ପଙ୍ଗପାଳଙ୍କ ଉପରେ ହେଲିକପ୍ଟରରୁ ସିଞ୍ଚନ କରାଯିବ କୀଟନାଶକ
ନୂଆଦିଲ୍ଲୀ: ତ୍ତତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଉପଦ୍ରବ ଚଳାଇଛନ୍ତି ପଲ ପଲ ପଙ୍ଗପାଳ । କେଇ ଘଣ୍ଟା ଭିତରେ ଏକର ଏକର ଫସଲ ଖାଇ ସଫା କରି ଦେଉଛନ୍ତି । ଏଭଳି ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଆଜି ଆକାଶମାର୍ଗରୁ ସେମାନଙ୍କ ଉପରେ କୀଟନାଶକ ସିଞ୍ଚନ…