ନିର୍ଦ୍ଧାରିତ ଅବଧି ପୂର୍ବରୁ ସ୍ଥଗିତ ହୋଇପାରେ ବିଧାନସଭା ଶୀତକାଳୀନ ଅଧିବେଶନ !
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ଅବଧି ପୂର୍ବରୁ ଗୁରୁବାର କିମ୍ବା ଶୁକ୍ରବାର ଦିନ ସ୍ଥଗିତ ରହିପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ଚଳିତ ଶୀତକାଳୀନ ଅଧିବେଶନ ନଭେମ୍ବର ୧୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ଡ଼ିସେମ୍ବର ୧୯ ତାରିଖରେ ଶେଷ…