ତାଜମହଲକୁ ପଛରେ ପକାଇଲା ଷ୍ଟାଚ୍ୟୁ ଅଫ ୟୁନିଟି; ବର୍ଷକୁ ରୋଜଗାର କଲା ଏତିକି ଟଙ୍କା , ଜାଣନ୍ତୁ
ନୂଆଦିଲ୍ଲୀ: ଶହଶହ ବର୍ଷ ଧରି ଭାରତର ରାଜଧାନୀରେ ଦେଶର ଗରିମା ସାରା ବିଶ୍ୱରେ ବଜାଇ ରଖିଥିବା ତାଜମହଲକୁ ପଛରେ ପକାଇ ଦେଇଛି ଗୁଜରାଟର କେବାଡିଆର ସର୍ଦ୍ଦାର ସରୋବର ବନ୍ଧ ନିକଟରେ ନିର୍ମିତ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟରର ପ୍ରତିମୂର୍ତ୍ତି 'ଷ୍ଟାଚ୍ୟୁ ଅଫ୍ ୟୁନିଟି' ।…