

ନନ୍ଦନକାନନରେ ପୁଣି ଏକ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨ ଦିନତଳେ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ଘଟିଥିବା ବେଳେ ଶନିବାର ଦିନ ପୁଣି ଆଉ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ଏହାବ୍ୟତିତ ଅନ୍ୟ ୩ଟି ଆନାକୋଣ୍ଡାର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ନେଇ ପ୍ରାଣୀ ଉଦ୍ୟାନ୍…

ମହାରାଷ୍ଟ୍ରରେ ଆଜି ଉଦ୍ଧବ ସରକାରଙ୍କ ଶକ୍ତିପରୀକ୍ଷା

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହ ମହାରାଷ୍ଟ୍ର ଗଢିଉଠିଛି ଉଦ୍ଧବଙ୍କ ସରକାର । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ଯାଉଛନ୍ତି ଉଦ୍ଧବ ଠାକରେ । ଆଜି ଅପରାହ୍ନ ୨ଟା ବେଳକୁ ବହୁମତ ପ୍ରମାଣିତ କରିବେ…