Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ ଓ ଜଣେ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ନୂଆଗାଁ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ଜଣେ ଆହତ ହୋଇଛନ୍ତି । ମୃତକ ମାନେ ହେଲେ ଅଶୋକ ଦାସ ଓ ବଳରାମ ନାୟକ । ଅପରପକ୍ଷରେ ଆହତ ବ୍ୟକ୍ତିଙ୍କ ନାମ ଆନନ୍ଦ ନାୟକ ବୋଲି…

୭୦ ବର୍ଷରେ ଭାରତୀୟ ସମ୍ବିଧାନ…

ଭୁବନେଶ୍ୱର: ଆଜି ସମ୍ବିଧାନ ଦିବସ । ପ୍ରତିବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ । ଚଳିତବର୍ଷ ଭାରତର ସମ୍ବିଧାନ ପୂରଣ କରିବାକୁ ଯାଉଛି ୭୦ ବର୍ଷ । ଏହି ଅବସରରେ ସଂସଦ ଓ ରାଷ୍ଟ୍ରପତି ଭବନକୁ ସୁଦୃଶ୍ୟ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ନଭେମ୍ବର ୨୬…

ମହାରାଷ୍ଟ୍ର ରାଜନୀତି: ଆଜି ସାଢ଼େ ୧୦ ଟାରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ମହାରାଷ୍ଟ୍ର ରାୟ । ତେବେ ସୋମବାର ମହାରାଷ୍ଟ୍ରର ରାଜନୈତିକ ସମ୍ବନ୍ଧୀୟ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ମଙ୍ଗଳବାର ପୂର୍ବାହ୍ଣ ୧୦ଟା ୩୦ରେ ଏହି ରାୟ ପ୍ରକାଶ ପାଇବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମୁଖ୍ୟମନ୍ତ୍ରୀ…

ରାଜ୍ୟର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ପ୍ରସ୍ତୁତ ହେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳ(ୟୁସିଓ)ରୁ ବାୟୋଡିଜେଲ ଉତ୍ପାଦନ କରିବା ପାଇଁ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ ଏକ୍ସପ୍ରେସନ୍ ଅଫ୍ ଇନ୍ଟ୍ରେଷ୍ଟ୍(ଇଓଆଇ) ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାରେ ଲିଖିତ…

ମହାଭାରତରେ ବର୍ଣ୍ଣିତ ସ୍ଥାନସବୁ ବର୍ତ୍ତମାନ କେଉଁଠି ଅବସ୍ଥିତ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁ ଧର୍ମର ଏକ ମୁଖ୍ୟ ଗ୍ରନ୍ଥ ହେଉଛି ମହାଭାରତ । ଏହି ପବିତ୍ର ଗ୍ରନ୍ଥରେ ବିଭିନ୍ନ ପ୍ରକାର ଧାର୍ମିକ କଥା ବର୍ଣ୍ଣନା କରାଯାଇଛି। ଏହି କାବ୍ୟଗ୍ରନ୍ଥ ଭାରତର ଅନୁପମ ଧାର୍ମିକ, ପୌରାଣିକ, ଇତିହାସ ଓ ଦାର୍ଶନିକ ଗ୍ରନ୍ଥ ବୋଲି କୁହାଯାଏ। ମହାଭାରତ ହେଉଛି ହିନ୍ଦୁମାନଙ୍କର…

ଦେବ ଦୀପାବଳିର ଦ୍ଵିତୀୟ ଦିନ: ଆଜି ଦଶରଥ ଓ ବାସୁଦେବଙ୍କୁ ପିଣ୍ଡଦାନ କରିବେ ମହାପ୍ରଭୁ

ପୁରୀ: ସୋମବାର ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଆଲୋକର ଉତ୍ସବ। ତିନିଦିନ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଏହି ଉତ୍ସବକୁ ଦେବଦୀପାବଳି ବୋଲି କୁହାଯାଏ । ଆଜି ଏହି ଦେବ ଦୀପାବଳିର ଦ୍ଵିତୀୟ ଦିନ । ପରମ୍ପରା ଅନୁସାରେ ଏହିଦିନ ତିନି ଦିଅଁଙ୍କର ଶ୍ରାଦ୍ଧ ବେଶ ହୋଇଥାଏ । ତିନିଠାକୁର ନିଜର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୬-୧୧-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୨୬ ରିଖ ମଙ୍ଗଳବାର ବିଛା ୧୦ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି ବିଶାଖା ନକ୍ଷତ୍ର ଦିନ ଘ୧୦-୧୧ମିନିଟ୍…

ଡିସେମ୍ବର ପ୍ରଥମ ସପ୍ତାହରେ ଇଜିପ୍ଟରୁ ଆସି ପହଁଚିବ ୬୦୯୦ ମେଟ୍ରିକ ଟନ୍ ପିଆଜ !

ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ଶ୍ରୀ ଅବିନାଶ କେ. ଶ୍ରୀବାସ୍ତବ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ରାଜ୍ୟରେ ପିଆଜର ଚାହିଦା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏଥିପୂର୍ବରୁ ଗତ ୨୩ ତାରିଖରେ ସଚିବଙ୍କ ପକ୍ଷରୁ ଏ…

ପାଣ୍ଡିଆନ୍ ଆଉଥରେ କୋରାପୁଟ ଯାଆନ୍ତୁ ବୋଲି ତାରା ବାହିନୀପତି ଚାହାଁନ୍ତି; କାହିଁକି ଜାଣନ୍ତୁ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘୫-ଟି’ ଅନୁଯାୟୀ ଶାସନ ପରିଚାଳନା ବ୍ୟବସ୍ଥାକୁ ଜାତୀୟସ୍ତରରେ ପ୍ରଶଂସା କରାଯାଇଛି । ସେମିତି କହିବାକୁ ଗଲେ ସୋମବାର ଦିନ ବିଧାନସଭାରେ ସମସ୍ତ ବିଜେଡ଼ି ବିଧାୟକମାନେ ମନେ ମନେ ନିଶ୍ଚିତ ରୂପେ ଖୁସି ଅନୁଭବ କରୁଥିବେ । କଥାହେଲା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ…

ବାର୍ଷିକ ବଜେଟର ୩୭ % ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି: ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାର ଚଳିତ ଶୀତକାଳୀନ ଅଧିବେଶ ଏବେ ଚାଲିଥିବା ବେଳେ ଆଜି ବଜେଟ୍ ସମ୍ପର୍କରେ ବିରୋଧୀ ଦଳର ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହାର ଉତ୍ତର ରଖିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏକ ପ୍ରଶ୍ନର ଉତ୍ତରଦେଇ କହିଛନ୍ତି ଯେ, ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା…